OYO ହୋଟେଲରେ ପ୍ରେମିକ ସହ ଥିଲା ପ୍ରେମିକା। ଏବେ ପୋ-ଲିସ ଆଗରେ ପ୍ରେମିକ…।

OYO ହୋଟେଲରେ ପ୍ରାଇ-ଭେଟ ମୁହୂର୍ତ୍ତ ବିତାଉ ବିତାଉ ଚାଲିଗଲା ପ୍ରେମିକାର ଜୀବନ। ରାୟଗଡ଼ାରୁ ଆସିଲା ପ୍ରେମିକ ଆଉ ପୁରୀରୁ ଗଲା ପ୍ରେମିକା। ଦୁହେଁ ବ୍ରହ୍ମପୁରରେ ଏକ OYO ହୋଟେଲରେ ରହିଲେ। ଦୁହିଁଙ୍କ ଭିତରେ କୁଆଡେ ଶରୀରର ମିଳନ ମଧ୍ୟ ହେଲା। ହେଲେ ଅସୁସ୍ଥ ହୋଇ ପଡ଼ିଥିଲେ ପ୍ରେମିକା। ଆଉ ତାକୁ ଧରି ପ୍ରେମିକ ଦୌଡିଥିଲା ମେଡିକାଲ। ହେଲେ ମେଡିକାଲରେ ଡାକ୍ତର କହିଲେ ପ୍ରେମିକାର ଆଉ ଜୀବନ ନାହିଁ।

ଏପଟେ ପରିବାର ଲୋକେ ଅଭି-ଯୋଗ ଆଣିଛନ୍ତି ଘଟ-ଣା ଜାଣିବା ପରେ। ଏ ଦୁହିଁଙ୍କ ଭିତରେ କଣ ସ-ମ୍ପର୍କ ଥିଲା ଆମେ ଜାଣିନୁ। ହେଲେ ଆମ ଝିଅକୁ ଜୋ-ରଜ-ବରଦସ୍ତ ଶାରୀ-ରିକ ସ-ମ୍ପର୍କ ରଖି ମା-ରି ଦେଇଛି।ହଁ ଆଜ୍ଞା OYO ହୋଟେଲରେ ଜଣେ ଯୁବତୀଙ୍କୁ ଦୁଷ୍କ-ର୍ମ ପରେ ହ-ତ୍ୟା କରାଯାଇଥିବା ଅଭି-ଯୋଗ କରିଛନ୍ତି ପରିବାର ଲୋକେ। ଗୁଣନ ଥା-ନା ଅନ୍ତର୍ଗତ ହଲଦିଆପଦ ଛକ ନିକଟରେ ଥିବା OYO ହୋଟେଲରେ ଏଭଳି କିଛି ଘ-ଟଣା ଘଟିଥିବା ନେଇ ଅଭି-ଯୋଗ ଆସିବା ପରେ ଗୁଣନ ଥା-ନା ପୋ-ଲିସ ଘଟ-ଣା ସ୍ଥଳରେ ପହଁଚି ତ-ଦନ୍ତ ଆରମ୍ଭ କରିଦେଇଛି।

ତେବେ ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ଏହି ଯୁବତୀ ଜଣକ ରାୟଗଡା ଅଞ୍ଚଳର ଜଣେ ପୁରୁଷ ବନ୍ଧୁଙ୍କୁ ସାକ୍ଷତ କରିବା ପାଇଁ ବ୍ରହ୍ମପୁର ହଳଦିଆପଦ ନିକଟରେ ଥିବା ଏକ OYO ହୋଟେଲକୁ ଆସିଥିଲେ। ହେଲେ ହୋଟେଲରେ ଥିବା ସମୟରେ କୌଣସି ଏକ କାରଣ ଯୋଗୁ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତ୍ୱର ହୋଇଗଲା। ଆଉ ସେଥିପାଇଁ ପୁରୁଷ ବନ୍ଧୁ କୁଆଡେ ଯୁବତୀଙ୍କୁ ମେଡିକାଲକୁ ନେଇଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ଯୁବତୀଙ୍କୁ ମୃ-ତ ଘୋଷଣା କରିଥିଲେ।

ହେଲେ କେମିତି ଚାଲିଗଲା ପ୍ରେମିକାର ଜୀବନ। ପରିବାର ଲୋକେ କହୁଛନ୍ତି ଶାରୀ-ରିକ ସ-ମ୍ପର୍କ ରଖି ଜୀବନରୁ ମା-ରିଦେଲା ପ୍ରେମିକ। ଆଉ ଏପଟେ ପ୍ରେମିକ କହୁଛି ଯେ ହଠାତ ଆଉ କେଉଁ କାରଣ ଯୋଗୁ ଅସୁସ୍ଥ ହୋଇ ପଡିଥିଲା ପ୍ରେମିକା।ତେବେ ବାସ୍ତବରେ ଯୁବତୀ ଜଣକର କେମିତି ମୃ-ତ୍ୟୁ ହେଲା ତାକୁ ନେଇ ଅନେକ ସ-ନ୍ଦେହ ଉପୁଜୁଛି। ହେଲେ ଯୁବତୀଙ୍କ ମୃ-ତ ଦେହକୁ ଜ-ବତ କରି ପୋଷ୍ଟମ-ଟମ ପାଇଁ ପଠା ଯାଇଛି। ତେବେ ପୋଷ୍ଟମ-ଟମ ରି-ପୋର୍ଟ ଆସିବା ପରେ ଜଣା ପଡିବ ଯୁବତୀଙ୍କର କେମିତି ମୃ-ତ୍ୟୁ ହୋଇଛି।

Leave a Comment

Your email address will not be published. Required fields are marked *

Scroll to Top