ଶିକ୍ଷକ ନବ ବଧୂକୁ ଏ ଦୁନିଆରୁ ହଟେଇଦେଲେ। ଏବେ ସବୁ ଦିନ ପାଇଁ ଆଖି ବୁଜିଦେଇଛି ଗୀତା … ପରିବାର ଲୋକେ ଅଭି-ଯୋଗ ଆଣିଲେ।

ହସ୍ପିଟାଲ ବାହାରେ କାନ୍ଦୁଛି ଭଉଣୀ। ଆଉ ବଡ଼ ଭଉଣୀ ହସ୍ପିଟାଲ ବେଡ଼ରେ ମ-ରି ଶୋଇଛି। ଯେତେବେଳେ ଏ ଭଉଣୀଟା ଜାଣିବାକୁ ପାଇଲା ତା ବଡ଼ ଭଉଣୀ ଆଉ ଏ ଦୁନିଆରେ ନାହିଁ ସେତେ ବେଳୁ ଏ ଭଉଣୀ ଆଖିରୁ ଲୁହ ଶୁଖୁନି। ଆଉ ଏ ମା’ଟା ବି ଝିଅର ମ-ରିବା ଖବର ପାଇ ଆଉ ସହି ପାରୁନି। ସୁଦାମ ସେଠି ଶିକ୍ଷକତା କରନ୍ତି। ଆଉ ଶିକ୍ଷକ ହାତରେ ଝିଅ ଗୀତାକୁ ଟେକି ଦେଇଥିଲେ। ଗୀତା ଓ ସୁଦାମଙ୍କର ବାହାଘର କେଇଟା ମାସ ନପୁରୁଣୁ ସୁଦାମ ମା-ରିଦେଲା ଗୀତାକୁ। ଆଉ ଏବେ ଗୀତା ଆଖି ବୁଜି ଦେଇଛି।

ହଁ ଆଜ୍ଞା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରୁ ଆସିଛି ଏଭଳି ଅଭା-ବନୀୟ ଘ-ଟଣା। ସ୍ୱାମୀ ନଣନ୍ଦ ଶାଶୂ ଏବଂ ଭଣଜା ଗୀତାର ଜୀବନ ନେଇଗଲେ। ଏବେ ଗୀତାକୁ ମା-ରି ଦେବା ପରେ ସମସ୍ତେ ଫେରାର ହୋଇଯାଇଛନ୍ତି। ମାଲକାନାଗିରି କେନାଲ କଲନିର ଗୀତା ସେଠି ପାପଡାହାଣ୍ଡି ଭିମା ସାହିର ସୁଦାମ ସେଠୀଙ୍କୁ ବିବାହ କରିଥିଲେ। ଆଉ ସୁଦାମ ସେଠି ହେଉଛନ୍ତି ପେସାରେ ଜଣେ ଶିକ୍ଷକ। ସୁଦାମ ସିନା ଶିକ୍ଷକତା କରନ୍ତି ହେଲେ ସେ ହେଉଛନ୍ତି ଜଣେ ରା-କ୍ଷସ ବୋଲି କହିଛନ୍ତି ମୃ-ତ ଗୀତା ସେଠୀଙ୍କ ପରିବାର ଲୋକେ। କାରଣ ସବୁବେଳେ ସ୍ତ୍ରୀ ଗୁତାକୁ ମା-ରଧର କରୁଥିଲେ ସୁଦାମ। ଆଉ କହୁଥିଲେ ଘରୁ ଯୌ-ତୁକ ଏବଂ ସୁନା ଗହଣା ଆଣିବା ପାଇଁ।

ଗୀତାଙ୍କ ପରିବାର ଲୋକ ସବୁ ଦେଇଥିଲେ ହେଲେ ତଥାପି ସ୍ୱାମୀ ସୁଦାମଙ୍କର ମନ ବୁଝୁନଥିଲା। ଆହୁରି ଯୌ-ତୁକ ଆଣିବା ପାଇଁ ଦାବି କରୁଥିଲେ ହେଲେ ଏବେ ଗୀତାର ଜୀବନ ନେଇଯାଇଛନ୍ତି ସୁଦାମ। ଏଭଳି କିଛି ଅଭି-ଯୋଗ କରିଛନ୍ତି ମୃ-ତ ଗୀତା ସେଠୀଙ୍କ ପାରିବାର ଲୋକେ।

ତେବେ ଘ-ଟଣା ସ୍ଥଳରେ ପାପଡାହାଣ୍ଡି SDPO ଆଦିତ୍ୟ ସେନ ଓ ଥାନା IIC ଦୀପକ ଜେନା ପହଞ୍ଚି ଏହି ହ-ତ୍ୟା ଘଟ-ଣାର ବିଭିନ୍ନ ଦିଗକୁ ତ-ଦନ୍ତ କରୁଛନ୍ତି। ତେବେ ମୃ-ତ ଗୀତାଙ୍କ ପରିବାର ଲୋକେ ଅଭି-ଯୋଗ କରିଛନ୍ତି କି ଅଭି-ଯୁକ୍ତ ସ୍ୱାମୀ ସୁଦାମ ସେଠି ଥା-ନାରେ ଆତ୍ମସମର୍ପଣ କରିଥିଲେ ହେଲେ ପୁଣି ସୁଦାମ ଥା-ନାରୁ ଫେ-ରାର ହୋଇଯାଇଛି। ତେବେ ଏ ନେଇ ପୋଲି-ସଙ୍କ ଉପରେ ଆଙ୍ଗୁଳି ଉଠାଇଛନ୍ତି ଗୀତାଙ୍କ ପରିବାର ଲୋକେ।ତେବେ ଏ ନେଇ ପାପଡାହାଣ୍ଡି SDPO ଆଦିତ୍ୟ ସେନ କହିଛନ୍ତି କି ଫେ-ରାର ହୋଇଥିବା ସମସ୍ତ ଅଭି-ଯୁକ୍ତ ମାନଙ୍କୁ ଧରାଯିବ। ଆଉ ତାଙ୍କ ଉପରେ କଡା କା-ର୍ଯ୍ୟନୁ-ଷ୍ଠାନ କରାଯିବ।

ତେବେ ଏହି ଘଟ-ଣାରେ ସମାଜସେବୀ କାଦମ୍ବିନି ତ୍ରିପାଠୀ ପୋ-ଲିସ ଜାଣିଶୁଣି ଅଭି-ଯୁକ୍ତକୁ ଫେ-ରାର କରାଇଦେଇଛନ୍ତି। ଅଭି-ଯୁକ୍ତ ତ ଥା-ନାରେ ଥିଲା କେମିତି ଥା-ନାରୁ ଖସି ଗଲା ବୋଲି ଏବେ ପ୍ରଶ୍ନ ଉଠାଇଛନ୍ତି ସମାଜସେବୀ କାଦମ୍ବିନୀ ତ୍ରିପାଠୀ।ତେବେ SDPO ଆଦିତ୍ୟ ସେନ ମୃ-ତ ଗୀତା ସେଠୀଙ୍କ ପରିବାର ଲୋକଙ୍କୁ ପ୍ରତି-ଶୃତି ଦେଇଛନ୍ତି କି ଅଭି-ଯୁକ୍ତଙ୍କ ଉପରେ କଡା କା-ର୍ଯ୍ୟନୁ-ଷ୍ଠାନ ନିଆଯିବ।

Leave a Comment

Your email address will not be published. Required fields are marked *

Scroll to Top