ପ୍ରଥମ ଥର ପାଇଁ କରୁଥିଲା… ଧରା ପଡିଗଲା…ଗାଡି EMI ପାଇଁ ଯୁବକ ଜଣକ ଏମିତି କରିଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ପଥମ ଥର ପାଇଁ କରିଲି ଆଉ ଶେଷରେ ଧ-ରା ବି ପଡ଼ିଗଲି। ହଁ ଆଜ୍ଞା ନୂଆବର୍ଷରୁ ଆରମ୍ଭ କରିଥିଲି ଆଉ ପ୍ରଥମ ଥର ପାଇଁ ଏମିତି କାର୍ଯ୍ୟ କରୁଥିଲି ମାତ୍ର ୯ ଦିନ ଭିତରେ ମୁଁ ଧ-ରା ପଡ଼ିଗଲି। ଗାଡି EMI ଦେବା ପାଇଁ ମୋ ପାଖେ ସମ୍ଭବ ନଥିଲା। ତେଣୁ ନୂଆବର୍ଷରୁ ଆରମ୍ଭ କରିଥିଲି ନୂଆ ତରିକା। ଟଙ୍କା ଅଭା-ବରୁ ଗାଡି EMI ଦେଇ ପାରୁନଥିଲି। ଗାଡିର କିସ୍ତି ଭରିବାକୁ ଦୁଇ ଥର ଭାବିଥିଲି ଏମିତି କାର୍ଯ୍ୟ କରିବାକୁ କିନ୍ତୁ ଗୋଟିଏ ଥର କରିଛି ଆଉ ଧରା ପଡ଼ିଗଲି।
ଫାଷ୍ଟଫୁଡ଼ ଦୋକାନଟିଏ ଥିଲା ସେଥିରେ ଚଳୁଥିଲି ମୁଁ କିନ୍ତୁ ହଠାତ ଦୋକାନର କାରିଗର ମାନେ ଛାଡି ଦେବାରୁ ଗାଡିର EMIଦେବା ମୋ ପାଖେ ସମ୍ଭବ ନଥିଲା। ସେଥିପାଇଁ ନୂଆବର୍ଷରୁ ମାରୁତି କାରରେ ଏମିତି କାର୍ଯ୍ୟ କରୁଥିଲି।ଦେଶୀ ମ-ଦ ବ୍ୟବସାୟ କରୁଥିଲି। ଆଉ ସେ କେଉଁ ଭଳି ବ୍ୟବସାୟ କରୁଥିଲେ ଆଉ ପ୍ରଥମ ଥର ପାଇଁ ଏମିତି କାର୍ଯ୍ୟ କାହିଁକି କରୁଥିଲେ ସେସବୁ କଥା ଅଭି-ଯୁକ୍ତ ନିଜ ମୁହଁରେ ବୋଖାଣିଛନ୍ତି।
ହଁ ଆଜ୍ଞା ମାରୁତି କାର ସହିତ ୫୨୦ ଲିଟର ଦେଶୀ ମ-ଦ ଜ-ବତ କରିବା ସହ ଜଣେ ଅଭି-ଯୁକ୍ତକୁ ଜବ-ତ କରିଛି ଅବକାରୀ ବିଭାଗ। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ସକାଳେ ଉକ୍ତ ତଥ୍ୟ ପାଇଁ ମୁଁ ବାଇଲ ୟୁନିଟ ଟିମ ଚଢ଼ାଉ କରି ୫୨୦ ଲିଟର ମ-ଦ ଜ-ବତ କରିବା ସହ କାର ଭିତରେ ଜଣେ ଅଭି-ଯୁକ୍ତକୁ ଗି-ରଫ କରି କୋର୍ଟ ଚା-ଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ ଏସଆଇ ଅଜୟ ପ୍ରଧାନ ତାଙ୍କ ଟିମ ସହିତ କୌଣସି ସୂତ୍ରରୁ ଖବର ପାଇ ବିର୍ଷାମୁଣ୍ଡା ଛକ ନିକଟରେ ଜଗି ବସିଥିଲେ।
ତେବେ ଅଭି-ଯୁକ୍ତ ତିଲୋକା ଅଞ୍ଚଳରେ ରହୁଥିବା ଧନଞ୍ଜୟ ସିଂ। ବୟସ ୩୬ ବର୍ଷ। ଓଡିଶା ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳର ଜୋରଏକେଲା ଭାଲୁଲେତା ଗାଁରୁ ବେଆଇନ ଭାବେ ଦେଶୀ ମ-ଦ କାର ଯୋଗେ ରାଉରକେଲା ଗୋପବନ୍ଧୁ ବାଲି ଅଞ୍ଚଳରେ ବିକି ଥାନ୍ତେ।କିନ୍ତୁ ହଠାତ ମା-ଡି ବସିଥିଲା ଅବକାରୀ ବିଭାଗ ଏବଂ ଅଭି-ଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିଲା ଅବକାରୀ ବାଇଲ ୟୁନିଟ ଟିମ।