ସ୍ୱାମୀ ବାହାରେ ରହୁଥିଲା ବେଳେ ପ୍ରେମିକ ସହ ସ-ମ୍ପର୍କ ରଖୁଥିଲେ…ଏବେ ପ୍ରେମିକ ନେଇଗଲା ଜୀବନ।

ହଁ ଆଜ୍ଞା ଘର ଭିତରେ ମହିଳାଙ୍କ ଶରୀର ପଚି ସଢ଼ୀ ଦୁ-ର୍ଗନ୍ଧ ହେଉଥିଲା। ଯେତେବେଳେ କି ପୋ-ଲିସ ମାନେ ମଧ୍ୟ ସେହି ଗନ୍ଧରେ ରହି ପାରୁନଥିଲେ। ମୃ-ତକ ଜଣକ ମଧୁସ୍ମିତା ନାୟକ ବୋଲି ଜଣା ପଡ଼ିଛି। ଯାହାଙ୍କର ସ୍ୱାମୀ ହେଉଛନ୍ତି ମହେଶ୍ୱର ନାୟକ। ଆଉ ଘର ତିହିଡି ଥା-ନା ଅନ୍ତର୍ଗତ ଗୋଳା ପୋଖରୀରେ। ସ୍ୱାମୀ ମହେଶ୍ୱର ନାୟକ ମିମ୍ବାଇରେ ରହି ଚାକିରୀ କରୁଥିବା ବେଳେ ସ୍ତ୍ରୀ ମଧୁସ୍ମିତା କୋପଟିବିନ୍ଧା ନିୟୁ କଲନିରେ ଗତ ୬ ମାସ ହେବ ଭଡା ଘରେ ରହୁଥିଲେ। ସ୍ୱାମୀ ବିଗତ ୧୪ ଦିନ ହେବ ସ୍ତ୍ରୀକୁ ଫୋନ କରିବାରୁ ସ୍ତ୍ରୀ ମଧୁସ୍ମିତା ସ୍ବାମୀଙ୍କ ଫୋନ ଉଠାଉ ନଥିଲେ। ଆଉ ସନ୍ଦେହ ହେବାରୁ ପାଖ ପଡିଶା ଘରକୁ ସ୍ୱାମୀ ଫୋନ କରିଥିଲା। କିନ୍ତୁ ବାହାରୁ ଘରେ ଚାବି ପଡିଥିବା କହିଥିଲେ ପୋଡ଼ସି।

ତେବେ ସ୍ୱାମୀ ଆସି ପୋ-ଲିସ ଏବଂ ମାଜିଷ୍ଟେଡ଼ଙ୍କ ଉପସ୍ଥିତିରେ ମାର୍ଚ୍ଚ ୩୦ତାରିଖ ଦିନ କବାଟ ଭାଙ୍ଗି ମୃ-ତ ଦେହ ଉ-ଦ୍ଧାର କରିବା ସହ ଏକ ସ୍ୱତନ୍ତ୍ର ଟିମ ଯେଉଁଥିରେ ସିଟି ଡ଼ିଏସପି ଅଂଶୁମାନ ତତ୍ତ୍ୱଅବଧାନରେ ଟାଉନ ଥା-ନା ଏବଂ ପୁରୁଣା ବଜାର ଥା-ନା ଅଧିକାରୀଙ୍କ ସହ ଅନ୍ୟ ପୋ-ଲିସ କର୍ମଚାରୀଙ୍କ ସହ ତଦନ୍ତ କରୁଥିଲା ପୋ-ଲିସ। ଯାହାକୁ ଜଘନ୍ୟ ହ-ତ୍ୟାକା-ଣ୍ଡର ରହସ୍ୟ ଖୋଲିବା ପାଇଁ ପୋ-ଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା।

ତେବେ ପୋ-ଲିସ ପ୍ରଥମେ କଲ ଡିଟେଲସ ଯାଞ୍ଚ କରି ଗତ କାଲି ଚରମ୍ପା ଅଞ୍ଚଳରେ ଅଭି-ଯୁକ୍ତ ଜଣକ ବୁଲୁଥିବା ବେଳେ ମୋବାଇ ଟ୍ରାକିଂ ଜରିଆରେ କାବୁ କରିବାରେ ସଫଳ ହୋଇଥିଲା। ତେବେ ଅଭି-ଯୁକ୍ତଙ୍କ ସହିତ ମଧୁସ୍ମିତାଙ୍କର ଅନୈ-ତିକ ସ-ମ୍ପର୍କ ୨୦୨୧ ରୁ ରହି ଆସିଥିଲା। ସ୍ୱାମୀ ବାହାରେ ରହୁଥିବା ବେଳେ ତାର ଫାଇଦା ଉଠାଉଥିଲେ ମଧୁସ୍ମିତା।

୨୦୨୧ ଠାରୁ ଅଭି-ଯୁକ୍ତ ଆଶିଷ ମହାନ୍ତି ନିୟମିତ ଭାବେ ମଧୁସ୍ମିତାଙ୍କ ସହିତ ସ-ମ୍ପର୍କ ରଖୁଥିଲେ। ତେବେ ଅଭି-ଯୁକ୍ତ ଆଶିଷ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ଫାର୍ମାସିଷ୍ଟ ରୂପେ କାର୍ଯ୍ୟ କରୁଥିବା ବେଳେ ମଧୁସ୍ମିତାଙ୍କ ପୁଅ ସେଠାରେ ରହି ପାଠ ପଢୁଥିଲେ। ତେବେ କରନା ମହାମାରୀ ସମୟରେ ମଧୁସ୍ମିତାଙ୍କ ପୁଅଙ୍କ ଦେହ ଅସୁସ୍ଥ ହେବାରୁ ଉତ୍ତମ ଚିକିତ୍ସା ପାଇଁ ମଧୁ ଆଶିଷ ସହିତ ସବୁବେଳେ ଯୋଗାଯୋଗରେ ରହୁଥିଲେ। ଆଉ ସେବେଠାରୁ ବଢିଥିଲା ସ-ମ୍ପର୍କ ଏବଂ କାଳକ୍ରମେ ତାହା ପ୍ରେମ ସମ୍ପ-ର୍କର ରୂପ ନେଇଥିଲା।

ତେବେ ୧୬ ମାର୍ଚ୍ଚରେ ମଧୁସ୍ମିତା ରହୁଥିବା ଭଦ୍ରକ ସହର ଆପର୍ତ୍ତିବିନ୍ଧା ନିୟୁ କଲନିରେ ପିହଁଚିଥିଲେ ଆଶିଷ। ଆଉ ସବୁଦିନ ଭଳି ଶାରୀ-ରିକ ସ-ମ୍ପର୍କ ମଧ୍ୟ ରଖିଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବାରୁ ଭଡା ଘରେ ଥିବା ଏକ ରୋଡ଼ ସାହାର୍ଯ୍ୟର ମଧୁସ୍ମିତାଙ୍କୁ ପିଟି ପିଟି ହ-ତ୍ୟା କରିଥିଲେ। ଆଉ ବାହାର ପଟୁ ଚାବି ଦେଇ ପଳାଇଥିଲେ।ତେବେ ଅଭି-ଯୁକ୍ତ ଆଶିଷ ମହାନ୍ତିଙ୍କ ଘର ଜଗତସିଂହପୁର ଆଗର ଗାଁରେ। ଯାହା ପୋ-ଲିସ ଆଜି ସାମ୍ବାଦିକ ସମିଳନୀ ଜରଆରେ ସିଟି ଡ଼ିଏସପି ଅଂଶୁମାନ ସୂଚନା ଦେଇଛନ୍ତି।

ତେବେ ଏପଟେ ଅଭି-ଯୁକ୍ତକୁ କୋର୍ଟ ଚା-ଲାଣ କରାଯାଇଛି। ତେବେ ଅଭି-ଯୁକ୍ତକୁ ଗି-ରଫ ପରେ ପ୍ରଥମେ ଡାକ୍ତରୀ ମାଇନା କରି ହ-ତ୍ୟା କରିଥିବା ସ୍ଥାନକୁ ନେଇ ସିନରିକ୍ରିଏସନ କରିଥିଲା ପୋ-ଲିସ। ତେବେ ଏଭଳି ହ-ତ୍ୟାକା-ଣ୍ଡ ପୋ-ଲିସ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଯାହାକି କମ ଦିନ ମଧ୍ୟରେ ପୋ-ଲିସ ଅଭି-ଯୁକ୍ତକୁ ଧରିବାରେ ସଫଳ ହୋଇପାରିଛି। ଯାହାକୁ ନେଇ ଏବେ ପୋଲି-ସକୁ ପ୍ରଶଂସା କରିଛନ୍ତି ଭଦ୍ରକ ବାସିନ୍ଦା।

Leave a Comment

Your email address will not be published. Required fields are marked *

Scroll to Top