ବର ଯାତ୍ରୀ ଯାଇ ଆଉ ଫେରିଲାନି ସ୍ୱାମୀ… ବାହାଘରକୁ ମାସେ ସ୍ତ୍ରୀ ମଥାରୁ ଲିଭି ଗଲା ସିନ୍ଦୁର…ବାହୁନି କା-ନ୍ଦୁଛି ସ୍ତ୍ରୀ।
ବର ଯାତ୍ରୀରେ ଖଣ୍ଡ ଖଣ୍ଡ ହୋଇଗଲା ସ୍ୱାମୀର ଶରୀର। ଆଉ ବର ଯାତ୍ରୀ ଯାଇ ଘରକୁ ଫେରିଲାନି ସ୍ୱାମୀ। ହଁ ଆଜ୍ଞା କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ଏଇ କିଛି ସମୟ ପୂର୍ବରୁ ହସ ଖୁସିରେ ଫାଟି ପଡୁଥିଲା ଘର। କିନ୍ତୁ ଆଖି ପିଛୁଳାକେ ସୁନାର ସଂସାର ଟା ଉଜୁଡି ଗଲା। ହେଇ ଏବେ ଏବେ ତ ବିବାହ ହୋଇଥିଲା। ସ୍ତ୍ରୀ ହାତରୁ ଲିଭି ନାହିଁ ମେହେନ୍ଦୀ କିନ୍ତୁ ସବୁଦିନ ପାଇଁ ଲିଭିଗଲା ସ୍ତ୍ରୀ ମଥାରୁ ସିନ୍ଦୁର।
ଯେଉଁ ସଙ୍ଖା ସିନ୍ଦୁର ପିନ୍ଧି ସଜେଇ ହୋଇ ଯାଇଥିଲା ସ୍ୱାମୀ ସହ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାକୁ ଆଉ ସେ ସଙ୍ଖା ସିନ୍ଦୁର ନାହିଁ କିନ୍ତୁ ଏ ସ୍ତ୍ରୀ ଜଣକ କ’ଣ ଜାଣିଥିଲା ସ୍ୱାମୀର ବରଯାତ୍ରୀରେ ଡ୍ୟାନ୍ସ କରିବା ଶେଷ ଦିନ ହୋଇଯିବ ବୋଲି। ଆଉ ଏ ମଥାର ସିନ୍ଦୁର ସବୁଦିନ ପାଇଁ ଲିଭି ଯିବ ବୋଲି। ଦୁହେଁ ବେସ ହସ ଖୁସିରେ ନାଚୁଥିଲେ। କିନ୍ତୁ ଏହା ପରେ ଆଉ ଦେଖିପାରିଲେନି ସ୍ୱାମୀର ମୁହଁ।ବିବାହକୁ ମାତ୍ର ମାସେ ପୁରିଛି କିନ୍ତୁ ସବୁକିଛି ଛାର-ଖାର ହୋଇଗଲା। ସ୍ୱାମୀର ଖଣ୍ଡ ବିଖ-ଣ୍ଡିତ ଶରୀରକୁ ଦେଖି ଛାତି ଫଟେଇ କା-ନ୍ଦୁଛି ସ୍ତ୍ରୀ। ଖାଲି ସ୍ତ୍ରୀ ନୁହଁନ୍ତି ପୁରା ପରିବାର କା-ନ୍ଦି କା-ନ୍ଦି ତଳେ ଗଡି ଯାଉଛନ୍ତି।
ଆଜ୍ଞା ହଁ ବନ୍ଧୁଗଣ ଏ ଦୃ-ଶ୍ୟ ଅତି ହୃଦୟ ବିଦାରକ। ଯିଏ ଏ ଦୃ-ଶ୍ୟକୁ ଦେଖୁଛି ତା ଆଖିରୁ ଲୁହ ଆସିଯାଉଛି। ବର ଯାତ୍ରୀକୁ ଯାଇ ଆଉ ଫେରିଲାନି ସ୍ୱାମୀ। ସମସ୍ତଙ୍କୁ ଏକା କରି ଆର ପାରିକୁ ଚାଲିଗଲେ ଏମ ଲିଙ୍ଗରାଜ। ଯାତ୍ରୀ ବିଶ୍ରାମଗାର ନିକଟରୁ ଉ-ଦ୍ଧାର ହୋଇଛି ସ୍ୱାମୀଙ୍କ ମୃ-ତ ଦେହ। ଆଉ ଏହାକୁ ଦେଖି ପୁରା ପରିବାର କାନ୍ଦୁଛନ୍ତି।
ହଁ ଆଜ୍ଞା ଏଭଳି ଅଭା-ବନିୟ ଘ-ଟଣା ଘଟିଛି ଗଜପତି ଜିଲ୍ଲା ଘୋଷାଣି ବ୍ଲକ ଗୁରାଣ୍ଡି ଥା-ନା ଅନ୍ତର୍ଗତ ତୋଟାଗୁମୁରା ବାଟରିତ୍ରିଷିପୁର ଗାଁରେ। ମୃ-ତ ଯୁବକ ଜଣକ ହେଉଛନ୍ତି ବାଟରିତ୍ରିଷିପୁର ଗାଁର ଏମ ଲିଙ୍ଗରାଜ। ଯାହାଙ୍କର ବୟସ ମାତ୍ର ୨୮ ବର୍ଷ। ଆଉ ଲିଙ୍ଗରାଜ ପାରଳାଖେମୁଣ୍ଡି ସ୍ଥିତ ଖୁଦ୍ର ଜଳସେଚନ ବିଭାଗର କର୍ମଚାରୀ ଥିଲେ। ସେ ପାରଳାଖେମୁଣ୍ଡିରେ ରହୁଥିବା ବେଳେ ନିଜ ଗାଁର ସମ୍ପର୍କୀଙ୍କ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଗତ କାଲି ସନ୍ଧ୍ୟାରେ ଯାଇଥିଲେ। ସମ୍ପର୍କୀୟଙ୍କ ବାହାଘର ପ୍ରସେସନ ହୋଇଥିଲା। ସମସ୍ତେ ବାହାଘର ଉତ୍ସ୍ୟବରେ ମାତିଥିଲେ। ସ୍ୱାମୀ ସ୍ତ୍ରୀ ଦୁହେଁ ମଧ୍ୟ ନାଚୁଥିଲେ। ହେଲେ ଏହି ସମୟରେ କେହି ଜଣେ ଲିଙ୍ଗରାଜକୁ ଡାକି ନେଇଥିବା ଅନୁମାନ କରୁଛନ୍ତି ପରିବାର ବର୍ଗ।
ତେବେ ମନେ ମନେ ପରିବାର ଲୋକ ଭାବିଥିଲେ କି ଲିଙ୍ଗରାଜ କେଉଁ ସମ୍ପର୍କୀୟଙ୍କ ସାଙ୍ଗ ଘରେ ଶୋଇ ପଡିଛନ୍ତି। କିନ୍ତୁ ସକାଳୁ ସକାଳୁ ଯାତ୍ରୀ ବିଶ୍ରାମଗାର ନିକଟସ୍ଥ ଏକ ବିଲରେ ପଡିଛି ପୁଅର ମୃ-ତ ଦେହ। ଯାହାକୁ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା।ଆଉ ଆଶ୍ଚର୍ଯ୍ୟର କଥା ହେଉଛି କି ମୃ-ତ ଶରୀରଟି ଘ-ଟଣା ସ୍ଥଳରେ ପଡିରହିଛି କିନ୍ତୁ କୌଣସି ର-କ୍ତ ଛିଟା ପଡିନଥିବାରୁ ଏହି ହ-ତ୍ୟାକା-ଣ୍ଡଟି କେଉଁ ଜାଗାରେ ଭିଆଇ ଉଲେଖିତ ସ୍ଥାନରେ ଫୋପାଡ଼ି ଦିଆଯାଇଥିବା ଅନୁମାନ କରାଯାଉଛି।
ଏତେ ନି-ର୍ଦୟ ଥିଲେ ଯେ ଲିଙ୍ଗରାଜ ପିନ୍ଧିଥିବା ସୁନା ଚେନ ଓ ମୁଦିକୁ ଦୁ-ର୍ବୁତ୍ତ ମାନେ ଲୁ-ଟି ନେଲେ। ଘ-ଟଣା ସ୍ଥଳରେ ଗୁରାଣ୍ଡି ଥା-ନା ଅଧିକାରୀ ରବୀନ୍ଦ୍ର ପାତ୍ର ଏବଂ ଅତିରିକ୍ତ ଆରୋକ୍ଷ ଅଧିକ୍ଷକ ସୁନୀଲ କୁମାର ମହାନ୍ତି ଏସଡ଼ିପିଓ ମାଧବନନ୍ଦ ନାୟକ ସାଇଣ୍ଟିଫିକଟିମ ପହଁଚି ତନ ତନ କରି ଯାଞ୍ଚ କରୁଛନ୍ତି।ଅନ୍ୟ ପକ୍ଷରେ ଲିଙ୍ଗରାଜଙ୍କ ଏଭଳି ହ-ତ୍ୟାକା-ଣ୍ଡକୁ ନେଇ ଗ୍ରାମବାସୀ ଓ ପରିବାର ଲୋକେ ସହଜରେ ବିଶ୍ୱାସ କରି ପାରୁନାହାନ୍ତି। ପୁଅର ଏଭଳି ମୃ-ତ୍ୟୁରେ ସମସ୍ତେ ଭାଙ୍ଗି ପଡିଛନ୍ତି। କା-ନ୍ଦ ବୋବାଳିରେ ପୁରା ଫାଟି ପଡୁଛି ଗାଁ ଦାଣ୍ଡ।