ପ୍ରେମିକା ଦେଖୁଥିଲା.. ପ୍ରେମିକ ମାରୁଥିଲା…ଅଞ୍ଜନକୁ ମା-ରିବା ପରେ ହାତ ଧରାଧରି ହୋଇ ଫେ-ରାର ହୋଇଗଲେ ପ୍ରେମୀ ଯୁଗଳ।

ପ୍ରେମିକା ଦେଖୁଥିଲା ପ୍ରେମିକ ହାଣିବାରେ ଲାଗିଥିଲା। ପ୍ରେମିକା କହୁଥିଲା ମା-ର ତାକୁ ଭଲ ସେ ମାର। ହାଣିବା ପରେ ହାତ ଧରାଧରି ହୋଇ ଫେ-ରାର ହୋଇଗଲେ ପ୍ରେମୀ ଯୁଗଳ। ରାଜଧାନୀର ରାସ୍ତା ଉପରେ ଚାଲିଥିଲା ହ-ଣାକଟା। ପ୍ରେମିକାର ଆଖି ଆଗରେ ପ୍ରେମିକ ହା-ଣିବାକୁ ଲାଗିଥିଲା। ପ୍ରେମିକା ବି କହୁଥିଲା ତାକୁ ମା-ରିଦିଅ। ପ୍ରେମିକା ସାଜିଥିଲା ମୁଖ୍ୟ ଖେଳର ନାୟିକା। ପ୍ରେମିକାର ସାମ୍ନାରେ ହ-ତ୍ୟା କରି ହିରୋ ସାଜିବାକୁ ଚେଷ୍ଟା କରିଥିଲା ପ୍ରେମିକ। ଆଉ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ମା-ରିବାକୁ ଲାଗିଥିଲା। ଯେଉଁଥିପାଇଁ ବିନା କାରଣରେ ଯୁବକର ଜୀବନ ଚାଲିଯାଇଛି।

ହଁ ଆଜ୍ଞା ଗୋଟିଏ ସାଙ୍ଗ ପାଇଁ ଆଉ ଗୋଟିଏ ସାଙ୍ଗ ମିଡ଼ିଟିୟର ହେବା ଆଜି ମ-ହଙ୍ଗା ପଡିଯାଇଛି। ବ୍ରେକପ ପରେ ସାଙ୍ଗ ପାଇଁ ବୁଝେଇବାକୁ ଯାଇଥିବା ବେଳେ ପ୍ରେମିକାର ନୂଆ ପ୍ରେମିକ ହାଣି ହା-ଣି ମା-ରିଦେଇଛି। ଏ ହେଉଛନ୍ତି ସେହି ପ୍ରେମିକା। ଯାହା ଆଗରେ ହାଣି ଚାଲିଥିଲା ନୂଆ ପ୍ରେମିକ। ପ୍ରେମିକା ତାହାକୁ ଅଟକାଇବାକୁ ମଧ୍ୟ ଚେଷ୍ଟା କରୁନଥିଲା। ହ-ତ୍ୟା ହେଉଥିଲା ଆଉ ସେମିତି ପ୍ରେମିକା ଛିଡା ହୋଇ ଦେଖୁଥିଲା। ଆଉ ହ-ତ୍ୟା କରିବା ପରେ ଅଭି-ଯୁକ୍ତ ପ୍ରେମିକ ସହ ମିଶି କୁଆଡେ ଫେ-ରାର ହୋଇଗଲା।

ମୃତ-କଙ୍କର ନାମ ହେଉଛି ଅଞ୍ଜନ। ଯିଏ ନିଜ ସାଙ୍ଗ ଗୌତମଙ୍କ ପାଇଁ ଗୌତମଙ୍କ ପ୍ରେମିକା ଗୁଡୁ ପାଖକୁ ବୁଝେଇବାକୁ ଯାଇଥିଲେ। ହେଲେ ଗୁଡୁ ପୂର୍ବରୁ ତାଙ୍କ ନୂଆ ପ୍ରେମିକ କାହ୍ନା ପ୍ରଧାନଙ୍କୁ ନିଜ ପାଖରେ ରଖିଥିଲେ। ଆଉ ଯେତେବେଳେ ଗୌତମ ଏବଂ ଅଞ୍ଜନ ତାଙ୍କ ପାଖକୁ ଯାଇଥିଲେ ସେତେବେଳେ କାହ୍ନା ଏକ ମାର-ଣାସ୍ତ୍ରରେ ଆକ୍ର-ମଣ କରିଥିଲେ।

କେବଳ କାହ୍ନା ନୁହେଁ କାହ୍ନା ସହ ଅନ୍ୟ ଯୁବକମାନେ ମଧ୍ୟ ସାମିଲ ରହି ଆକ୍ର-ମଣ କରିଥିଲେ। ଗୌତମ ସିନା ଖସି ପଳେଇ ଆସିଲେ ହେଲେ ଅଞ୍ଜନ ଖସି ପାରିନଥିଲା। କାହ୍ନା ଗୋଡ଼ାଇ ଗୋଡ଼ାଇ ପ୍ରେମିକା ଗୁଡୁ ସାମ୍ନାରେ ଆକ୍ର-ମଣ କରିବାକୁ ଲାଗିଥିଲା। ପ୍ରେମିକା କିଛି ନକହି ସବୁ ଦେଖୁଥିଲା ଆଉ ମଜା ନେଉଥିଲା। ଏମିତି ବି କଣ ନୃ-ଶଂସ ଏ ଦୁନିଆରେ ଲୋକେ ହୋଇପାରନ୍ତି।ଏହାପରେ ପୋ-ଲିସ ଘ-ଟଣା ସ୍ଥଳରେ ପହଞ୍ଚି ତ-ଦନ୍ତ କରିଥିଲା।

Leave a Reply

Your email address will not be published. Required fields are marked *