ବାହାଘର ପ୍ରସେସନରେ ବରକୁ ଜାବୁଡି ଧରି ନାଚିଲା ଗାଁ ଯୁବତୀ। କନିଆ ରାଗିକି ଏମିତି କଲା….।

ଗାଁ ମଝିରୁ ଦୌଡ଼ି ଦୌଡ଼ି ଆସିଲା ଆଉ ବର ବେଶ ପ୍ରେମିକକୁ କୁଣ୍ଡାଇ କାନ୍ଦି ପକାଇଲା। ତୁ ମୋତେ ଛାଡ଼ି ଜାଆନା ତୋ ବିନା ମୁଁ ବଞ୍ଚି ପାରିବିନି ତୋ ବିନା ମୁଁ ମରିଯିବି କହୁ ଥିଲା ପ୍ରେମିକା। ସମସ୍ତଙ୍କ ସାମ୍ନାରେ ବର ବେଶରେ ଥିବା ପୁଅକୁ ଧରି କଇଁ କଇଁ ହୋଇ ହୋଇ କାନ୍ଦି ପକାଇଥିଲା।

ବନ୍ଧୁଗଣ ବାହା ହେବାକୁ ବର ଯାତ୍ରୀକୁ ନେଇ ଯାଉଥିଲା ବର। କିନ୍ତୁ ଅଧା ବାଟରେ ସେହି ବର ସହିତ ଏମିତି ସବୁ ଘଟିଗଲା।ହଁ ଆଜ୍ଞା ବର ବାହା ହେବାକୁ ଯାଉଥିବା ବେଳେ ଜଣେ ଝିଅ ଗାଁ ଭିତରୁ ଦୌଡ଼ି ଦୌଡ଼ି ଆସିଲା ଆଉ ସମସ୍ତଙ୍କ ଆଗରେ ଆଉ ତାକୁ କୁଣ୍ଡାଇ ଧରି କାନ୍ଦିବାକୁ ଲାଗିଲା। ଆଉ ଏପଟେ ପୁଅକୁ ଧରି କାନ୍ଦୁଥାଏ ଆଉ ସେପଟେ କହୁଥାଏ ମୋତେ ଛାଡ଼ି ତୁ ଯାଆନା।

ବନ୍ଧୁଗଣ ଘଟଣା ହେଉଛି ଏ ଦୁଇ ଜଣ ହେଉଛନ୍ତି କୁଆଡେ ଦୁଇ ପ୍ରେମୀଯୁଗଳ। ବର୍ଷ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ପ୍ରେମ କରି ଆସୁଥିଲେ। ଆଉ ଦୁହେଁ ଆଗକୁ ଯାଇ ବିବାହ କରିବାକୁ ମଧ୍ୟ ଯୋଜନା କରିଥିଲେ। କିନ୍ତୁ ସେମାନଙ୍କ ଭଲ ପାଇବାର ଘର ଲୋକ ଯେମିତି ଫାଟ ସୃଷ୍ଟି କରି ଦେଇଥିଲେ। ଝିଅର ଛୋଟ ଜାତି ବୋଲି ପୁଅ ଘର ଲୋକେ ଏଇ ପ୍ରେମ ବିବାହକୁ ଗ୍ରହଣ କରିନଥିଲେ। ଆଉ ପୁଅ ଯେତେ ବୁଝାଇଥିଲେ ମଧ୍ୟ ଘର ଲୋକ ପୁଅକୁ ଏ ଝିଅ ସହିତ ବାହାଘର କରିବା ପାଇଁ ରାଜି ହୋଇନଥିଲେ।

ଆଉ ଶେଷରେ ପୁଅ ମଧ୍ୟ ଝିଅକୁ ନିଜର ପ୍ରେମ ସମ୍ପର୍କକୁ ସେଇଠୁ ବନ୍ଦ କରି ଝିଅକୁ ମୋତେ ଭୁଲି ଯା’ ଆଉ ତୁ ଅନ୍ୟ ଜଣଙ୍କୁ ବାହା ହୋଇଯା ବୋଲି କହିଥିଲା। ଆଉ ଏଭଳି ପରିସ୍ଥିତିରେ ପୁଅ ଘର ଲୋକେ ତାଙ୍କ ପୁଅ ବାହାଘର ଠିକ କରିଦେଇଥିଲେ। କିନ୍ତୁ ଝିଅ ସେପଟେ ନିଜର ପ୍ରେମିକ ଛଡା ଆଉ କାହାକୁ ବିବାହ କରିବନି ବୋଲି ଜିଦି ଧରି ବସିଥିଲା। ଆଉ ଯେତେବେଳେ ଜାଣିବାକୁ ପାଇଲା ପୁଅର ବାହାଘର ଠିକ ହୋଇଯାଇଛି ଆଉ ପୁଅ ଆଜି ବର ବେଶରେ ଆସୁଛି ତ ସେତେବେଳେ ଝିଅ ଗାଁ ଭିତରୁ ଦୌଡ଼ି ଦୌଡ଼ି ଆସିଥିଲା ପୁରୁଣା ପ୍ରେମିକା।

ଆଉ ନିଜ ପ୍ରେମିକକୁ ସମସ୍ତଙ୍କ ସାମ୍ନାରେ ଜାବୁଡି ଧରି କାନ୍ଦିଥିଲା। ଆଉ କାନ୍ଦି କାନ୍ଦି କହୁଥିଲା ତୁ ମୋତେ ଛାଡ଼ି ଯାଆନା। ମୁଁ ତୋ ବିନା ବଞ୍ଚି ପାରିବିନି। ଆଉ ସେତେବେଳର ପରିବେଶ ଏଇ ଫୋଟରେ ଟିକେ ଦେଖନ୍ତୁ ଏମିଟିଥିଲା।ତା’ପରେ କୁଆଡେ ସେହି ପୁଅର ବାହାଘର ସେଇଠୁ ହିଁ ଭାଙ୍ଗି ଯାଇଥିଲା। ଆଉ ସେଇଠି ହିଁ ଝିଅ ସହିତ ନିଜର ପୁରୁଣା ପ୍ରେମିକା ସହିତ ପୁଅର ବାହାଘର କରେଇ ଦିଆଯାଇଥିଲା।ବନ୍ଧୁଗଣ ଏ ଘଟଣା କେଉଁ ଜାଗାରେ କିଛି ଜଣା ପଡିନଥିବା ବେଳେ ଏହି କେଇ ମିନିଟର ଦୃଶ୍ୟ ସତରେ ଯେମିତି ସବୁକିଛି ବୟାନ କରିଦେଉଛି। ଆଉ ଯଦି କେହି ଜଣଙ୍କୁ ସଚା ପ୍ରେମ କରୁଥାଏ ତା ପ୍ରେମ ଭାଙ୍ଗିବନି ବୋଲି ଏଇ ଫୋଟ ହିଁ ବୟାନ କରିଦେଉଛି।

Leave a Reply

Your email address will not be published. Required fields are marked *