ଭଲ ପାଇ ମୋ ସହ ସବୁ କଲା, ଏବେ କହୁଛି ୧୦ ଲକ୍ଷ ନେ ମୋତେ ଭୁଲିଯା।

ପ୍ରଥମେ ପ୍ରେମ କଲା ବାହା ହେବ ବୋଲି କହି ଶାରୀ-ରିକ ସ-ମ୍ପର୍କ ରଖିଲା। ଅପ୍ରେସନ ମଧ୍ୟ କଲା ଆଉ ଏବେ କହୁଛି ୧୦ ଲକ୍ଷ ନେଇଯା ଆଉ ସବୁଦିନ ପାଇଁ ସାଇଟ ହୋଇଯା।ପ୍ରଥମେ ପ୍ରେମ ପରେ ଶାରୀ-ରିକ ସ-ମ୍ପର୍କ ଏବଂ ପରବର୍ତୀ ସମୟରେ ଧୋ-କା ଏମିତି ପ୍ରେମ ସମ୍ପର୍କ ଯାହାକୁ ପ୍ରେମିକ କହୁଥିଲା ତୋ ହାତ କେବେବି ଛାଡିବିନି। ଏବେ ଶାରୀ-ରିକ ସ-ମ୍ପର୍କ ପରେ ଯେମିତି ମନ ଉଠି ଯାଇଛି। ଆଉ ଏମିତିକି ଗର୍ଭ-ପାତ ମଧ୍ୟ କରେଇଛନ୍ତି କିନ୍ତୁ ଏବେ ହାତ ଛାଡି ଦେଇଛନ୍ତି।

ଏଭଳି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ଇନ୍ଦଳ ବ୍ଲକ ବାଲିମି ଥା-ନା ଅନ୍ତର୍ଗତ କୋଟଲା ଗ୍ରାମରେ।ସୂଚନା ଅନୁଯାୟୀ କୋଟଲା ଗ୍ରମାରେ ଜ୍ୟୋତିରଞ୍ଜନ ସାମଲ ନାମକ ଏକ ଯୁବକ ସେହି ଗ୍ରାମରେ ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏତେ ନିବିଡ଼ ହୋଇଗଲା ଯେ ଉଭୟ ଶାରୀ-ରିକ ସ-ମ୍ପର୍କ ରଖିଲେ। ଯାହା ଫଳରେ ଯୁବତୀ ପ୍ରେଗନେଟ ମଧ୍ୟ ହୋଇଗଲେ। ଆଉ ଯୁବତୀ ପ୍ରେଗନେଟ ହେବା ପରେ ଯୁବକ ଜଣକ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କୁ କୌଶଳ କ୍ରମେ ଘରୁ ନେଇ ପଳେଇ ଗର୍ଭ-ପାତ କରାଇଥିଲେ।

ଗର୍ଭ-ପାତ କରିବା ସହ କାକଟପୁର ଅସ୍ତରଙ୍ଗର ଏକ ଭଡା ଘରେ ଉଭୟ ୧ ମାସ ରହିଲେ। ଏ ସମ୍ପ-ର୍କରେ ଯୁବତୀଙ୍କ ପରିବାର ଲୋକ ଜାଣିବା ପରେ ତାଙ୍କ ନିକଟରେ ପହଞ୍ଚିଥିଲେ ହେଲେ ଚତୁରତାର ସହ ପ୍ରେମିକ ଅଭିନୟ କରି କହିଥିଲା ମନ୍ଦିରକୁ ବିବାହ କରିବା ପାଇଁ ଯିବା। ଆଉ ପ୍ରେମିକ ଚକମା ଦେଇ ପାଣି ପିଇବାକୁ କହି ବାହାନା କରି ସେଠାରୁ ଚ-ମ୍ପଟ ମା-ରିଥିଲା।ଏହା ଫଳରେ ନିରାଶା ହୋଇ ପ୍ରଥମେ ଲାଲବାଗ ଥା-ନା ଓ ପରେ ବାଲିମି ଥା-ନା ଇନ୍ଦଳରେ ପିଡିତା ଓ ତାର ବାପା ଅଭି-ଯୋଗ କରିବା ସହିତ ନ୍ୟାୟ ପାଇବା ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *