ପ୍ରେମିକ ଫୋନ କରି ପ୍ରେମିକାକୁ ଜଙ୍ଗଲକୁ ଡାକିଲା…. ଆଉ ତାପରେ ପ୍ରେମିକାକୁ…।
ଦିନକୁ ଦିନ ସମାଜରେ ଅସାମାଜିକତା ବଢ଼ିବାରେ ଲାଗିଛି । ପ୍ରେମକୁ ଏକ ଖେଳଘର ବୋଲି ଆଜିର ଯୁବପିଢ଼ି ଭାବୁଛନ୍ତି । ପ୍ରକୃତ ପ୍ରେମର ମୂଲ୍ୟ ବୁଝୁ ନାହାନ୍ତି । ଆପଣ ମାନେ ପ୍ରତ୍ୟେକ ଦିନ ସମାଜରେ ଘଟୁ-ଥିବା ପ୍ରେମ ଓ ପ୍ରତାରଣାର ବିଭିନ୍ନ ଘ-ଟଣା ଦେଖିବାକୁ ପାଉଥିବେ । ଏଠାରେ ମଧ୍ୟ ପ୍ରେମିକ ଜଣକ ନିଜ ପ୍ରେମିକାକୁ ଦେଖା କରିବା ବାହାନାରେ ଜଙ୍ଗଲକୁ ଡ଼ାକି ନେଇ ସେଠାରେ ଦୁ-ଷ୍କର୍ମ କରି ତାର ହ-ତ୍ୟା କରି ଦେଇଛି ।
ଆଜ୍ଞା ହଁ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ଯୁବତୀ ଜଣକ ଜଙ୍ଗଲକୁ ଯାଇଥିଲେ ଶୌଚ ହେବାପାଇଁ । ହେଲେ ଯୁବତୀ ଜଣକ ଦୁଷ୍କ-ର୍ମର ଶି-କାର ହେଲେ । ଖାଲି ଦୁଷ୍କ-ର୍ମର ଶି-କାର ହେଲେ ତାହା ନୁହେଁ ଏହି ଯୁବତୀଙ୍କୁ ମଧ୍ୟ ଜୀବନରୁ ମା-ରିଦେଲେ । ସ୍ଥାନୀୟ ଲୋକେ କହିଛନ୍ତି ଯେ ଏହି ଯୁବତୀ ଜଣକ ଜଣେ ଯୁବକ ସହ ଅନେକ ସମୟରେ କଥା ହୁଏ । ଆଉ ଉକ୍ତ ଯୁବକ ଜଣକ ଜଙ୍ଗଲକୁ ଡ଼ାକିନେଇ ଥିଲା ଏହି ଯୁବତୀ ଜଣକଙ୍କୁ । ଶେଷରେ ଯୁବତୀଙ୍କୁ ଦୁ-ଷ୍କର୍ମ କରି ମା-ରି ଦେଇଥିବା ସ-ନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ ।
ତେବେ ସୁନ୍ଦରଗଡ଼ ଜିଲ୍ଲା ବଡ଼ ଗାଁ ଥା-ନା ଅଧୀନରେ ଏଭଳି କିଛି ଅଭା-ବନୀୟ ଘଟ-ଣା ଘଟିଥିବା ଜଣା ପଡ଼ିଛି । ଘ-ଟଣା ସ୍ଥଳରେ ପୋଲି-ସ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଏହି ଘଟ-ଣାର ତ-ଦନ୍ତ କରୁଛନ୍ତି । ଯେଉଁ ଯୁବକ ଜଣଙ୍କ ଏହି ଯୁବତୀଙ୍କୁ ଜଙ୍ଗଲ ଭିତରକୁ ଡ଼ାକି ନେଇଥିଲା ସେଇ ଯୁବକକୁ ପୋ-ଲିସ୍ ଧରି ଥା-ନାରେ ଅଟକ ରଖିଛି । ଆଉ ତା ନିକଟରୁ ପୋ-ଲିସ୍ କିଛି ତଥ୍ୟ ଉଗାଳୁଛି । ତେବେ ଯୁବତୀକୁ କିଏ ଦୁ-ଷ୍କର୍ମ କଲା ଓ କିଏ ଏବଂ କଣ ପାଇଁ ହ-ତ୍ୟା କଲା ତାହା ଜଣା ପଡ଼ିନାହିଁ । କିନ୍ତୁ ସ୍ଥାନୀୟ ଲୋକେ ସ-ନ୍ଦେହ କରିଛନ୍ତି ଯେ ଜଙ୍ଗଲକୁ ଡାକିଥିବା ଯୁବକ ଜଣଙ୍କ ମା-ରି ଦେଇଛି ।
ତେବେ ଖୁବ୍ ଶୀଘ୍ର ବଡ଼ ଗାଁ ଥା-ନା ପୋ-ଲିସ ଏହି ଘଟ-ଣାର ଫ-ର୍ଦ୍ଦାଫା-ସ୍ କରିବ । ତେବେ ଘରାଲୋକଙ୍କ କହିବା ମୁତାବକ ଗତକାଲି ଠାରୁ ନି-ଖୋଜ ଥିଲେ ନାବାଳିକା । ପରିବାର ଲୋକ ସଂଧ୍ୟାରେ ନାବା-ଳିକା ନି-ଖୋଜ ନେଇ ଥା-ନାରେ ଅଭି-ଯୋଗ କରିଥିଲେ । ଆଉ ସକାଳେ ଜଙ୍ଗଲରୁ ପରିବାର ଲୋକ ମୃ-ତଦେ-ହ ଉ-ଦ୍ଧାର କରିଥିଲେ । ନାବାଳିକାଙ୍କୁ ଦୁ-ଷ୍କର୍ମ ପରେ ହ-ତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭି-ଯୋଗ ଅନୁସାରେ ତ-ଦନ୍ତ ଜାରି ରଖିଛି ପୋ-ଲିସ।