ଓଲଟିଲା ପରେ ଟ୍ରକ ପହଁଚି ଯାଇଥିଲେ ଅଭିନେତ୍ରୀ, ଏବେ ସାମ୍ନାକୁ ଆସି ସେହି ଘ-ଟଣା ବିଷୟରେ କହିଲେ ଏମିତି।

ମୁହଁ ଖୋଲିଲେ ଯାତ୍ରା ଅଭିନେତ୍ରୀ। ଆଉ କହିଲେ ସେହି ଛାତି ଥରା କାହାଣୀ। ଦୁର୍ଘ-ଟଣା ପରେ କେମିତି ଦୁଃ-ଖର ସାୟା ଖେଳି ଯାଇଛି। ଯାତ୍ରା ଜଗତର କେହି ବି ଶାନ୍ତିରେ ଟିକେ ନିଶ୍ୱାସ ନେଇପାରୁନାହାଁନ୍ତି। ପ୍ରାୟ ଯେଉଁ ଲୋକମାନେ ତାଙ୍କ ସହିତ ମିଶି କାମ କରୁଥିଲେ ସେମାନେ ଏବେ ଟ୍ରକ ତଳେ ଚାପି ହୋଇ ଜୀବନ ହାରିଦେଲେ।

ହଁ ଆଜ୍ଞା ଯାତ୍ରା ଟ୍ରକଟି ଓଲଟି ଯିବା ପରେ ୬ ଜଣଙ୍କର ଜୀବନ ଚାଲି ଯାଇଛି। ସବୁ ସେହି ଚିହ୍ନା ଚେହେରା। ସମସ୍ତଙ୍କୁ ଭଲରେ ଜାଣିଛନ୍ତି ଅଭିନେତ୍ରୀ ଜଣଙ୍କ। ହଁ ଆଜ୍ଞା ଅଭିନେତ୍ରୀ ଜଣଙ୍କ ବିଳମ୍ବରେ ଆସିଥିଲେ। ମାନେ ଟ୍ରକ ଆଗରେ ଆସି ଯାଇଥିଲା। ଆଉ ତାଙ୍କୁ ନିଦ ଲାଗିବାରୁ ସେ ଅଟକି ଯାଇଥିଲେ। ଆଉ ପରବର୍ତୀ ସମୟରେ ଆସିଥିଲେ। ହେଲେ ଆସି ଦେଖିଲା ବେଳକୁ ଟ୍ରକଟି ଓଲଟି ପଡିଛି। ସମସ୍ତେ ଗୁରୁ-ତ୍ୱର ହୋଇ ପଡିଛନ୍ତି। ଆଉ ୬ ଜଣଙ୍କର ଜୀବନ ଚାଲି ଯାଇଛି।

ହୁଏତ ଅଭିନେତ୍ରୀ କେବେ ଭାବିନଥିଲେ ଯେ ଆଗକୁ ଯାଇ ଆଜିର ଦିନରେ ଏଭଳି ଅଘ-ଟଣ ହେବ। ତାଙ୍କ ସହିତ ମିଶି କାମ କରୁଥିବା ସେହି ପରିବାରର ମଣିଷ ଗୁଡାକ ଏମିତି ଟ୍ରକ ତଳେ ଚାପି ହୋଇ ତାଙ୍କର ଜୀବନ ଚାଲିଯିବ।ହଁ ଆଜ୍ଞା ଆଜି ଧଉଳି ଗଣନାଟ୍ୟର ଏହି ଅଭିନେତ୍ରୀ ଜଣଙ୍କ କଷ୍ଟକୁ ସହି ପାରୁନାହାନ୍ତି। ଆଉ କହିଛନ୍ତି ଯାତ୍ରା ମାଲିକ ସେହି ପରିବାର ମାନଙ୍କୁ ସହାୟତା କରିବେ।

ତେବେ ଘ-ଟଣା କିଛି ଏମିତି ଘଟିଥିଲା। ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ବାରିପୁସି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଶେଷ ମୋଡ଼ରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରକଟି। ଯେଉଁ ଟ୍ରକରେ ଯାତ୍ରାର କର୍ମଚାରୀ ମାନେ ଥିଲେ ଆଉ ଯାତ୍ରାର ସବୁ ସାମଗ୍ରୀ ଥିଲା। ଆଉ ଟ୍ରକଟି ଓଲଟିଲା ପରେ ୬ ଜଣଙ୍କର ସେଇଠି ଜୀବନ ଚାଲିଗଲା। ଆଉ ୧୨ ଜଣଙ୍କୁ ଅତି ଗୁରୁ-ତ୍ୱର ଭାବେ ଉ-ଦ୍ଧାର କରି ତାଙ୍କୁ ମେଡିକାଲକୁ ନିଆଗଲା। ଆଉ ଏଇ ଘଟ-ଣାକୁ ଦେଖି ସାରା ରାଜ୍ୟ ଯେମିତି ସ୍ତବ୍ଧ ହୋଇଯାଇଛି।

Leave a Comment

Your email address will not be published. Required fields are marked *

Scroll to Top