ପିଲା ହେବା ପରେ ସ୍ବାମୀ ଛାଡିଲା ସ୍ତ୍ରୀର ହାତ, କହିଲା ତୁ ପଳା…ତୁ ମୋର ଆଉ ଦରକାର ନାହିଁ।

ଛୁଆ ଜନ୍ମ ହେଲା ସ୍ୱାମୀ ଛାଡି ପଳେଇଲା। ଡାକ୍ତରଖାନାରେ କଷ୍ଟ ପାଇ ଛ-ଟପ-ଟ ହେଉଛି ସ୍ତ୍ରୀ ହେଲେ ସ୍ୱାମୀ ପାଖକୁ ଆସୁନାହିଁ କହୁଛି ମୁଁ ତୋ ପାଖକୁ ଯିବି ନାହିଁ ମୁଁ ଆଉ ଗୋଟିଏ ବାହା ହୋଇ ସାରିଛି। ତୋତେ ମୁଁ ଆଉ ଆଣିବି ନାହିଁ।ହଁ ଆଜ୍ଞା ପେଟରେ ଛୁଆ ଥିଲା ଆଉ ଯେତେବେଳେ ଛୁଆ ବାହାରକୁ ଆସିବା ସମୟ ହେଲା ସେତେବେଳେ ଖାଲି ଡାକ୍ତରଖାନାରେ ଛାଡି ଦେଇ ନିଜର କର୍ତ୍ତବ୍ୟକୁ ସାରିଦେଲା। ସ୍ତ୍ରୀର ପାଖରେ ଟିକେ ବି ରହିଲାନି। ୮ ଦିନ ହେବ ମା’ ଛୁଆ ଏବେ ଡାକ୍ତରଖାନାରେ ଘୁରି ବୁଲୁଛନ୍ତି।

ଏଭଳି ଏକ ଅଭା-ବନୀୟ ଦୃ-ଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଟିକେ ଏଇ ଫୋଟଟିକୁ ଦେଖନ୍ତୁ ଏ ହେଉଛି ସେଇ ହାତଭାଗିନୀ ସ୍ତ୍ରୀ। ଯାହାକୁ ତାଙ୍କ ସ୍ବାମୀ ଛାଡି ପଳାଇଛନ୍ତି। ଡାକ୍ତରଖାନାରେ ଏବେ ଏକା ଏକା ଘୁରି ବୁଲୁଛନ୍ତି ଏ ୱାର୍ଡରୁ ସେ ୱାର୍ଡ।

ଅଭିଯୋଗ ମୁତାବକ ୨୦୨୧ ମସିହାରେ କେନ୍ଦ୍ରାପଡା ଆଳି ବ୍ଲକ କେଦୁଆ ପାଳ ନାଗା ମଠ ଗାଁର ଚନ୍ଦନ ମଲ୍ଲିକଙ୍କୁ ବିବାହ କରିଥିଲେ ଡଲି ମଲ୍ଲିକ ହେଲେ ବାହାଘରର କିଛି ଦିନ ପରେ ଆରମ୍ଭ ହୋଇଥିଲା ଶାଶୂ ଘର ଲୋକଙ୍କ ସହ ଡଲିଙ୍କର କଳି ଝ-ଗଡା। ଏହା ପରେ ସ୍ବାମୀ ସ୍ତ୍ରୀ ବାହାରେ ଆସି ରହୁଥିଲେ। ଆଉ ଏବେ ଯେତେବେଳେ ଡ଼ଲି ଗର୍ଭ-ବତୀ ହେବା ପରେ ତାଙ୍କର ପ୍ର-ସବ ପୀଡା ହେଉଥିଲା ସେତେବେଳେ ତାଙ୍କୁ ଡାକ୍ତରଖାନାରେ ଛାଡି ପଳାଇ ଆସିଥିଲେ ସ୍ୱାମୀ ଚନ୍ଦନ।

ହେଲେ ଛୁଆ ଜନ୍ମ ହୋଇସାରିଥିବା ପରେ ମଧ୍ୟ ଆଉ ଡାକ୍ତରଖାନାକୁ ଆସିନଥିଲେ। ଫୋନ କରି ଡାକିଲା ପରେ ସୁଧା ଚନ୍ଦନ ଆଉ ଆସୁନାହାନ୍ତି କହୁଛନ୍ତି ମୁଁ ଆଉ ଗୋଟିଏ ବାହା ହୋଇସାରିଛି। ତୋ ପାଖକୁ ଆଉ ଯିବି ନାହିଁ। ଏପଟେ ଘର ଲୋକ ହୁଅନ୍ତୁ କି ଶାଶୂ ଘର ଲୋକ କେହି ମଧ୍ୟ ଡ଼ଲିକୁ ଆଉ ଗ୍ରହଣ କରୁନାହାନ୍ତି।ଯଦି ଦେଖିବା ଏହି ଘ-ଟଣା ସମ୍ପର୍କରେ ସ୍ଥାନୀୟ ଟାଉନ ଥା-ନା ପୋ-ଲିସ ଜାଣିବା ପରେ ମା’ ଛୁଆଙ୍କୁ ଡାକ୍ତରଖାନାରୁ ନେଇ ଉଆନ୍ସଷ୍ଟକ ସେକ୍ଟରରେ ନେଇ ହସ୍ତାନ୍ତର କରିଛନ୍ତି। ପୋ-ଲିସ ଚନ୍ଦନକୁ ଖୋଜିବାରେ ତ-ଦନ୍ତ ଆରମ୍ଭ କରିଛି।

Leave a Comment

Your email address will not be published. Required fields are marked *

Scroll to Top