ରାଣୀ ପଣ୍ଡା ପୁଣି ଦେଖାଇଲେ ମହାନତା, ଖଣ୍ଡଗିରିରେ ନିଜ ହାତରୁ ବାଣ୍ଟିଲେ ଖାଇବା।

ପୁଣି ବଡ଼ ହୃଦୟ ଦେଖାଇଲେ ରାଣୀ ପଣ୍ଡା। ଯେମିତି କହିଥିଲେ ସେମିତି ଆଜି ଖାଦ୍ୟ ବାଣ୍ଟିଲେ। ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକ ମାନଙ୍କୁ ଏଭଳି ନିଜ ହାତରେ ପରସି ଦେଉଛନ୍ତି ଖାଦ୍ୟ। କହିଥିଲେ ଗୋଟିଏ ଥର ଯେ ଦର୍ଶକମାନେ ହେଉଛନ୍ତି ଭଗବାନ। ସେମାନଙ୍କ ଯୋଗୁ ହେଉଛି ରାଣୀ ପଣ୍ଡା। ଆଉ ରାଣୀ ପଣ୍ଡାର ଯାତ୍ରାରେ ଏତେ ଦର୍ଶକ ଗହଳି ହେଉଛନ୍ତି ଯେ ସେଥିପାଇଁ ବହୁତ ଖୁସି ହେଉଛନ୍ତି ରାଣୀ ପଣ୍ଡା। ଆଉ ତା’ପରେ ପରେ କହିଥିଲେ ଦର୍ଶକମାନେ ହେଉଛନ୍ତି ଭଗବାନ। ଆଉ ତାଙ୍କୁ ଖୁସିରେ ଖାଦ୍ୟ ବଣ୍ଟନ କରିବେ। ଆଉ ଯେମିତି କହିଥିଲେ ଆଜି ସେମିତି ନିଜ ହାତରେ ପରସି ଦେଉଛନ୍ତି ଖାଦ୍ୟ। ଦେଖି ପାରୁଥିବେ କେମିତି ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କର ଭିଡ଼ ଲାଗିଛି। ଆଉ ସମସ୍ତଙ୍କୁ ନିଜ ହାତରେ ପରସି ଦେଉଛନ୍ତି ରାଣୀ ପଣ୍ଡା।

ହଁ ଆଜ୍ଞା ଏ ହେଉଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଦୃଶ୍ୟ। ଯେଉଁଠି ଯାତ୍ରା ମହୋତ୍ସବ ପଡିଛି ଆଉ ରାଣୀ ପଣ୍ଡା ଏଭଳି ଖାଦ୍ୟ ବଣ୍ଟନ କରୁଛନ୍ତି। ହଁ ଆଜ୍ଞ ପ୍ରସିଦ୍ଧି ଖଣ୍ଡଗିରି କୁମ୍ଭ ମେଳା ଅବସରରେ ଏଭଳି ଭିଡ଼ ଦେଖିବାକୁ ମିଳିଛି। ଲୋକମାନେ ଯାତ୍ରା ଦେଖିବାକୁ କାହିଁ କେତେ ଦୂରରୁ ଦୌଡ଼ି ଆସୁଛନ୍ତି। ତେବେ ବିଭିନ୍ନ ପ୍ରକାରର ଯାତ୍ରା ପଡିଛି।

ହେଲେ ସବୁଠାରୁ ଲୋକମାନେ ଅଧିକ ଦୌଡୁଛନ୍ତି ଦେଖିବା ପାଇଁ ତାହା ହେଉଛି ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା। ଯାହାକି ଗୌରୀ ଗଣନାଟ୍ୟରେ ଏଭଳି ଯାତ୍ରା ହେଇଛି ଯେଉଁଥିରେ ରାଣୀ ପଣ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ରାଣୀ ପଣ୍ଡାଙ୍କର ଯାତ୍ରା ଦେଖିବାକୁ ଶହ ଶହ ସଂଖ୍ୟାରେ ଲୋକ ଭିଡ଼ ଜମାଉଛନ୍ତି। ଆଉ ଯାହାକୁ ଦେଖି ବହୁତ ଖୁସିଥିଲେ ରାଣୀ ପଣ୍ଡା।

ଆଉ କହିଥିଲେ ମୁଁ ଦର୍ଶକ ମାନଙ୍କୁ ଖାଦ୍ୟ ବଣ୍ଟନ କରିବି ଆଉ ସତକୁ ସତ ଖାଦ୍ୟ ବାଣ୍ଟୁଛନ୍ତି ରାଣୀ ପଣ୍ଡା। ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଜୀବନକୁ ନେଇ ପ୍ରସ୍ତୁତ ରାଣୀ ପଣ୍ଡାକୁ ଖଣ୍ଡଗିରି ମନା ନାଟକ ଦର୍ଶକ ମାନଙ୍କୁ ଏକ ନିଆଁରା ଅନୁଭବ ଆଣି ଦେଇଥିଲା। ଏକ ପ୍ରକାରର ଏହି ନାଟକକୁ ନେଇ ଲୋକେ ଅଧିକ ଉତ୍ସ୍ୟହିତ ଥିଲେ। ଚର୍ଚ୍ଚିତ କଳାକାର ଓ ରାଣୀ ପଣ୍ଡାଙ୍କ କାହାଣୀକୁ ବେସ ସୁନ୍ଦର ଭାବରେ ଦର୍ଶକଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା।

ଆଉ ଯେଉଁଥି ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକ ଦୌଡ଼ି ଯାଇ ଏହି ନାଟକକୁ ଦେଖୁଥିଲେ। ଆଉ ଏଥିରେ ଖୁସି ହୋଇ ରାଣୀ ପଣ୍ଡା କହିଥିଲେ ଯେ ଦର୍ଶକ ହେଉଛନ୍ତି ଭଗବାନ। ଆଉ ସେମାନଙ୍କୁ ସେ ଖାଦ୍ୟ ବଣ୍ଟନ କରିବେ। ଆଉ ସତକୁ ସତ ଆଜି ରାଣୀ ପଣ୍ଡା ଅସଂଖ୍ୟ ଦର୍ଶକ ମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ତାହାବି ନିଜ ହାତରେ।

Leave a Comment

Your email address will not be published. Required fields are marked *

Scroll to Top