ଦିଅରକୁ ମା-ରିବା ଘଟ-ଣାରେ ନୂଆ ଟୁଇଷ୍ଟ । ଭାଇ-ଭାଉଜଙ୍କୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ ।

ହ-ତ୍ୟାକାରୀ ଭାଇ ଭାଉଜଙ୍କୁ ଗାଆଁରୁ ତଡ଼ି ଦେଲେ ଗ୍ରାମବାସୀ । ଘର ଦୁଆର ମୁହଁରେ ବାଡ ବୁଜିଲେ । ନି-ଆଁ ପାଣି ବାସନ୍ଦ କଲେ ଏଥି ସହିତ ଗାଆଁରେ ପଶିବାକୁ ମଧ୍ୟ ଦେବେନି ବୋଲି କହିଲେ । ଗାଆଁରେ ମଧ୍ୟ କରାଇ ଦେଲେନି ଶ-ବ ସ-ତ୍କାର । ଘୃଣ୍ୟ, ବର୍ବର ଆଉ ନିଷ୍ଠୁର ଯେତେ ଯାହା କହିଲେ ସବୁ ଶବ୍ଦ ଭାଇ ଭାଉଜଙ୍କ ପାଇଁ କମ୍ ପଡ଼ିଯିବ । କେତେ ନିଷ୍ଠୁର ହୋଇଯାଇଛି ଆଜିର ଏହି ମଣିଷ । ସାମାନ୍ଯ ଜମି ବାଡ଼ି ଟଙ୍କା ପଇସା ପାଇଁ ଦୁଇ ଦୁଇଟା ନୀରିହ ଜୀବନକୁ ନେବାକୁ ମଧ୍ୟ ପଛାଇଲେ ନାହିଁ ।

ଆଉ ରାତାରାତି ଭାଇ ଓ ତାର ସାଙ୍ଗକୁ ଅତି ନୃ-ଶଂସ ଭାବେ ମା-ରିଦେଇ ଭାଇ ଭାଉଜ ରଚିଥିଲା ହାଇ ଡ୍ରାମା । ଭାଇ ଭାଉଜଙ୍କ ସେ ନାଟକ ଏଯାଏଁ ମଧ୍ୟ ଲୋକଙ୍କ ମନରୁ ଲିଭିନି । ଗୋଟାଏ ପଟେ ଥା-ନାରେ ବସି ବଡ଼ ଭାଇ କୁମ୍ଭୀର କା-ନ୍ଦଣା କା-ନ୍ଦୁଛି ତୋ ଅନ୍ୟପଟେ ଜଙ୍ଗଲ ଭିତରେ ର-କ୍ତଭିଜା ବାଇକ୍ ଆଉ ଚପଲ ପକେଇଦେଇ ମୋ ଦିଅର କୁଆଡ଼େ ଗଲା ବୋଲି କହି କା-ନ୍ଦି କା-ନ୍ଦି ତଳେ ଗଡ଼ି ଯାଉଥିଲା ଭାଉଜ ।

ଆଉ ଏସବୁ ଦୃ-ଶ୍ୟ ଦେଖି ସାରିବା ପରେ କିଏ ବା କେମିତି ଏ ବିଶ୍ୱାସ ଘାତକ ମଣିଷ ଉପରେ ଭରସା କରିବ । ଏହି ଘ-ଟଣା ପରେ ଗାଆଁରେ ଏକ ପ୍ରକାର ଯେମିତି କକୁଆ ଭ-ୟ ଖେଳି ଯାଇଛି । ପୂରା ଗାଁ ଆଜି ଚୁପଚାପ୍ ଓ ନିଶବ୍ଦ । ସଞ୍ଜ ବୁଡ଼ିଲା ମାତ୍ରେ ଗାଁ ଲୋକ ଭ-ୟ କରିଯାଉଛନ୍ତି । କାହିଁକି କେଜାଣି ଏକ ଅଜଣା ଭ-ୟ ଗୋଡ଼ାଇ ଆଣୁଛି । ଆଉ ଯାହାକୁ ନେଇ ପୂରା ଗାଁ ଆଜି ଆତ-ଙ୍କିତ ।

ହଁ ଦର୍ଷକବନ୍ଧୁ ସୂଚନା ଅନୁସାରେ, ନୀଳଗିରି ଥା-ନା ଅନ୍ତର୍ଗତ କାଂଶ ଗାଁର ୨୧ ବର୍ଷିୟ ଭାବନୀ ଶଙ୍କର ରାଉତ ଓ ୨୨ ବର୍ଷିୟ ମନୋରଂଜନ ମହାପାତ୍ର ଗତ ୫ ତାରିଖରୁ ନିଖୋଜ ଥିଲେ । ପରେ ସେମାନଙ୍କ ମୃ-ତଦେହ ନୀଳହ୍ରଦରୁ ଉ-ଦ୍ଧାର କରାଯାଇଥିଲା । ମୃ-ତଦେହ ମିଳିବା ପରେ ଏହି ହ-ତ୍ୟାକା-ଣ୍ଡ ପଛରେ ଥିବା ଏକ ଲୋମଟା-ଙ୍କୁରା କାହାଣୀ ସାମ୍ନାକୁ ଆସିଥିଲା । ଯୋଜନାବଦ୍ଧ ଭାବେ ଅନର କିଲିଂ କରାଯାଇଥିବା ନେଇ ପୁଲିସ ସୁରାକ ପାଇଥିଲା । ସାନ ଭାଇକୁ ହ-ତ୍ୟା କରିବା ପାଇଁ ଷ-ଡଯ-ନ୍ତ୍ର କରିଥିଲା ବଡ ଭାଇ, ଆଉ ସେଥିପାଇଁ ସୁପାରି ଦେଇଥିଲା । ତେବେ ଭାବନୀଙ୍କ ମୃ-ତଦେହ ଦେଖି ଦେବାରୁ ତାଙ୍କ ସାଙ୍ଗକୁ ବି ମା-ରି ପାଣିଙ୍କୁ ଫିଙ୍ଗି ଦେଇଥିଲେ ଅଭି-ଯୁକ୍ତ ।

Leave a Reply

Your email address will not be published. Required fields are marked *