ଗାଧୋଇବା ପାଇଁ ପୋଖରୀକୁ ଆସିଥିଲେ ଲୋକେ,ତା’ପରେ ପୋଖରୀରେ ଦେଖିଲେ….।

ଗାଁର କିଛି ବ୍ୟକ୍ତି ଯେତେବେଳେ ପୋଖରୀକୁ ଗାଧୋଇବା ପାଇଁ ଆସିଥିଲେ ସେତେବେଳେ ପୋଖରୀ ଭିତରେ ଦେଖିଥିଲେ ଏମିତି କିଛି। ଯିଏ ଯୁଆଡେ ଥିଲେ ଗାଁର ଲୋକମାନେ ସଭିଏଁ ପୋଖରୀ ନିକଟକୁ ଘେରି ଗଲେ। ଆଉ ତା’ପରେ ସଙ୍ଗେ ସଙ୍ଗେ ପୋଲି-ସକୁ ଖବର ଦେଲେ। ଗାଁର କିଛି ବ୍ୟକ୍ତି ଯେତେବେଳେ ପୋଖରୀକୁ ଗାଧୋଇବା ପାଇଁ ଆସିଥିଲେ ସେତେବେଳେ ଦେଖିଥିଲେ ଯେ ଜଣେ ବ୍ୟକ୍ତିର ମୃ-ତ ଦେହ ପାଣିରେ ଭାସୁଛି। ଆଉ ତା’ପରେ ସଙ୍ଗେ ସଙ୍ଗେ ପୋଲି-ସକୁ ଖବର ଦେଲେ।

ଘଟ-ଣା ସ୍ଥଳରେ ପୋ-ଲିସ ଓ ଅଗ୍ନିଶମ ବାହିନୀ ମଧ୍ୟ ପହଁଚି ଯାଇଛନ୍ତି। ଆଉ ଶବକୁ ପାଣିରେ ଉ-ଦ୍ଧାର କରିବା ସହିତ ଶ-ବ ବ୍ୟବ-ଚ୍ଛେଦ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।

ଏଭଳି ଘ-ଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥା-ନା ଅନ୍ତର୍ଗତ ଅରବିନ୍ଦ ସ୍କୁଲ ପଛ ପଟେ ଥିବା ଏକ ପୋଖରୀରେ। ତେବେ ଅଜଣା ବ୍ୟକ୍ତିର ମୃ-ତ ଦେହ ଗାଁ ପୋଖରୀକୁ କେମିତି ଆସିଲା ତାହା କେହି କିଛି ବୁଝି ପାରୁନାହାନ୍ତି। ତେବେ ଏନେଇ ସାଲେପୁର ଥା-ନା ପୋ-ଲିସ ବିଭିନ୍ନ ଦିଗକୁ ତ-ଦନ୍ତ କରୁଥିବା ଜଣା ପଡୁଛି। ତେବେ ଏହି ଘଟ-ଣାର ତ-ଦନ୍ତ ପରେ ମୃ-ତ ବ୍ୟକ୍ତି ଜଣକ କିଏ ତାହା ଖୁବ ଶୀଘ୍ର ଜଣା ପଡିବ।

Leave a Comment

Your email address will not be published. Required fields are marked *

Scroll to Top