ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ଏବେ ଏମାନଙ୍କ ଖାତାକୁ ଆସିବ ୬୫୦୦ ଟଙ୍କା।
ଖାତାକୁ ଆସିବ ୬୫୦୦ ଟଙ୍କା। ଆଜି ଘୋଷଣା କଲେ ରାଜ୍ୟ ସରକାର। ଜାଣିନିଅନ୍ତୁ କେଉଁଦିନ ଖାତାକୁ ଆସିବ ଟଙ୍କା। ଗୋଟିଏ ପରେ ଗୋଟିଏ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ।ହଁ ଆଜ୍ଞା ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଏକ ଘୋଷଣା କରାଯାଇଛି ଆଉ ଯେଉଁଥିରେ କୁହାଯାଇଛି କି ହିତାଧିକାରୀଙ୍କ ଖାତାକୁ ଆସିବ ୬୫୦୦ ଟଙ୍କା। ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ପୂର୍ବରୁ ମଧ୍ୟ ମିଶନଶକ୍ତି ମହିଳାଙ୍କ ଠାରୁ ଆରମ୍ଭ କରି କଲେଜ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ପୁଣି ଆଉ ଏକ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ତେବେ ଆମ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ହିତାଧିକାରୀଙ୍କ ପାଇଁ ଉପହାର ଭେଟି ଦେଉଛନ୍ତି। ଆଉ ଏବେ କୁହାଯାଉଛି ମିଳିବ ୬୫୦୦ ଟଙ୍କା। ତେବେ ପୂର୍ବରୁ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି 5ଟି ତଥା ନବୀନ ଓଡ଼ିଶାର ମୁଖ୍ୟ ଶ୍ରୀ କାର୍ତ୍ତିକ ପାଣ୍ଡିଆ ଜିଲ୍ଲା ଗସ୍ତ କରିଥିଲେ ଆଉ ବିଭିନ୍ନ ଜିଲ୍ଲାର ଲୋକଙ୍କ ଅଭିଯୋଗ ଶୁଣିଥିଲେ। ତେବେ ହିତାଧିକାରୀଙ୍କ ଯେଉଁ ଅନୁରୋଧ ଥିଲା ବା ପ୍ରସ୍ତାବ ଥିଲା 5ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆ ଶୁଣିଥିଲେ।
ପ୍ରସ୍ତାବ ଥିଲା କି ଯେଉଁମାନେ ସ୍ୱାବଲମ୍ବୀ କାରିଗର ଅଛନ୍ତି ସେମାନଙ୍କୁ ପାରିଶ୍ରମିକ ବାବଦକୁ ମିଳୁଛି ୪ ହଜାର ଟଙ୍କା। ଯଦି ଏହାକୁ ବୃଦ୍ଧି କରାଯାଏ ତାହେଲେ ହିତାଧିକାରୀ ମାନେ ଉପକୃତ ହେବେ। ତାପରେ 5ଟି ଅଧ୍ୟକ୍ଷ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଯେଉଁମାନେ ସ୍ୱାବଲମ୍ବୀ କାରିଗର ଅଛନ୍ତି ସେମାନଙ୍କ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ତଥା ଜଳ କଷ୍ଟକୁ ଦୂର କରିବା ପାଇଁ ଗ୍ରାମପଞ୍ଚାୟତ ମାନଙ୍କରେ ଦୁଇଜଣ ଲେଖାଏଁ ସ୍ୱାବଲମ୍ବୀ କାରିଗର ଅଛନ୍ତି। ଏବଂ ଏମାନେ ପାଇପ ଜଳ ରକ୍ଷଣ ବ୍ୟକ୍ଷଣ ତଥା ଟିବେଲ ମରାମତି ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି। ତେବେ ସ୍ୱାବଲମ୍ବୀ କାରିଗର ମାନଙ୍କ ପାଇଁ ରାଜ୍ୟ ସରକାର ଏଭଳି ଘୋଷଣା କରିବା ପରେ ସମସ୍ତେ ଏବେ ଖୁସି ଅଛନ୍ତି। ୪୦୦୦ ଟଙ୍କାରୁ ୬୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।