୫ ମିନିଟରେ ଏମିତି ଆସେ ମୃ-ତ୍ୟୁ। ପଡ଼ୋଶୀଙ୍କ ଶବ ଦେଖୁ ଦେଖୁ ମ-ରିଗଲେ ସୁବାସିନୀ।

ବୁଢ଼ୀ ମାଉସୀଙ୍କୁ ଦେଖିବାକୁ ମେଡିକାଲକୁ ଯାଇଥିଲେ…ହେଲେ ନିଜେ ସୁବାସିନୀ ଚାଲିଗଲେ…ଏବେ ପରିବାର ପୁରା ସ୍ତବ୍ଧ।ବନ୍ଧୁଗଣ ଏମିତି ବି ମୃ-ତ୍ୟୁ ଆସେ। ପଡ଼ୋଶୀଙ୍କ ଶ-ବକୁ ଦେଖୁ ଦେଖୁ ମାତ୍ର ୫ ମିନିଟ ଭିତରେ ଉଡ଼ିଗଲା ପ୍ରା-ଣ ବାୟୁ। ପଡ଼ୋଶୀଙ୍କ ଶ-ବ ଦେଖିବାକୁ ଯାଇଥିଲେ ମେଡିକାଲକୁ ଆଉ ସେହି ସ୍ଥାନରେ ହିଁ ସେ ନିଜେ ହୋଇଗଲେ ଶ-ବ।ହଁ ଆଜ୍ଞା ମାତ୍ର ୫ ମିନିଟ ଭିତରେ ହସ ଖୁସିର ପରିବାରଟି ପୁରା ଛାରଖାର ହୋଇଗଲା। ସବୁ ସୁଖ ଦୁଃ-ଖରେ ପରିଣତ ହୋଇଗଲା। ଏଇ କିଛି ସମୟ ପୂର୍ବରୁ ମୋ ଦିଦି ମୋ ସହ କଥା ହୋଇଥିଲେ ଆଉ ମୋ ହାତରୁ ରୁଟି ଭଜା ଖାଇଥିଲେ ଆଉ ତାପରେ ପଡ଼ୋଶୀ ବୃଦ୍ଧା ମା’ ଟିର ମୃ-ତ୍ୟୁ ଖବର ଶୁଣିବା ପରେ ତାଙ୍କୁ ଡାକ୍ତରଖାନାକୁ ଦେଖିବା ପାଇଁ ଯାଇଥିଲେ। ସେଇ ବୃଦ୍ଧା ମା’ର ମ-ରା ଶରୀରକୁ ଦେଖି ସେଇ ସ୍ଥାନରେ ହିଁ ଟଳି ପଡିଲେ ସୁବାସିନୀ।

କିଏ ବା ଜାଣିଥିଲା ସାନ ଯା ହାତରୁ ରୁଟି ଭଜା ଖାଇବା ପରେ ଆଉ ସେ କେବେ ଖାଇପାରିବେନି ବୋଲି। ତାଙ୍କର ସେଇ ଖାଇବା ଶେଷ ଖାଇବା। ମାତ୍ର ୫ ମିନିଟ ଭିତରେ ଏଭଳି ମୃ-ତ୍ୟୁ ହୋଇଗଲାଯାହାକୁ ଶୁଣି ଏ ପରିବାର ପୁରା ଭାଙ୍ଗି ପଡିଛନ୍ତି। ଆଉ ଏ ସାନ ଯା କହୁଛି ମୋ ଦିଦି ପ୍ରଥମେ ଆସିଥିଲେ ଘରକୁ ତା ପରେ ମୁଁ ଆସିଥିଲି କିନ୍ତୁ ଆଜି ମୁଁ ଅଛି ସେ ମୋତେ ଏକା କରି ଚାଲିଗଲେ। ମୁଁ ଏବେ ମୋ ବଡ଼ ଜାଙ୍କ ବିନା କେମିତି ବଞ୍ଚିବି। ସେ ମୋର ଜା ନଥିଲେ ସେ ମୋର ବଡ଼ ଭଉଣୀ ଥିଲେ। ମୁଁ ଏତେ ବଡ଼ ହେଲିଣି ଏମିତିକା ମରଣ ମୁଁ କେବେ ଦେଖିନି କି ଶୁଣିନୀ। ଏମିତି କହୁଛନ୍ତି ଆଉ କାନ୍ଦୁଛନ୍ତି ସୁବାସିନୀଙ୍କ ସାନ ଯା।

ହଁ ଆଜ୍ଞା ଘରୁ ବାହାରି ପଡ଼ିଥିଲେ ଡାକ୍ତରଖାନାକୁ ଆଉ ଡାକ୍ତରଖାନା ଗଲା ବେଳେ ସମ୍ପୁର୍ଣ୍ଣ ସୁସ୍ଥ ଥିଲେ ସୁବାସିନୀ। କିନ୍ତୁ ମେଡିକାଲକୁ ଯାଇଥିଲେ ସ୍ବାମୀଙ୍କ ସହ ଆଉ ଶବ ହୋଇ ଘରକୁ ଫେରିଲେ। ଆଉ ସୁବାସିନୀଙ୍କର ଏଭଳି ମୃ-ତ୍ୟୁକୁ ସହି ପାରୁନାହାନ୍ତି ପରିବାର ଲୋକେ। ଆଉ ସ୍ତ୍ରୀର ଏଭଳି ମୃ-ତ୍ୟୁରେ ସ୍ୱାମୀ ପୁରା ନୀରବ ହୋଇଯାଇଛନ୍ତି।ଆଉ ସୁବାସିନୀ ନିଜ ପୁଅକୁ ଏକା କରି ଏତେ କମ ବୟସରେ ଏ ଦୁନିଆ ଛାଡି ଚାଲିଗଲେ। ଏହାକୁ ସାନ ଯା ସହଜରେ ବିଶ୍ୱାସ କରି ପାରୁନାହାନ୍ତି। କି ଏ ପୁଅବି ବିଶ୍ୱାସ କରି ପାରୁନାହିଁ। ଗାଁ ସ୍ମଶା-ନରେ ଜ-ଳୁଛି ଚିତା।

ହଁ ଆଜ୍ଞା ଏମିତି ହୃଦୟ ବିଦାରକ ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥା-ନା ଅଞ୍ଚଳରେ। ନୀଳଗିରି କଦମ୍ବ ସାହିର ସୁବାସିନୀ। ଘରେ ଖାଇବା ପରେ ପଡ଼ୋଶୀଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ଦେଖିବାକୁ ଧାଇଁ ଯାଇଥିଲେ ମେଡିକାଲକୁ। ଆଉ ସେଇଠାରେ ହିଁ ସୁବାସିନୀଙ୍କର ଜୀବନ ଦୀପ ସବୁଦିନ ପାଇଁ ଲିଭି ଗଲା।

ପଡ଼ୋଶୀ ବୃଦ୍ଧା ମା’ ସାବିତ୍ରୀଙ୍କୁ ସୁବାସିନୀ ମେଦିନୀ ରାୟ ଏତେ ଭଲ ପାଉଥିଲେ ଯେ ତାଙ୍କ ମୃ-ତ ଦେହକୁ ଦେଖି ଉଡ଼ିଗଲା ସୁବାସିନୀଙ୍କ ପ୍ରାଣ ବାୟୁ। ସାବିତ୍ରୀ ମା’ଙ୍କର ମୃ-ତ୍ୟୁ ଖବର ପାଇବା ପରେ ସ୍ବାମୀଙ୍କ ସହ ସ୍କୁଟିରେ ମେଡିକାଲକୁ ଯାଇଥିଲେ। ପଡ଼ୋଶୀ ସୁବାସିନୀ ମେଦିନୀ ରାୟମେଡିକାଲରେ ପହଁଚିଲା ବେଳକୁ ଶୋକା-କୁଳ ପରିବେଶ ସୃଷ୍ଟି ହୋଇଥିଲା। କା-ନ୍ଦ ବୋବାଳିରେ ଫାଟି ପଡୁଥିଲା ମେଡିକାଲ ପରିସର। ଆଉ ସାବିତ୍ରୀଙ୍କ ମୃ-ତ ଦେହ ପାଖରେ ପରିବାର ଲୋକେ ଛାତି ଫଟାଇ କା-ନ୍ଦୁଥିଲେ।

ଆଉ ଏଇ ମେଡିକାଲର ଦୃ-ଶ୍ୟ ଦେଖି ଧର୍ଯ୍ୟହରା ହୋଇ ପଡିଲେ ସୁବାସିନୀ। ଆଉ ସେଇଠାରେ ହିଁ ଟଳି ପଡିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡିକାଲକୁ ନେଇଥିଲେ ଚିକିତ୍ସିତ ପାଇଁ କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁ-ତ୍ୱର ହେବାରୁ ବାଲେଶ୍ଵର ଉଚ୍ଚ ଚିକିତ୍ସଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଉ ଡାକ୍ତରଖାନାରେ ପହଁଚିଲା ବେଳକୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।ଏଇ ଖବର ଶୁଣି ନୀଳଗିରି ଅଞ୍ଚଳରେ ସମସ୍ତଙ୍କ ମନ ଦୁଃ-ଖିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *