ପୋଲି-ସକୁ କହିଲା ଅଞ୍ଜନର ଶେଷ ରାତି ଏମିତି ଥିଲା।
ଅଞ୍ଜନଙ୍କର ଶେଷ ରାତି କିଛି ଏମିତି କଟିଥିଲା, ସବୁକିଛି ପୋ-ଲିସ୍ ଆଗରେ ଖୋଲି କହିଲା ଅଭି-ଯୁକ୍ତ ପିଙ୍କୁ। ଜେ-ରା ବେଳେ ବଖାଣିଲା ସବୁ ସତ କଥା। ଜେ-ଲରୁ ଫେରିବା ପରେ କାହ୍ନା ଅର୍ ଅଫ୍ ପିଙ୍କୁକୁ କୁଆଡ଼େ ଏମିତି କହିଥିଲା ପ୍ରେମିକା ନିହାରିକା। ପିଙ୍କୁର ପାଖରେ ବସି କହିଥିଲା ଏମିତି କିଛି ଯାହା ପରେ ଘଟିଗଲା ଏତେ ବଡ଼ ହ-ତ୍ୟାକା-ଣ୍ଡ। ‘ଶୁଣ ପିଙ୍କୁ, ମୋତେ ଯଦି ତୁମେ ଭଲ ପାଉଛ ତାହାଲେ ଏହାର ସମାଧାନ ଜଲଦି କର। ମୁଁ ତୁମକୁ ଭଲ ପାଉଛି ବୋଲି ମୋତେ ସେ ଗୌତମ ଜମାରୁ ରଖେଇ ଦେଉନି। ଅଞ୍ଜନ ବି ମୋତେ ବହୁତ ହଇ-ରାଣ କରୁଛି।
ସବୁବେଳେ ମୋତେ କଲ୍ କରି ହଇ-ରାଣ କରୁଛନ୍ତି।’ ପ୍ରେମିକାର ଏହି ଟିକକ କଥାରେ ପୁରା ଭିଲିଆନ୍ ପାଲଟି ଯାଇଥିଲା ପିଙ୍କୁ । ଏମିତି ସବୁ କଥା ଜେ-ଲରୁ ପିଙ୍କୁ ଆସିବା ପରେ ତାକୁ କହିଥିଲା ନିହାରିକା। ଯାହାପରେ ପିଙ୍କୁ ରଚିଥିଲା ହ-ତ୍ୟା କରିବାର ଷ-ଡ଼ଯ-ନ୍ତ୍ର। ଅଞ୍ଜନର ଶେଷ ରାତି କିଛି ଏମିତି ଥିଲା। ସେଦିନ ଗୌତମ କୁଆଡ଼େ ଅଞ୍ଜନକୁ କଲ୍ କରି କହିଥିଲା କି ସାଙ୍ଗ,ମୋ ପ୍ରେମ ସମ୍ପ-ର୍କକୁ ନେଇ ଟିକେ ସମାଧାନ କରି ଦେବୁ ଆସ୍।
ପିଙ୍କୁ ଖାଲି ମୋତେ ବାରମ୍ବାର ଫୋନ୍ କରି ଡକାଉଛି। ଯାହାପରେ ପିଙ୍କୁ, ନିହାରିକା ଏବଂ ଅଞ୍ଜନ, ଗୌତମ ଚିନ୍ତାମଣିଶ୍ୱର ଅଞ୍ଚଳରେ ବିଳମ୍ୱିତ ରାତିରେ ଦେଖା ହୋଇଥିଲେ। ଗୌତମ ଏବଂ ନିହାରିକାଙ୍କ ମଧ୍ୟରେ ଥିବା ପୂର୍ବ ପ୍ରେମ ସମ୍ପ-ର୍କକୁ ନେଇ ହୋଇଥାନ୍ତା କଥା ବାର୍ତ୍ତା। ହେଲେ କାହ୍ନା ପୁରା ଉତ୍ତ୍ୟକ୍ତ ହୋଇ ରହିଥିଲା। ନିହାରିକାର ପ୍ରେମରେ ପୁରା ପାଗଳ ପାଲଟି ଯାଇଥିଲା କାହ୍ନା ।ଯେତେବେଳେ ସାଧାରଣ କଥା ବାର୍ତ୍ତା ପୁରା ଉଗ୍ର ରୂପ ନେଇଥିଲା।ସେତେବେଳେ କାହ୍ନା ତା ବାଇକରେ ଥିବା ଏକ ମାର-ଣାସ୍ତ୍ର ବାହାର କରିଥିଲା । ଅଞ୍ଜନଙ୍କୁ ପିଠି ପଟେ ମାର-ଣାସ୍ତ୍ରରେ ଆକ୍ର-ମଣ କରିଥିଲା। ଯେଉଁଥିରେ ଅଞ୍ଜନଙ୍କ ପିଠିରେ ଲାଗିଥିଲା ଗଭୀର ଆ-ଘାତ। ପିଠି ପଟେ ବଡ଼ ଖାଲ ହୋଇ ଯାଇଥିଲା।
ଆଉ ଏହାକୁ ଦେଖି ଘ-ଟଣା ସ୍ଥଳରୁ ଦୌଡ଼ି ଆସି ଲୁଚି ଯାଇଥିଲା ଗୌତମ। ତେବେ ଘଟ-ଣାସ୍ଥଳରୁ ଆକ୍ର-ମଣ ପରେ ଫେ-ରାର୍ ହୋଇ ଯାଇଥିଲେ ବୋଲି କହିଛି କାହ୍ନା । ପ୍ରେମିକା ନିହାରିକା ମଧ୍ୟ କାହ୍ନାର ଏମିତି ବୟା-ନରେ କୁଆଡ଼େ ହଁ ଭରିଛି ବୋଲି ଗୁପ୍ତ ସୂତ୍ରରୁ ସୂଚନା ମିଳିଛି। ସେପଟେ କ୍ଷ-ତାକ୍ତ ଅବସ୍ଥାରେ ଅଞ୍ଜନ ଘଟଣାସ୍ଥଳରୁ ଦୌଡ଼ି ଆସି ଜଣକ ଘର ପାଖରେ ପଡ଼ିଥିଲା। ପୁର ସ୍ଥାନ ର-କ୍ତର ପୋଖରୀ ପାଲଟି ଗଲା। ଅଞ୍ଜନଙ୍କ ବେକ କି ମୁଣ୍ଡରେ ଆ-ଘାତ ଲାଗି ନଥିଲା। ଆ-ଘାତ ଖାଲି ପିଠିରେ ଲାଗିଥିଲା। ବଞ୍ଚାଅ, ବଞ୍ଚାଅ ବୋଲି କହିଥିଲେ ସୁଦ୍ଧା ବିଳମ୍ୱିତ ରାତି ହେଇ ଥିବାରୁ ଡାକ୍ତରଖାନାକୁ ନେବାରେ ବିଳମ୍ୱିତ ହେଇ ଗଲା।
ତେବେ ଡାକ୍ତଖାନାରେ ଚିକିତ୍ସା ଚାଲିଥିବା ବେଳେ ଅଞ୍ଜନଙ୍କର ମୃ-ତ୍ୟୁ ହୋଇଥିଲା। ନିରୀହ ଅଞ୍ଜନ ଯେ କିଛି ବି କରି ନଥିଲେ କେବଳ ସାଙ୍ଗ ପାଇଁ ପ୍ରେମର ସମାଧାନ କରିବାକୁ ଯାଇଥିଲେ। ହେଲେ ଏମିତି ସବୁ ହେଇଯିବ ସେ କେବେ ହେଲେ ଭାବି ନଥିଲେ। ଗୌତମ ବି ଅଞ୍ଜନଙ୍କର ଶେଷ ସମୟରେ ସାଥ୍ ଦେଲେ ନାହିଁ। ବିପ-ଦରେ ପକାଇ ଦେଇ ଘଟ-ଣାସ୍ଥଳରୁ ଖସି ଚାଲି ଆସି ଥିଲେ। ପୋଲି-ସକୁ ବି ଖବର ଦେଲେ ନାହିଁ। ସେପଟେ ଏବେ ଅଞ୍ଜନଙ୍କର ପରିବାର ଦୁଃ-ଖରେ ଭାଙ୍ଗି ପଡିଛନ୍ତି। ଭେଣ୍ଡିଆ ପୁଅକୁ ହରାଇ ଏବେ ସମସ୍ତେ ମର୍ମା-ହତ।