ହ-ତ୍ୟା ପରେ ପରିବାରକୁ କହିଥିଲା ନିହାରିକା,ଯାହା ହେଲା ସେଥିପାଇଁ ମୁଁ ବହୁତ ଖୁସିଅଛି।
ପ୍ରେମିକ ଖ-ଣ୍ଡାରେ ହା-ଣି ମା-ରିବା ପରେ ଏପଟେ ପ୍ରେମିକା ନିହାରିକା ଘର ଲୋକଙ୍କୁ କହିଥିଲା ମୁଁ ଖୁସିରେ ଅଛି କେହି ଚିନ୍ତା କରନି। ଅଞ୍ଜନର ର-କ୍ତ ଦେଖି ସତରେ କ’ଣ ଖୁସି ହୋଇଯାଇଥିଲା ନିହାରିକା। ଯାହାକି ଘରକୁ ଏଭଳି କହିଥିଲା ମୁଁ ଖୁସିରେ ଅଛି କେହି ଚିନ୍ତା କରନାହିଁ।ଭଏତେ ନୃ-ଶଂସ କେମିତି ଏକ ଝିଅ ଏତେ କମ ବୟସରୁ ହୋଇପାରେ। ଏ କଥା ଶୁଣି ସାରା ଅଞ୍ଚଳରେ ଲୋକେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଯେଉଁ ଝିଅଟି ଲା-ଜ କରୁଥିଲା ମୁଣ୍ଡ ପୋତି ପୋତି ରାସ୍ତା ଚାଲୁଥିଲା ସିଏ କେମିତି ତା ପ୍ରେମିକକୁ କହିଲା ଖଣ୍ଡାରେ ହା-ଣି ଦେ ବୋଲି। ହାଣିବା ପରେ ରାସ୍ତା ଟି ଯେମିତି ର-କ୍ତର ନଦୀ ହୋଇଗଲା। ତାକୁ ଦେଖି କୁଆଡେ ନିହାରିକା ଖୁସି ହେଉଥିଲା। ଏହା ପରେ ନିଜ ଭଉଣୀକୁ ମେସେଜ କରିଥିଲା ମୁଁ ଖୁସିରେ ଅଛି କେହି ମୋ ପାଇଁ ଚିନ୍ତା କରନି। ପ୍ରେମୀଯୁଗଳ ଦୁହେଁ ଗି-ରଫ ହେବା ପରେ ସବୁ କଥା ଗୋଟି ଗୋଟି କରି ବଖାଣୁଛନ୍ତି। ସେମାନେ କେତେ ନୃ-ଶଂସ ଆଉ କେତେ ନୃ-ଶଂସ ଭଳି ହ-ତ୍ୟା କରିଛନ୍ତି। କାହିଁକି ଏତେ ଜ-ଘନ୍ୟ ହ-ତ୍ୟାକା-ଣ୍ଡ କରିବା ପାଇଁ ପ୍ଲାନ ରଚିଥିଲେ? ଆଉ ହ-ତ୍ୟା କଲାପରେ ଅନୁତାପ ନଥିଲା। ମନରେ କୁଆଡେ ଖୁସି ଥିଲା ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି।
ହ-ତ୍ୟା କରିବା ପରେ ଘରକୁ ମେସେଜ କରି ନିହାରିକା କହିଥିଲା ମୁଁ ଖୁସିରେ ଅଛି କେହି ଚିନ୍ତା କରନି। ଏହା କେମିତିକା ଖୁସି? କଣ ସତରେ ଅଞ୍ଜନଙ୍କର ର-କ୍ତ ଦେଖି ତାଙ୍କ ମୃ-ତ୍ୟୁ ଖବର ଶୁଣି ଖୁସି ହେଉଥିଲା କି ନିହାରିକା। ଏଇ ପ୍ରେମୀଯୁଗଳଙ୍କୁ ପୋ-ଲିସ ଆ-ରେଷ୍ଟ କରିଛି। ଏମିତି କିଛି କଥା ସାମ୍ନାକୁ ଆସିଛି। ଆହୁରି ପଚରାଉଚରା ଚାଲିଛି ଆହୁରି ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସୁଛି। ଆହୁରି ଆଗକୁ ନୂଆ ମୋଡ଼ ନେଇ ପାରେ ଏଇ ଘ-ଟଣା। କାହିଁକି ଏଇ ହ-ତ୍ୟାକା-ଣ୍ଡ କରିଥିଲେ ଏଇ ପ୍ରେମୀନୁଗଳ?
ଯେମିତି କି ପୁରୁଣା ପ୍ରେମିକ କୁହାଯାଉଥିଲା ସେ କୁଆଡେ ପଛରେ ପଡ଼ିଥିଲେ ବୋଲି ଏପଟେ ନିହାରିକା ପୋଲି-ସକୁ କହିଛି। କିନ୍ତୁ ପୁରୁଣା ପ୍ରେମିକ ଗୌତମ କହୁଛନ୍ତି ଆମ ଭିତରେ ପ୍ରେମ ସମ୍ପ-ର୍କ ଥିଲା। ପ୍ରେମିକା ନୂଆ ପ୍ରେମିକ ଧରିବା ପରେ ଗୌତମକୁ ଛାଡିଦେବାକୁ ଚାହୁଁଥିଲା କିନ୍ତୁ ଗୌତମ ଛାଡିବାକୁ ମନା କରୁଥିଲା। ଆଉ ସେହି କଥାକୁ ନେଇ କଳହ ଲାଗି ରହିଥିଲା ଆଉ ସମାଧାନ ପାଇଁ ଡାକିଥିଲା ନୂଆ ପ୍ରେମିକ ଯାହାର ନା କାହ୍ନା ପ୍ରଧାନ। ଆଉ ସମାଧାନ କଣ ହେବ ପୁରୁଣା ପ୍ରେମିକ ଗୌତମ ସହିତ ଆସିଥିବା ସାଙ୍ଗ ଅଞ୍ଜନଙ୍କ ଦେହକୁ ହା-ଣି ପକେଇଥିଲା ନୂଆ ପ୍ରେମିକ କାହ୍ନା।
ଏପଟେ ନିହାରିକାର ମା’କୁ ପଚାରିବାରୁ ନିହାରିକାର ମା’ କହୁଛନ୍ତି ମୋ ଝିଅ ଯଦି ଅପ-ରାଧ କରିଛି ତେବେ ତାକୁ ଶାସ୍ତିଦିଅ। ତାକୁ ଯେଉଁ ଦ-ଣ୍ଡ ଦେବା କଥା ଦିଅ ମୋର କୌଣସି ଆପତ୍ତି ନାହିଁ। ଆଉ ଏ କଥାବି କହିଛନ୍ତି ଗୌତମ ଆଉ ମୋ ଝିଅ ବହୁତ ଆଗରୁ ସାଙ୍ଗସାଥି ହେଉଥିଲେ। ତାଙ୍କର ପ୍ରେମ ସ-ମ୍ପର୍କ ବିଷୟରେ କେହିବି ଜାଣିନାହାନ୍ତି।
ତେବେ ଗୌତମ ନିହାରିକାର ପୁରୁଣା ପ୍ରେମିକ ଥିଲେ ନାଁ ଗୌତମ ନିହାରିକା ପଛରେ ପଡ଼ିଥିଲେ ତାକୁ ନେଇ ଅନେକ ଚର୍ଚ୍ଚା ହେଉଛି କାରଣ ପୋଲି-ସକୁ ନିହାରିକା କହିଛି ଗୌତମ କୁଆଡେ ତା ପଛରେ ପଡିଥିଲା। ସେ ଯାହା ହେଉନା କାହିଁକି ନିହାରିକା ଏବଂ ତାର ପ୍ରେମିକ କାହ୍ନା କାହିଁକି ହ-ତ୍ୟା କରିବାର ଷ-ଡ଼ଯ-ନ୍ତ୍ର ରଚିଥିଲେ? ତାହା ଏବେ ସ୍ପଷ୍ଟ ହୋଇନାହିଁ। ପୋଲି-ସର ପଚ-ରାଉ-ଚରା ପରେ ବହୁତ ଶୀଘ୍ର ଜଣା ପଡିବ ବୋଲି ଆଶା କରାଯାଉଛି।