ଜାଣନ୍ତୁ ସାନିଆଙ୍କୁ କେତେ ଟଙ୍କା ଭୋରପୋଷଣ ପାଇଁ ଦେବେ ସୋୟେବ ମଲ୍ଲିକ।

କୁହୁଳୁଛି ସୋୟେବ ସାନିଆଙ୍କ ବିଛେଦ ନିଆଁ। ସୋୟେବଙ୍କ ପାଇଁ ଏବେ ବଢ଼ିଲା ଅଡ଼ୁଆ। ଭରଣପୋଷଣ ପାଇଁ ସାନିଆଙ୍କୁ ଏତିକି ଟଙ୍କା ଦେବେ ସୋୟେବ। ସେଦିନ କାନ୍ଦୁଥିଲେ ଆଜି ହସୁଛନ୍ତି ସାନିଆ!ଭାରତ ଝିଅକୁ ଧକା ଦେଇ ବାହା ହୋଇଥିଲେ ପାକିସ୍ତାନ ଖେଳାଳି। ଏ ଖବର ପାଇବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ସାନିଆ ମିର୍ଜା। ଦିନେ ଭଲ ପାଇ ଯାହାର ହାତ ଧରିଥିଲେ ଆଉ ସେଇ ସ୍ୱାମୀ ଯେତେବେଳେ ବିଶ୍ୱାସଘାତକତା କରିଥିଲା ସେତେବେଳେ ନିଜକୁ ସମ୍ଭାଳି ପାରିନଥିଲେ ସାନିଆ। କାହିଁକିନା ସୋୟେବଙ୍କ ପାଇଁ ଯିଏ ନିଜ ଦେଶ ଛାଡି ଥିଲେ ନିଜ କ୍ୟାରୀୟରକୁ ପଛରେ ପକାଇ ତାଙ୍କ ହାତ ଧରିଥିଲେ ଆଉ ସେହିଁ ତାଙ୍କୁ ମଝି ରାସ୍ତାରେ ଠକି ଦେଇ ଅନ୍ୟ ଝିଅର ହାତ ଧରି ଚାଲି ଯାଇଥିଲେ।

ଭାରତର ନାଁ ରଖିଥିବ ଝିଅକୁ ବାହା ହୋଇ ଧକା ଦେଇଛନ୍ତି ପାକିସ୍ତାନ ଖେଳାଳି। କଥା ଦେଇଥିଲେ କେବେ ହାତ ଛାଡିବେନି ହେଲେ ସାନିଆ ମିର୍ଜାଙ୍କୁ ଛାଡି ଦ୍ୱିତୀୟ ବିବାହ କରିନେଇଛନ୍ତି ସୋୟେବ ମଲ୍ଲିକ। ସେପଟେ ସାନିଆ ସୋୟେବଙ୍କୁ ବାହା ହୋଇ ପସ୍ତାଉଥିବା ବେଳେ ତାଙ୍କର ଗୋଟେ ୫ ବର୍ଷର ପୁଅଟିଏ ମଧ୍ୟ ରହିଛି। ସୋୟେବ ତାଙ୍କୁ ଧକା ଦେବା ପରେ କେମିତି ତାଙ୍କ ପୁଅକୁ ନେଇ ଚଳିବେ ଚିନ୍ତାରେ ଥିବା ବେଳେ ଏବେ ଏମିତି ଏକ ଖବର ସାମ୍ନାକୁ ଆସିଛି।

କୁହାଯାଉଛି ଯେ ସୋୟେବ ମଲ୍ଲିକ ସାନିଆଙ୍କୁ ଏତିକି ଟଙ୍କା ଭରଣପୋଷଣ ପାଇଁ ଦେବେ ଯାହା ଫଳରେ କି ତାଙ୍କ ଦୈନନ୍ଦିନ ଜୀବନରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।ହଁ ଆଜ୍ଞା ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ପାକିସ୍ତାନ ସ୍ୱାମୀ ସୋୟେବ ମଲ୍ଲିକ ତୃତୀୟ ବିବାହ କରିଛନ୍ତି। ଏହି ଖବରଟି ବହୁତ ଚର୍ଚ୍ଚାରେ ରହିଛି ଏବଂ ଇଣ୍ଟରନେଟରେ ମଧ୍ୟ ଜୋରସୋରରେ ଭାଇରାଲ ହେଉଛି।

କ୍ରିକେଟରେ ସୋୟେବ ମଲ୍ଲିକ ପାକିସ୍ତାନି ଅଭିନେତ୍ରୀ ସୋନା ଜାଦେଭଙ୍କୁ ବିବାହ କରିବା ପରେ ସେମାନଙ୍କ ବିବାହ ଫୋଟ ମଧ୍ୟ ଖୁବ ଜୋରରେ ଭାଇରାଲ ହେବାକୁ ଲାଗିଛି। ତେବେ ଏହି ସମୟରେ ପାକିସ୍ଥାନୀ କ୍ରିକେଟ ତାରକା ସୋୟେବ ମଲ୍ଲିକ ଏବଂ ସାନିଆଙ୍କ ବିବାହ ବିଛେଦକୁ ନେଇ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଏହି ଷ୍ଟାର ଦମ୍ପତିଙ୍କ ବିଛେଦ ହେବା ପରେ କୁହାଯାଉଛି କି ସାନିଆଙ୍କ ଭରଣପୋଷଣ ପାଇଁ କେତେ ଟଙ୍କା ଦେବେ ସୋୟେବ।

ସୋୟେବ ତୃତୀୟ ବିବାହ କରିଥିବା ବେଳେ ସୋୟେବ ପ୍ରଥମ ପତ୍ନୀଙ୍କୁ ୧୫ କୋଟି ଟଙ୍କା ଭରଣପୋଷଣ ପାଇଁ ଦେଇଥିଲେ।ଆଉ ଏବେ ତାଙ୍କର ନେଟୱାର୍କ ରହିଛି ୨୩୨ କୋଟି ଟଙ୍କା। ସେ ହେଉଛନ୍ତି ପାକିସ୍ତାନର ସବୁଠାରୁ ଧନୀ କ୍ରିକେଟର। ତେବେ ଏଭଳି ଏକ ପରିସ୍ଥିତିରେ ସେ ସାନିଆଙ୍କୁ କେତେ ଟଙ୍କା ଭରଣପୋଷଣ ପାଇଁ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ଣ୍ଯର୍ମ

Leave a Comment

Your email address will not be published. Required fields are marked *

Scroll to Top