ନିଜ ପିଲାକୁ କଲା ପର… ଭୁଲିଲା ମା’ର ମମତା..ନିଜ ପିଲାର ଜୀବନ ନେଇ.. ମା’ ହୋଇଗଲା ଫେ-ରାର। ଏମିତି ମା’ କାହାକୁ ନମିଳୁ।
ନୃଶଂ-ସ ମା’ର ନାରକ୍ୟ କା-ଣ୍ଡ। ଯାହାକୁ ଶୁଣିଲେ ଆପଣଙ୍କ ଲୋମ ମୂଳ ଟାଙ୍କୁରି ଉଠିବ। ହଁ ଆଜ୍ଞା ମା’ ସାଜିଲା ପିଶାଚିନୀ। କେମିତିକା ମା’ ଯେ ନିଜ ୬ ବର୍ଷର ପୁଅକୁ ପନିଖିରେ କା-ଟି ପକାଇଲା। ଏହା ପରେ ର-କ୍ତାତ ଅବସ୍ଥାରେ ଛୋଟିଆ ପୁଅକୁ ଛାଡି ଚାଲି ଗଲା ମା’। ଏଇ ଛୋଟିଆ ଛୁଆର କ’ଣ ବା ଭୁଲ ଥିଲା। ଏଇ କୋମଲମତି ଶିଶୁ ପୁତ୍ରକୁ ମା-ରିବାକୁ ଏ ମା’ ର ହାତ ଗଲା କେମିତି? ଟିକେ କଷ୍ଟ ହେଲାନି। କଇଁ କଇଁ ହୋଇ କା-ନ୍ଦୁଥିଲା ପୁଅଟି। କିନ୍ତୁ ତା କାନ୍ଦରେ ମା’ର ହୃଦୟ ବି ତରଳିଲାନି।
କଥାରେ ଅଛି ଛୁଆର କାନ୍ଦ ଶୁଣିଲେ ମା’ର ହୃଦୟ ତରଳି ଯାଏ। ଆଉ ଯେତେ କଷ୍ଟ ଥିଲେ ବି ନିଜ ଛୁଆର ମୁହଁକୁ ଟିକେ ଦେଖି ଦେଲେ ସବୁ ଦୁଃ-ଖ ଆଉ କଷ୍ଟ ଗାୟବ ହୋଇଯାଏ। କିନ୍ତୁ ଏଠି ପୁରା ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।ସକାଳୁ ସକାଳୁ ୬ ମାସର ପୁଅକୁ ନିଜ ହାତରେ ହିଁ ପନିଖିରେ କା-ଟି ତା ଜୀବନ ନେଇଗଲା। ତେଲ ଆଣିବାକୁ ଯାଇଥିଲା ଆଈ। ତେଲ ମାଲିସ କରିବା ପରେ ଗାଧୋଇ ଦେଇଥାନ୍ତା କିନ୍ତୁ ତେଲ ନେଇ ଆସିଲା ବେଳକୁ ଯାହା ଦେଖିଲେ ଆଈଙ୍କ ପାଦ ତଳୁ ଖସିଗଲା ମାଟି।
ଶାଶୂ ଏବଂ ସ୍ୱାମୀ ର-କ୍ତାତ ଅବସ୍ଥାରେ ପୁଅକୁ ନେଇ ଡାକ୍ତରଖାନାକୁ ଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ୬ ମାସର ଶିଶୁକୁ ମୃ-ତ ଘୋଷଣା କରିଥିଲେ। ଏହା ପରେ ପୁରା ପରିବାର ଭାଙ୍ଗି ପଡିଛି।ହେ ଭଗବାନ ଏଭଳି ପିଶା-ଚିନୀ ମା’ କାହାକୁ ନମିଳୁ। ୯ ମାସ ୯ ଦିନ ଗ-ର୍ଭରେ ରଖି ଜନ୍ମ କଲା। ୬ ମାସର ଶିଶୁ ପୁତ୍ରର ଜୀବନ ନେଇଗଲା ରା-କ୍ଷସୀ ମା’। ଏଭଳି ହୃଦୟବିଦାରକ ଘ-ଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଥା-ନା ଅନ୍ତର୍ଗତ ଖାଲିଆପାଳି ଗାଁରେ।
୬ ମାସର ଶିଶୁ ପୁତ୍ରର ଗଳା କା-ଟିଦେଲା ପିଶାଚିନୀ ମା’।ବଲାଙ୍ଗୀର ଡାକ୍ତରଖାନାରେ ଶିଶୁ ପୁତ୍ରର ମୃ-ତ୍ୟୁ ଘଟିଥିଲା। ଅଭି-ଯୁକ୍ତ ମା’ ହେଲା ମିନା ନାଗ। ଅଭି-ଯୁକ୍ତ ମା’ର ମାନସିକ ସ୍ଥିତି ଠିକ ନଥିବା ପରିବାର ଲୋକେ କହିଛନ୍ତି। ପଦ୍ମପୁର ମଲଦା ଠାରେ ୨୦୧୯ ମସିହାରେ ବାହା ହୋଇଥିଲେ ରବୀନ୍ଦ୍ର ମିନାଙ୍କୁ। ତାଙ୍କର ୩ ବର୍ଷ ଓ ୨ ବର୍ଷର ଝିଅ ଥିବା ବେଳେ ୬ ମାସ ହେଲା ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା।
ତେବେ ପରିବାରରେ ପୁଅ ହୋଇଥିବାକୁ ନେଇ ସମସ୍ତେ ଖୁସି ଥିଲେ। କିନ୍ତୁ ସେସବୁ ଖୁସି ଆଜି ଦୁଃ-ଖରେ ପାଲଟି ଗଲା। ଆଜି ସକାଳୁ ସକାଳୁ ଶିଶୁଟିର ଆଈ ନାତିକୁ ତେଲ ଲଗାଇବାକୁ ଗଲା ବେଳେ ସେ ସମୟରେ ଦେଖିଥିଲେ ନାତିର ର-କ୍ତ ଜୁଡୁବୁଡୁ ଦେହ। ଏ ନେଇ ପୁଅକୁ ପ୍ରଥମେ ତରବା ଡାକ୍ତରଖାନାକୁ ନେଇଥିଲେ। ଏହା ପରେ ବଲାଙ୍ଗୀର ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ସେଠାରେ ଡାକ୍ତର ତାକୁ ମୃ-ତ ଘୋଷଣା କରିଥିଲେ।ତେବେ ଘଟଣା ସ୍ଥଳରେ ପୁଇଁନ୍ତଳା ପୋ-ଲିସ ପହଁଚି ତ-ଦନ୍ତ ଜାରି ରଖିଛି।