ନୂଆ ବୋହୁ ମୋତେ ଟିକେ ଦବ କି? ଏମିତି କହି ମାଗୁଥିଲା ଧର୍ମାନନ୍ଦ ଆଉ ଦେଖିଦେଲା ଶ୍ୱଶୁର, ତା’ପରେ… ।

ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ଼ ଥା-ନା ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା କଣ୍ଡାର ଗ୍ରାମରେ ଏକ ବୀଭତ୍ସ ହ-ତ୍ୟାକା-ଣ୍ଡ ଘଟିଛି । ବୋହୂକୁ ଅସଦାଚରଣ କରିବା ଅଭି-ଯୋଗରେ ଗୁଣିଆକୁ ଟାଙ୍ଗିଆରେ ହା-ଣି ହ-ତ୍ୟା କରିଛି ବୃଦ୍ଧ ଶଶୁର । ମୃ-ତ ଗୁଣିଆ ଜଣଙ୍କ ମରୁଆବିଲ ପଞ୍ଚାୟତ ଅନ୍ତର୍ଗତ କଣ୍ଡାର ଗାଁର ଧର୍ମାନନ୍ଦ ଦେହୁରୀ । ଗୁଣିଆ ଭାବେ ଧର୍ମାନନ୍ଦଙ୍କ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପରିଚିତି ରହିଛି ।

ତେବେ ଧର୍ମାନନ୍ଦଙ୍କୁ ବିଭତ୍ସ ଭାବେ ପ୍ରଥମେ ଟାଙ୍ଗିଆରେ ହା-ଣି ହ-ତ୍ୟା କରିବା ପରେ ଧରା ପଡ଼ିଯିବା ଭ-ୟରେ ଧର୍ମାନନ୍ଦଙ୍କ ଶବକୁ ପ୍ରାୟ ୨ଶହ ମିଟର ଜଙ୍ଗଲ ମଧ୍ୟରେ ଘୋଷାଡି ନିଆଯାଇ ଫୋପାଡ଼ି ଦେଇଥିଲେ । ତେବେ ଏସବୁ ହ-ତ୍ୟାକା-ଣ୍ଡର ସମସ୍ତ ଘଟ-ଣାକୁ ସ୍ୱୀକାର କରିଛି ଅଭି-ଯୁକ୍ତ ବୃଦ୍ଧ ଶ୍ରୀଧର ଦେହୁରୀ । ସୂଚନାଯୋଗ୍ୟ ଗତକାଲି ରାତି ପ୍ରାୟ ୮ଟା ସମୟରେ ଘଟିଛି ହ-ତ୍ୟାକା-ଣ୍ଡ । ସମସ୍ତେ ଖାଇ ପିଇ ଶୋଇବା ପରେ ଶ୍ରୀଧରଙ୍କ ଘରକୁ ଯାଇଥିଲେ ଗୁଣିଆ ଧର୍ମାନନ୍ଦ ଏବଂ ପୁଅ ଘରେ ନଥିବାରୁ ବୋହୂକୁ ଏକାକୀ ପାଇ ଖରାପ ଇ-ଙ୍ଗିତ ସହିତ ଅସ-ଦାଚରଣ ଉଦ୍ୟମ କରିଥିଲେ ଆଉ କହିଥିଲା “ମୋତେ ଟିକେ ଦେବକି?” ।

ଆଉ ସେତିକି ବେଳେ ପୀଡ଼ି-ତାଙ୍କ ଶଶୁର ଘରେ ପହଞ୍ଚି ଯାଇଥିଲେ । ଘ-ଟଣା ଦେଖିବା ପରେ ସେ ଉତ୍‌କ୍ଷିପ୍ତ ହୋଇ ଶ୍ରୀଧର ଏକ ଟାଙ୍ଗିଆରେ ଧର୍ମାନନ୍ଦଙ୍କ ବେକରେ ଚୋଟ ମାରିଥିଲେ । ଘ-ଟଣା ସ୍ଥଳରେ ହିଁ ଧର୍ମାନନ୍ଦଙ୍କ ମୃ-ତ୍ୟୁ ହୋଇ ଯାଇଥିଲା । ଘଟଣା ପ୍ରଘଟ ପରେ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଏବଂ କଙ୍କଡାହାଡ଼ ପୋ-ଲିସ ପହଞ୍ଚି ତଦ-ନ୍ତ ଆରମ୍ଭ କରି ଦେଇଥିଲେ । ଆହୁରି ମଧ୍ୟ ହ-ତ୍ୟାକା-ଣ୍ଡରେ ବ୍ୟବହୃତ ଟାଙ୍ଗିଆ ଏବଂ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଅଭି-ଯୁକ୍ତକୁ ଅଟକ ରଖି କଙ୍କଡ଼ାହାଡ଼ ପୁ-ଲିସ ତ-ଦନ୍ତ ଚଳାଇଥିଲେ ।

ତେବେ ସବୁ କିଛିର ସତକୁ ମାନି ଯାଇଥିଲା ଅଭି-ଯୁକ୍ତ ଶ୍ରୀଧର ଦେହୁରୀ । ସେ ମଧ୍ୟ କହିଥିଲେ ଯେ, ଅନେକ ଲୋକଙ୍କ ଜୀବନ ଗୁଣି ଗାରେଡି କରି ଗୁଣିଆ ଧର୍ମାନନ୍ଦ ଦେହୁରୀ ନଷ୍ଟ କରିଛି । ଅନ୍ୟପକ୍ଷେ ମୃ-ତ ଧର୍ମାନନ୍ଦଙ୍କ ପୁତୁରା କହିଛନ୍ତି ଯେ ସେ ଗୁଣି ଗାରେଡ଼ି ସେମିତି କିଛି ଜାଣି ନଥିଲେ । ପୂର୍ବ ଶ-ତ୍ରୁତା ଥିବା କାରଣରୁ ହ-ତ୍ୟାକା-ଣ୍ଡ ଘଟିଛି।

Leave a Reply

Your email address will not be published. Required fields are marked *