ଜାଗରରେ ମନ୍ଦିର ଯିବାକୁ କହି ପ୍ରେମିକ ସହ ହୋଟେଲରେ ଏମିତି କରୁଥିଲା ସ୍ତ୍ରୀ, ଶେଷରେ…।

ଶିବରାତ୍ରିରେ ସ୍ୱାମୀକୁ ମନ୍ଦିର କହି OYO ଯାଇଥିଲା ସ୍ତ୍ରୀ। ଆଜି ସ୍ୱାମୀ ପାଇଁ ଉପବାସ ରଖିଥିଲା କିନ୍ତୁ ହୋଟେଲ ଯାଇ ପ୍ରେମିକ ସହିତ ଖରାପ ସମ୍ପର୍କ ରଖିଥିଲା। ଆଉ ଏପଟେ ଉପବାସ କରିଥିବା ସ୍ୱାମୀ ସ୍ତ୍ରୀ ଆଉ ତାର ପ୍ରେମିକକୁ ହୋଟେଲ ଭିତରକୁ ଯାଇ ଧରି ପକାଇଥିଲା। ବନ୍ଧୁଗଣ ଶିବରାତ୍ରୀରେ ଏମିତି କାଣ୍ଡ କରିଛନ୍ତି ଯାହା ଭାବିଲା ବେଳକୁ ଲାଜ ଲାଗୁଛି।

ଯେଉଁ ଶିବରାତ୍ରୀରେ ସ୍ତ୍ରୀ ଉପବାସ ରଖି ସ୍ୱାମୀକୁ ମନ୍ଦିର ଯାଉଛି ବୋଲି କହି ପ୍ରେମିକ ସହ ହୋଟେଲ ଯାଇଥିଲା। ହଁ ଆଜ୍ଞା ଟିକେ ନଜର ପକାନ୍ତୁ ଏଇ ଦୃଶ୍ୟକୁ। କାର ଆଗରେ ପ୍ରେମିକା ହଳଦିଆ ପୋଷାକ ପିନ୍ଧି ପ୍ରେମିକ ସହ ଯାଉଛି। ଆଉ ତାର ପଛରେ ସ୍ୱାମୀର କିଛି ସାଙ୍ଗମାନେ ପିଛା କରି କରି ଯାଉଛନ୍ତି। ଯେତେବେଳେ ସ୍ତ୍ରୀ ସ୍ୱାମୀ ସହିତ ନଯାଇ ଜଣେ ପର ପୁରୁଷ ସହିତ ଯାଉଥିଲା ସ୍ୱାମୀର ସାଙ୍ଗ ମାନଙ୍କୁ ସେତେବେଳେ ସନ୍ଦେହ ହୋଇଥିଲା। ଆଉ ସେମାନେ ଏମିତି ସେହି ବାଇକର ପିଛା କରି କରି ଯାଇଥିଲେ।

ବନ୍ଧୁଗଣ ପରେ ମେନ ରୋଡ଼କୁ ଲାଗିଥିବା ଗୋଟେ OYO ପାଖରେ ଦୁଇଜଣ ଯାଇ ଅଟକି ଯାଇଥିଲେ। ଆଉ ତାଙ୍କ ପଛରେ ସ୍ୱାମୀର ସାଙ୍ଗମାନେ ସେମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଏହା ପରେ ସେହି ପ୍ରେମୀ ଯୁଗଳ OYO ଭିତରକୁ ଚାଲି ଯାଇଥିଲେ।

ଏହାପରେ ସେମାନେ ଡେରି ନକରି ତାଙ୍କ ସାଙ୍ଗ ତଥା ସ୍ତ୍ରୀର ସ୍ୱାମୀକୁ ଫୋନ କରିଥିଲେ। ଆଉ ବିଚରା ସ୍ୱାମୀକୁ ସବୁକଥା କହିଥିଲେ। ତୋର ସ୍ତ୍ରୀ ତୋ ସହିତ ମନ୍ଦିର ନଯାଇ ଏଠି ଅଲଗା ପୁରୁଷ ସହିତ OYO ଭିତରେ କ’ଣ କରୁଛି ପଚାରିଥିଲେ।ଏ କଥା ଶୁଣି ସ୍ୱାମୀର ମୁଣ୍ଡ ଯେମିତି ଖରାପ ହୋଇଯାଇଥିଲା। ଆଉ ସାଙ୍ଗର କଥାକୁ ଶୁଣି ସ୍ୱାମୀ ଦୌଡ଼ି ଆସିଥିଲା ଆଉ ସତକୁ ସତ ଦେଖିଲା ବେଳକୁ ସେଇ OYO ଭିତରକୁ ଯାଇଥିଲା ଆଉ ତାର ପ୍ରେମିକକୁ ଧରି ଯାଇଥିଲା।

କାରଣ ଯେତେବେଳେ ସ୍ୱାମୀ ସେଇ OYO ବାହାରେ ରହି ସ୍ତ୍ରୀକୁ ଫୋନ କରିଥିଲେ ତ ସେତେବେଳେ ସ୍ତ୍ରୀ ମନ୍ଦିର ଆସିଥିଲା ବୋଲି କହିଥିଲା। ସ୍ୱାମୀ ଯେତେବେଳେ ସ୍ତ୍ରୀକୁ ଭିଡ଼ିଓ କଲ କରିବା ପାଇଁ କହିଥିଲେ ତ ସେତେବେଳେ ସ୍ତ୍ରୀ ଡରି ଯାଇଥିଲା ଆଉ ଭିଡିଓ କଲ କରିବାକୁ ମନା କରିଥିଲା। ଆଉ ଯେତେବେଳେ OYO ବାହାରକୁ ବାହାରି ଆସିଲା ସ୍ତ୍ରୀ ତ ସେତେବେଳେ ତା ସାମ୍ନାରେ ସ୍ୱାମୀ ଛିଡା ହୋଇଥିଲା।

ଲଜ୍ୟାର କଥା ଯେ ଏଭଳି ପବିତ୍ର ଶିବରାତ୍ରୀ ଦିନ ଏଭଳି ଲଜ୍ୟାଜନକ ଘଟଣା ଘଟାଇଥିଲା ସ୍ତ୍ରୀ। ବର୍ତ୍ତମାନ ଏହା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଆଉ ସ୍ତ୍ରୀକୁ ସ୍ୱାମୀ ପଚାରିଥିଲା ଯେ ତୋର ଆଉ ତାର ସମ୍ପର୍କ କେତେ ବର୍ଷ ହେଲା ତ ସେତେବେଳେ ସ୍ତ୍ରୀ କହିଥିଲା ଏଇ ଶିବରାତ୍ରୀକୁ ଆମର ସମ୍ପର୍କ ୩ ବର୍ଷ ହେଲା। ଏହା ପରେ ସ୍ତ୍ରୀକୁ ସ୍ୱାମୀ ଛାଡପତ୍ର ଦେବ ବୋଲି କହିଥିଲା ଆଉ ସେହି ଦିନଠୁ ସ୍ୱାମୀ ସ୍ତ୍ରୀ ପାଖରୁ ଅଲଗା ହୋଇଗଲା।

Leave a Comment

Your email address will not be published. Required fields are marked *

Scroll to Top