କାନ୍ଦି କାନ୍ଦି ଭୁବନେଶ୍ୱରରୁ ବାରିପଦାକୁ ଧାଇଁଗଲେ ନିଶା ମହାରଣା…ମୃ-ତକ ଏବଂ ଆହ-ତଙ୍କ ପରିବାରକୁ ଦେଖିବାକୁ।
କାନ୍ଦି କାନ୍ଦି ମେଡିକାଲକୁ ଧାଇଁଲେ ନିଶା ମହାରଣା। ଦୁର୍ଘ-ଟଣା କଥା ଶୁଣି ଦୁଃ-ଖରେ ଭାଙ୍ଗି ପଡିଛନ୍ତି ଯାତ୍ରା କଳାକାରର ଅଭିନେତ୍ରୀ ନିଶା ମହାରଣା। କା-ନ୍ଦି କା-ନ୍ଦି ମେଡିକାଲକୁ ଧାଇଁ ଗଲେ ନିଶା। ଯାତ୍ରା କଳାକାର ଆ-ହତ ହୋଇଥିବା ଭାଇ ମାନଙ୍କୁ ଦେଖିବାକୁ ଭୁବନେଶ୍ୱରରୁ ମୟୁରଭଞ୍ଜକୁ ଧାଇଁ ଆସିଲେ। ଗାଡ଼ିରେ ଯାଉ ଯାଉ ନିଜ ଦୁଃ-ଖକୁ ସେ ଛାତି ଭିତରେ ଚାପି ରଖି ପାରିଲେନି। ଗାଡି ଭିତରେ ହିଁ ଏକ ଭିଡିଓ ବନେଇ ନିଜର ଦୁଃ-ଖ ପ୍ରକାଶ କରିଛନ୍ତି ଯାତ୍ରା କଳାକାରର ଅଭିନେତ୍ରୀ ନିଶା ମହାରଣା।
ହଁ ଆଜ୍ଞା ଗତ କାଲି ମୟୁରଭଞ୍ଜ ଜିଲ୍ଲା ବାରିପଦା ବାଙ୍ଗରିପୁସି ଠାରେ ଧଉଳି ଗଣନାଟ୍ୟର ଗାଡି ଦୁର୍ଘ-ଟଣାରେ ୬ ଜଣଙ୍କର ଜୀବନ ଚାଲି ଯାଇଥିଲା। ଆଉ ଏ ଖବର ଶୁଣିବା ପରେ ଦୁଃ-ଖରେ ଭାଙ୍ଗି ପଡିଛନ୍ତି ଯାତ୍ରା କଳାକାରର ଅଭିନେତ୍ରୀ ନିଶା ମହାରଣା।ଭୁବନେଶ୍ୱରରୁ ବାରିପଦା ମେଡିକାଲକୁ ଧାଇଁ ଆସିଛନ୍ତି ଆହତ ମାନଙ୍କୁ ସାହାର୍ଯ୍ୟ କରିବାକୁ ଏବଂ ମୃତ-କଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ। କାଲି ଆମେ ଯାହାଙ୍କୁ ଆଖି ଆଗରେ ଦେଖିବାକୁ ପାଉଥିଲୁ ଆଜି ସେମାନେ ଆମକୁ ଛାଡି ଏକ ଅଫେରା ରାଇଜକୁ ଚାଲି ଯାଇଛନ୍ତି। ଯାହାକୁ ଶୁଣି ବିଶ୍ୱାସ ହେଉନି।
ଟେକ୍ନିସିଆନ ଭାବେ କାର୍ଯ୍ୟ କରୁଥିଲେ ଭାଇମାନେ। ସେମାନଙ୍କର ଯାହା ସବୁ କ୍ଷତି ହୋଇଛି ତାହା କେହି କେବେ ପୂରଣ କରିପାରିବେ ନାହିଁ। ମୃତ-କ ଏବଂ ଆହ-ତଙ୍କୁ ଦେଖିବା ପାଇଁ ଭୁବନେଶ୍ୱର ରୁ ବାରିପଦା ଯାଇଛନ୍ତି ନିଶା ମହାରଣା। ସେମାନେ ପହଞ୍ଚି ମୃ-ତକ ଏବଂ ଆହ-ତଙ୍କ ପରିବାରକୁ ସାହାର୍ଯ୍ୟ କରିବେ।
ଗତ କାଲି ଲାଇଟ ବକ୍ସ ଆଦି ସରଞ୍ଜାମ ଭର୍ତି କରି ଧଉଳି ଗଣନାଟ୍ୟର ଗାଡି ରାଇରୋମପୁର ରୁ ଜଳେଶ୍ବର ଅଭିମୁଖେ ଯାଉଥିବା ସମୟରେ ଗାଡିଟି ବାଙ୍ଗରିପୁସି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଶେଷ ମୋଡ଼ରେ ହିଁ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଦ୍ଵରଶ୍ରେଣୀ ଘାଟିରେ ଓଲଟି ପଡିଥିଲା ଯାତ୍ରା ପାର୍ଟିର ଟ୍ରକ ଯାହା ଫଳରେ ଗାଡ଼ିରେ ଥିବା ଲାଇଟ ଓ ବକ୍ସ ତଳେ ବୋହୁ ଲୋକେ ଚାପି ହୋଇଯାଇଥିଲେ।
ଆଉ ଏହି ଦୁର୍ଘ-ଟଣାରେ ୬ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁ-ତ୍ୱର ହୋଇଛନ୍ତି। ସେମାନଙ୍କୁ ଉ-ଦ୍ଧାର କରି ପ୍ରଥମେ ବାଙ୍ଗରିପୁସି ଏହା ପରେ ବାରିପଦା ସ୍ଥିତ PRM ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା।ଶୋକସନ୍ତକ ପରିବାର ବର୍ଗଙ୍କୁ ସେ ଗମ୍ଭୀର ସମବେଦନା ଜଣାଇବା ସହ ଆହତଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି।