“ମାଓବାଦୀଙ୍କ ଭିତରେ ମୋତେ ନଚେଇଲେ, ମୋ ଦେହକୁ ଛୁଇଁ ପୁଣି ମୋ ହାତରେ ହତିଆର ଦେଲେ…” ।

ଜଙ୍ଗଲ ଭିତରେ ମାଓବାଦୀ ମାନଙ୍କ ରଙ୍ଗୀନ ଦୁନିଆ । ମହିଳା ମାଓବାଦୀ ମାନଙ୍କ ସହିତ ଜୋର୍ ଜବ-ରଦସ୍ତ ରଖୁଛନ୍ତି ଶାରି-ରୀକ ସ-ମ୍ପର୍କ । ଆଉ ଯିଏ ସେ ନ-ର୍କରୁ ଫିଟି ଆସିଲା ସିଏ କହିଲା ଏଭଳି କାହାଣୀ । ଯେ କିଭଳି ମାଓବାଦୀ ମାନେ ପ୍ରଥମେ ନାଚ ଗୀତର ପ୍ରଲୋ-ଭନ ଦେଖାଇ ସଂଗଠନରେ ସାମିଲ୍ କରନ୍ତି । ଆଉ ତା’ପରେ ସୁନ୍ଦର ଝିଅ ଦେଖି ବାରମ୍ବାର ରଖନ୍ତି ଶାରି-ରୀକ ସ-ମ୍ପର୍କ । ଆଉ ଦରକାର ପଡ଼ିଲେ ତା ହାତରେ ହତିଆର ମଧ୍ୟ ଧରେଇ ଦିଅନ୍ତି । ଆଜ୍ଞା ହଁ ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଦିଆଯାଉଛି ଯୌନ ନିର୍ଯା-ତନା । ଯୌନ ନିର୍ଯା-ତନା ଅଭି-ଯୋଗ ଆଣି ବୌଦ୍ଧ ପୋ-ଲିସ ନିକଟରେ ଆତ୍ମ-ସମର୍ପଣ କଲେ ୨ ମହିଳା ମାଓବାଦୀ ଆଉ ପୋ-ଲିସ୍ ନିକଟରେ ବଖାଣିଛନ୍ତି ସେହି ଅନ୍ଧକାର ରାତିର କାହାଣୀ ।

ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦେଇଛନ୍ତି ସାଉଥ ରେଞ୍ଜ ଆଇଜିପି ଓ ଏସପି l ବନ୍ଧୁଗଣ ସୂଚନାଯୋଗ୍ୟ ଯେ ପୋ-ଲିସ ମୁଖ୍ୟାଳୟରେ ଦକ୍ଷିଣ ରେଞ୍ଜ୍ ଆଇଜି ଜୟନାରାୟଣ ପଙ୍କଜଙ୍କୁ ସାକ୍ଷାତ କରି ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇଜଣ ମହିଳା ନକ୍ସଲ । ଦୁଇ ନକ୍ସଲଙ୍କ ନାମ ମନୀଷା ଥାଟି ଏବଂ ଚମ୍ପା କୋରାମ ।

ଦୁଇ ନକ୍ସଲ ଆତ୍ମ ସମ-ର୍ପଣ କରିବା ସମୟରେ ଜିଲ୍ଲା ଏସପି ରାଜ ପ୍ରସାଦଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମିଳିଥିବା ଖବର ମୁତାବକ, ଚମ୍ପା ଏବଂ ମନୀଷା କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ ଡିଭିଜନରେ କାମ କରୁଥିଲେ । ଦୁହେଁ ୨୦୧୮ ମସିହାରେ ନକ୍ସଲ ସଙ୍ଗଠନରେ ସାମିଲ ହୋଇ ବିଭିନ୍ନ ହିଂ-ସାକା-ଣ୍ଡରେ ନିଜକୁ ସାମିଲ କରିଥିଲେ । ତେବେ ନକ୍ସଲ କ୍ୟାମ୍ପରେ ବିଭିନ୍ନ ପ୍ରକାରର ନିର୍ଯା-ତନା ଏବଂ ଅନୈ-ତିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା ଅଭି-ଯୋଗ ଆଣିଛନ୍ତି ଉଭୟ ମନୀଷା ଏବଂ ଚମ୍ପା ।

ମହିଳାଙ୍କୁ ନକ୍ସଲ କ୍ୟାମ୍ପରେ ଯୌ-ନ ନିର୍ଯା-ତନା ସହ ବିଭିନ୍ନ ଲୋକଙ୍କଠାରୁ ଚାନ୍ଦା ଆଦାୟ, ମି-ଛ ପ୍ରତି-ଶୃତି ଦେବାକୁ ବାଧ୍ୟ କରାଯାଉଛି ବୋଲି ଦୁହେଁ କହିଛନ୍ତି । କେବଳ ଏ ଦୁହେଁ ନୁହେଁ ବରଂ ଆହୁରି ଅନେକ ନକ୍ସଲ ସଙ୍ଗଠନ ଛାଡି ଫେ-ରାର୍ ହୋଇଥିବା ଏମାନେ ସୂଚନା ଦେଇଛନ୍ତି । ତେବେ ଆତ୍ମସ-ମର୍ପଣ କରିଥିବା ମନୀଷା ଏବଂ ଚମ୍ପା ଉଭୟଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ ବୋଲି ଆଇଜି କହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *