ଜଣେ ସାଇକେଲ ଚାଳକଙ୍କ ସାମାନ୍ୟ ଭୁଲ ପାଇଁ ଆଜି ଚାଲି ଯାଇଥାନ୍ତା ୪୦ରୁ ଅଧିକ ଜୀବନ । ହେଲେ ଅନେକ ହୋଇଛନ୍ତି ଆହତ…।
କଟକରୁ ଆସିଛି ଏକ ଦୁଃଖଦ ଖବର । ପୁଣି ଏକ ବସ୍ ଦୁର୍ଘ-ଟଣା ହୋଇଥିବା ଖବର ମିଳିଛି । ତେବେ କାହିଁକି ଓ କେଉଁ କାରଣରୁ ଏଭଳି ବଡ଼ ଦୁର୍ଘ-ଟଣା ଘଟିଲା । ସାଇକେଲ ଆରୋହୀଙ୍କ ପାଇଁ ଘଟିଲା ଏଭଳି ଦୁର୍ଘ-ଟଣା ନା ଯାତ୍ରୀବାହୀ ବସ୍ ଡ୍ରାଇଭର ପାଇଁ ଘଟିଛି ଏଭଳି ଦୁର୍ଘ-ଟଣା । କିଏ ଏହି ଦୁର୍ଘ-ଟଣା ପାଇଁ ପ୍ରକୃତରେ ଦାୟୀ । ଏସବୁ କଥା ଖାଲି କହିଲେ ଦୁର୍ଘ-ଟଣା ଦେଖିଥିବା ପ୍ରତ୍ୟେକଦର୍ଷୀ । ଆଜ୍ଞା ହଁ ବନ୍ଧୁଗଣ କଟକ ଗୋପାଳପୁର ଛକରେ ଓଲଟି ପଡ଼ିଛି ବସ୍ । ଯାତ୍ରୀବାହୀ ବସ୍ ଦୁର୍ଘ-ଟଣା ଫଳରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏନ୍-ଏଚ ୧୬ରେ ବସ୍ ଟି ଓଲଟି ପଡିଥିବା ଖବର ମିଳିଛି ।
ଏଥିରେ ଥିବା ଅନେକ ଯାତ୍ରୀ ଆ-ହତ ହୋଇଛନ୍ତି । କଟକରୁ ଭୁବନେଶ୍ବର ଯାଉଥିବା ସମୟରେ ଗୋପାଳପୁର ନିକଟରେ ଚନ୍ଦନ ବସ୍ ଓଲଟିପଡ଼ିଛି । ଏଥିରେ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଅନେକ ଆ-ହତ ହୋଇଥିବା ଖବର ମିଳିଛି । ଘଟ-ଣା ସ୍ଥଳରେ ଉ-ଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟ-ଣା ସ୍ଥଳରେ ଆମ୍ବୁଲାନ୍ସ ଓ ଦମକଳବାହୀନି ପହଞ୍ଚିଥିବା ଖବର ମିଳିଛି । ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବସ୍ଟି ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘ-ଟଣାଗ୍ରସ୍ତ ହୋଇଛି ।
ସାଇକେଲ ଆରୋହୀ ହଠାତ୍ ବସ୍ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଏହା ଡିଭାଇଡର ଉପରେ ଚଢ଼ି ଯାଇଥିଲା । ଏହାପରେ ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ଧ-କ୍କା ଦେଇ ଚନ୍ଦନ ବସ୍ ଓଲଟି ପଡ଼ିଥିଲା । ସବୁଠାରୁ ବଡ଼ କଥା ହେଉଛି ଯେ, ବସ୍ଟି ଓଲଟି ପଡ଼ିବା ପରେ ପ୍ରଥମେ ସ୍ଥାନୀୟ ଲୋକମାନେ ହିଁ ଉ-ଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ସେମାନେ ବସ୍ ମଧ୍ୟରୁ ମହିଳା ଓ ପୁରୁଷ ଯାତ୍ରୀମାନଙ୍କୁ କୌଣସି ବଡ଼ ଅଘ-ଟଣ ଘଟିବା ପୂର୍ବରୁ ସୁର-କ୍ଷିତ ଭାବେ ଉ-ଦ୍ଧାର କରି ନେଇଥିଲେ । ଏହାପରେ ଅଗ୍ନିଶମ ବାହୀନି ଓ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲା ଏବଂ ଉ-ଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ ।
ବର୍ତ୍ତମାନ ସୁଦ୍ଧା ମଧ୍ୟ ଅନେକ ଲୋକ ବସ୍ ତେଳ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ତେବେ ଲୋକଙ୍କ ସହାୟତାରେ ଆହତ ଯାତ୍ରୀଙ୍କୁ ଉ-ଦ୍ଧାର କରୁଛି ସ୍ଥାନୀୟ ପ୍ରଶାସନ । ଉ-ଦ୍ଧାର ଯାତ୍ରୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଉଛି । ଗୁରୁ-ତର ଆହ-ତଙ୍କୁ କିପରି ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଯୋଗାଇ ଦିଆଯିବ, ସେନେଇ ମେଡିକାଲ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।