ମୁଁ ଭାବି ନଥିଲି ଶୈଳେନ୍ଦ୍ର ଏମିତି ମୋ ଉପରେ ହାତ ପକାଇ…
ସବ୍ୟସାଚୀ ସାର୍ ବହୁତ୍ ହିଁ ହମ୍ବଲ୍ , ବହୁତ୍ କାଇଣ୍ଡ୍ ସେ । ମୋତେ ତାଙ୍କ ପାର୍ସନାଲିଟି ବହୁତ୍ ବଢ଼ିଆ ଲାଗେ ସବ୍ୟସାଚୀ ସାରଙ୍କର। ମୋତେ ତାଙ୍କର ଆକ୍ଟିଂ ସ୍କିଲ୍ ଅରିଜିନାଲ୍ ଲାଗେ।ସବ୍ୟସାଚୀ ସାରଙ୍କ ସହିତ ଯଦି କେବେବି ମିଳିଲା ତ ମୁଁ ଡେଫିନାଇଟଲି ହଁ କହିବି। ମୁଁ ସବୁ ଜିନିଷ ମେଣ୍ଟେନ୍ କରିକି ଚାଲେ। ରିଲ୍ସ୍, ରିଲ୍ସ୍ ବାଟରେ ପାଠ ପଢା, ପାଠ ପଢା ବାଟରେ। କିନ୍ତୁ ରିଲ୍ସ୍ ହେଲା ଜଣ ଜଣଙ୍କୁ ଆଡିକ୍ଟେଡ କରିଦିଏ।
ମୁଁ ବି ମଝିରେ ମଝିରେ ଆଡିକ୍ଟେଡ ହେଇଯାଏ କିନ୍ତୁ ମୁଁ ନିଜକୁ ହଟାଏ। ଲାଇକ୍ସ୍ ନ ଆସିଲେ ଆଫେକ୍ଟ୍ କରେ କଣ ପାଇଁ ଲାଇକ୍ସ୍ ଆସୁଥିଲା ରିସେଣ୍ଟଲି ତ ଠିକ୍ ଠାକ୍ ଚାଲୁଥିଲା ମଝିରେ କଣ ଏମିତି ଫ୍ରିଜ୍ ହେଇ ଯାଉଛି। ଯେ ଟୋଟାଲି ଫୋଲୋଆର୍ସ୍ ବଢ଼ୁ ନାହାଁନ୍ତି ଲାଇକ୍ସ୍ ବି ଆସୁନି। ତ ମୁଁ ମୋ ଆଡ଼ୁ ଏଫୋର୍ଟ ଦିଏ।
ମୋ ଆଡୁ ଯେତିକି ଏଫୋର୍ଟ ହେଇ ପାରିବ ମୁଁ ସବୁ ଏଫୋର୍ଟ ଦିଏ। ନୂଆ ଶାଢ଼ୀ ପିନ୍ଧେ, ନୂଆ ଶାଢ଼ୀରେ ଭିଡ଼ିଓ ବନାଏ। ମୋତେ ଶାଢ଼ୀ ପିନ୍ଧିଲେ ମୋତେ ଅଲଗା ଦୁନିଆଁରେ ଥିଲା ପରିକା ଲାଗେ। ମୁଁ ଶାଢ଼ୀ ପିନ୍ଧିଲେ ମୁଁ ଭାବେ କି ମୁଁ ହିଁ ସବୁଠୁ ସୁନ୍ଦର ମୋଠୁ ସୁନ୍ଦର ଆଉ କେହି ନାହିଁ। ଶାଢ଼ୀ ପିନ୍ଧିଲେ ହିଁ ବହୁତ୍ ଭଲ ଲାଇକ୍ସ୍ ଆସେ। ମୋର ଇଚ୍ଛା ହେଲା ମୁଁ ମୋ ନିଜେ ଇଣ୍ଡିପେଣ୍ଡେଣ୍ଟ ହବା। ମୋତେ ଇଚ୍ଛା ନାହିଁ କି ଗୋଭର୍ମେଣ୍ଟ ଜବ ବାଲା କେହି ଆସୁ କି ପ୍ରାଇଭେଟ୍ ଜବ ବାଲା କେହି ଆସୁ। କେହି ବି ଆସୁ ସେମିତି ମୋର କିଛି ନାହିଁ। ବାହା ତ ହେବି।
କିନ୍ତୁ ମୋତେ ଦରକାର କି ପିଲାଟା ଭଲ ପିଲା ହେଇଥିବା ଦରକାର। ତାର ଗୋଟେ ଭଲ ମନ ଥିବା ଦରକାର। ବାସ୍ ସେତିକି,ସେ ରଜୋଗାର ନ କଲେ ଚଳିବ। କିନ୍ତୁ ମୁଁ ତାକୁ ଖୁଆଇ ଦେବି ରଜୋଗାର କରିକି। କି ଲୋକଟା ଭଲ ହେଇଥିବା ଦରକାର। ଆଜିକାଲି ପଇସା ରହିଲେ କଣ ଲାଭ। ଯଦି ତମ ସ୍ଵାମୀ ସ୍ତ୍ରୀ ଭିତରେ ପଡୁ ନଥିବ । ମୋତେ ଏମିତି ପିଲା ଦରକାର୍ ଯିଏ ମୋତେ ବୁଝୁଥିବ, ମୋ ମନକୁ ବୁଝୁଥିବ ଆଉ ମୁଁ ତାକୁ ବୁଝି ପାରୁଥିବି। ସେ ମୋତେ ବୁଝେଇ ପାରୁଥିବ। ପଇସା ଅପେକ୍ଷା ଭଲ ପାଇବା ବେଶୀ ଜରୁରୀ
ପଇସା ତ କିଛି ବି ନୁହଁ। ପଇସା ରହିଲେ ବି ଭଲ ପାଇବା ଯଦି ସେଠି ନଥିବ ତାହେଲେ ପଇସାର ଭାଲ୍ୟୁ ସେଠି କିଛି ବି ନାହିଁ। ସୋସିଆଲ ମିଡ଼ିଆରେ ତମେ ଲୋକଙ୍କୁ ଚିହ୍ନିନ,ଜାଣିନ। ତାଙ୍କ ସହ ଏମିତି ହଠାତ୍ କଥା ହେବାଟା ବି ଠିକ୍ ନୁହେଁ ନା। ଆଜିକାଲି ଲୋକ ବହୁତ୍ ହିଁ ଖରାପ ହେଉଛି ଏଇ ସୋସିଆଲ ମିଡ଼ିଆ ପାଇଁ। ମୋତେ ଲାଗେ କି ମୁଁ ଗୋଟେ ଲୁକରେ ଭଲ ଦେଖାଯାଏ। ଜଣେ ଜଣେ ୱେଷ୍ଟର୍ନ ଡ୍ରେସରେ ଛୋଟ ଛୋଟ ଡ୍ରେସ୍ ପିନ୍ଧିଲେ ଭଲ ଦେଖା ଯାଆନ୍ତି।
ନିଜକୁ ଯିଏ ଯେଉଁ ଭଳିଆ ସୁନ୍ଦର ଭାବିବ ସେ ସେମିତି ହିଁ ସୁନ୍ଦର ଦେଖାଯିବ ବାହାରକୁ। ତ ମୋତେ ଲାଗେ କି ମୁଁ ଶାଢ଼ୀ ପିନ୍ଧୁଛି, ମୁଁ ସୁନ୍ଦର ଦେଖା ଯାଉଛି ତ ସମସ୍ତେ ସେଇଟାକୁ ହିଁ ଗ୍ରହଣ କରୁଛନ୍ତି। ନିଜକୁ କେଉଁଟା ସୁଟ୍ କରୁଛି ,ସେଇଟା ନିଜେ ହିଁ ବେଟର୍ ଜାଣି ପାରିବ। ମୋତେ ଶାଢ଼ୀ ଦିଅ ମୁଁ ଚବିଶ ଘଣ୍ଟା ରହିଯିବି, ଚବିଶ ବର୍ଷ ରହିଯିବି। ମୋର କୌଣସି ପ୍ରୋବଲେମ୍ ନାହିଁ। ମୁଁ ସେଇଥିରେ ଡାନ୍ସ୍ କରି ପାରିବି, ଖେଳି ପାରିବି ସବୁ କରି ପାରିବି। ଜଣେ ଜଣେ ଭାବନ୍ତି ଶାଢ଼ୀ ପିନ୍ଧିଛି ନାଇଁ ଖସିଯିବ କି ।
କିନ୍ତୁ ସେମିତି ଠିକ୍ ସେ ପିନ୍ଧିବାର ଅଛି ନା। ମୁଁ ଯେହେତୁ ନିଜେ ଇଣ୍ଡିପେଣ୍ଡେଣ୍ଟ ହେଇନି ମୁଁ କାହିଁକି ତାଙ୍କୁ ମୋ ବୋଝଟା ଦେଇ ଦେବି। ମୁଁ ବୋଝ ହେବାକୁ ଚାହୁଁନି, ମୁଁ ଇଣ୍ଡିପେଣ୍ଡେଣ୍ଟ ହବାକୁ ଚାହୁଁଛି। ଯିଏ ମୋ ପାଖରେ ଖୁସିରେ ରହି ପାରିବ। ବାପା ମାଆ ଚାହାଁନ୍ତି କି ଧନ ଥିଲେ ଝିଅ ମୋର ଭଲରେ ରହି ପାରିବ। ବାପା ମାଆ ଭାବନ୍ତି କି ମୁଁ ଯେମିତି ଚଳିଛି ସେମିତି ମୋ ଝିଅ ନ ରହୁ। ମୋ ଝିଅ ମୋଠୁ ବେଟର୍ ରହୁ। ନିଜକୁ ଯେଉଁଟା ପସନ୍ଦ ସେଇଟା କରି ଚାଲ। ଲୋକମାନେ ତ କହିବେ କିନ୍ତୁ ଲୋକମାନେ ଗୋଟେ ଟାଇମରେ ଆସେପ୍ଟ ବି କରିବେ।