ଦାନରେ ଆମ୍ବାନୀ ଆଦାନୀଙ୍କୁ କାଟି ଦେଲେ ରାମଙ୍କ ଏହି ଭକ୍ତ। ୧୧ କୋଟିର ହୀରା ମୁକୁଟ ଦାନ କଲେ।

ଦାନରେ ଆମ୍ବାନୀ ଆଦାନୀଙ୍କୁ କାଟି ଦେଲେ ରାମଙ୍କ ଏହି ଭକ୍ତ। ରାମଲାଲାଙ୍କୁ ଦର୍ଶନ କରି ଭାବ ବିହୁଳ ହୋଇ ଯାଇଥିଲେ ଏହି ଭକ୍ତ। ୧୧ କୋଟିର ହୀରା ମୁକୁଟ ଦାନ କଲେ।ହଁ ଆଜ୍ଞା ଆମ୍ବାନୀ ଆଡନୀଙ୍କୁ ବି ପଛରେ ପକାଇ ଦେଲେ ଏହି ରାମଙ୍କ ଭକ୍ତ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁଙ୍କୁ ଦର୍ଶନ କରି ଭାବ ବିହୁଳ ହୋଇପଡିଥିଲେ। ୧୧ କୋଟିର ହୀରା ମୁକୁଟ କରିଛନ୍ତି ଦାନ। ବନ୍ଧୁଗଣ ଅଯୋଧ୍ୟା ରାମ ମନ୍ଦିରରେ ଗତ କାଲି ସମ୍ପୂର୍ଣ୍ଣ ହୋଇଛି ବୋହୁ ପ୍ରତୀକ୍ଷିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। ଗର୍ଭ ଗୃହରେ ସୁନା ବେଶରେ ରାମ ଲାଲାଙ୍କ ମନରୋମା ଛବି ସମସ୍ତଙ୍କ ମନକୁ ମୋହି ଦେଇଛି। ସମଗ୍ର ଦେଶ ହୋଇଉଠିଛି ରାମ ମହଲ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବୋହୁ ଆଜି ଧାଡ଼ିର ଉଦ୍ୟଗ ପ୍ରତିଯୋଗ ଦେଇଥିଲେ। ରାମଙ୍କ ଭକ୍ତିରେ ଜଣେ ଉବୁଟୁବୁ ହୋଇ ଉଠିଥିବା ସୁରଟରେ ଜଣେ ବ୍ୟବସାୟୀ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି।ରିଲାଇନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଆମ୍ବାନୀ ପୁରା ପରିବାର ସହ ଅଯୋଧ୍ୟାରେ ପହଞ୍ଚିଥିଲେ। ପତ୍ନୀ ନିତା ଆମ୍ବାନୀ ଦୁଇ ପୁଅ ଆକାଶ ଓ ଅନାନ୍ତ ବୋହୁ ଶ୍ଲୋକାନ ମେହେତା ଝିଅ ଜ୍ବାଇଁ ଇସା ଆମ୍ବାନୀ ଓ ଆନନ୍ଦ ପରାମେଳିଙ୍କ ସହ ଅଯୋଧ୍ୟାରେ ପହଁଞ୍ଚିଥିଲେ ମୁକେଶ ଆମ୍ବାନୀ।

ଆମ୍ବାନୀ ପରିବାର ପକ୍ଷରୁ ରାମ ମନ୍ଦିରକୁ ଖୋଲା ହସ୍ତରେ ଦାନ କରାଯାଇଛି। ଦେଶର ନମ୍ବର-1 ବିଜନେସ ଫ୍ୟାମିଲି ପକ୍ଷରୁ ରାମ ମନ୍ଦିର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କରାଯାଇଥିବା ଜଣା ପଡ଼ିଛି। ପ୍ରଭୁ ରାମଙ୍କର ଦର୍ଶନର ସୌଭାଗ୍ୟକୁ ପାଇ ଆମ୍ବାନୀଙ୍କ ପରିବାର ସଦସ୍ୟ ଖୁବ ଖୁସି ଥିଲେ।

ସେହିଭଳି ରାମଙ୍କ ଭକ୍ତିରେ ଉବୁଟୁବୁ ହୋଇ ଉଠିଥିବା ସୁରଟର ଜଣେ ବ୍ୟବସାୟୀ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି। ସୁରଟର ବ୍ୟବସାୟୀ ତଥା ଗ୍ରୀନଲ୍ୟାଫ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି। ସୁନାରେ ତିଆରି ଏହି ମୁକୁଟରେ ହୀରା ଖଞ୍ଜିତ ହୋଇଛି। ଯାହାକୁ ଦେଖି ଆପଣଙ୍କ ଆଖି ଲାଖି ଯାଉଥିବ।

ଆଉ ଆପଣ ଜାଣି ଚକିତ ହୋଇଯାଉଥିବେ କି ମୁକୁଟର ଓଜନ ହେଉଛି ୬ କିଲୋଗ୍ରାମ। ଏଥିରେ ସାଢ଼େ ୪ କିଲୋଗ୍ରାମ ସୁନା ବ୍ୟବହାର ହୋଇଛି। ମୁକୁଟରେ ଛୋଟ ଏବଂ ବଡ଼ ଧରଣର ହୀରା ମାଣିକ ମତିରେ ନିଲମ ରତ୍ନ ଖଞ୍ଜା ଯାଇଛି। ଏହି ମୁକୁଟ ରାମଲାଲାଙ୍କ ମସ୍ତକରେ ଶୋଭା ପାଉଛି। ଯାହାକୁ ଆପଣମାନେ ଏହି ଫୋଟରେ ଦେଖି ପାରୁଥିବେ। ରାମଲାଲାଙ୍କ ପାଇଁ ଦାନ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ମୁକେଶ ତୃତୀୟ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ ସୁରଟରେ ହୀରା ବ୍ୟବସାୟୀ ଦିଲୀପ କୁମାର ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ୧୦୧ କିଲୋଗ୍ରାମ ସୁନା ଦାନ କରିଥିଲେ। ଯାହାର ମୂଲ୍ୟ ୬୮ କୋଟି ଟଙ୍କା ହେବ। ଏହି ସୁନାରେ ମନ୍ଦିରରେ ଦ୍ୱାରରେ ସୁନା ଛାଉଣୀ କରାଯାଇଛି।

Leave a Comment

Your email address will not be published. Required fields are marked *

Scroll to Top