ଭୁବନେଶ୍ୱରରେ ଜଘନ୍ୟ କା-ଣ୍ଡ ଘଟାଇ ଶଶୁର ଘର ଗୁହାଳେ ଲୁ-ଚିଥିଲା ଘନିଆ। ମାଡି ବସିଲା ପୋ-ଲିସ।

୪ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ହ-ତ୍ୟା କରିଥିଲା ଘନିଆ। ଆଉ ହ-ତ୍ୟା କରିବା ପରେ ଘନିଆ ଭୁବନେଶ୍ୱର ରୁ ଯାଇ ଶଶୁର ଘରର ଗୁହାଳ ଘରେ ଲୁଚିଥିଲା। ଶଶୁର ଘର ଗୁହାଳ ଭିତରୁ ଘନିଆକୁ ମାଡି ବସିଥିଲା ପୋ-ଲିସ।ହଁ ୪ ବର୍ଷର ନିଷ୍ପାପ ଝିଅଟିଏ ଭଲସେ କଥା କହିବା ଶିଖି ନାହିଁ। ଖନେଇ ଖନେଇ କଥା କହୁଥିବ। ଦୁନିଆକୁ ବୁଝିବା ତ ଦୂରର କଥା ଦୁନିଆକୁ ଭଲସେ ଦେଖିବି ନାହିଁ। ୪ ବର୍ଷର ନିଷ୍ପାପ ଶିଶୁ କନ୍ୟାଟିକୁ ଏଇ ଘନିଆ ହ-ତ୍ୟା କରିଛି।

ଘନିଆକୁ ହ-ତ୍ୟା କରିବା ଅଭି-ଯୋଗରେ ଘନିଆକୁ ଏବେ ବର୍ତ୍ତମାନ ପୋ-ଲିସ ତା ଶଶୁର ଘରର ଗାଈ ଗୁହାଳରୁ ଗି-ରଫ କରିଛି।ପଖରୀଫୁଟ ଓଭରବ୍ରିଜ କେଳା ବସ୍ତିରେ ଦୁଇ ଦିନ ତଳେ ସନ୍ଧ୍ୟାରେ ଚହଳ ଖେଳିଗଲା। କାରଣ ବସ୍ତିର ୪ ବର୍ଷର ଶିଶୁ କନ୍ୟାକୁ କିଏ ହ-ତ୍ୟା କରିଥିଲା। ବନ୍ଧୁଗଣ ସେହି ବସ୍ତିର ଘନିଆ ସେହି ୪ ବର୍ଷର ଶିଶୁ କନ୍ୟାକୁ ହ-ତ୍ୟା କରିଥିବା ଅଭି-ଯୋଗ ହୋଇଥିଲା। ଆଉ ସେଠାରେ ବସ୍ତି ବାସିନ୍ଦାଙ୍କୁ ଚକମା ଦେଇ ଅଭି-ଯୁକ୍ତ ଘନିଆ ଖସି ପଳାଇବାକୁ ସକ୍ଷମ ହୋଇଥିଲା। ଆଉ ତାର ଖସି ପଳାଇବାର ତରିକା ବି ଅଲଗା ଥିଲା।

ଭୁବନେଶ୍ୱରରୁ ଖସି ଜଗତସିଂହପୁରର ଶଶୁର ଘରର ଗାଈ ଗୁହାଳରେ ଲୁ-ଚି ଯାଇଥିଲା ଘନିଆ ଆଉ ଖବର ପାଇ ମାଡି ବସିଥିଲା ପୋ-ଲିସ।ଅଭି-ଯୁକ୍ତ ଘନିଆ ଲିଙ୍ଗରାଜ ଷ୍ଟେ-ସନ ପାଚେରୀ ଡେଇଁ ରେଳ ଧାରଣା ଭିତରକୁ ପଶି ଥିଲା। ଷ୍ଟେସନର କିଛି ମିଟର ଦୂରରେ ଏକ ବୁଦା ମୂଳେ କୁଆଡେ ଲୁ-ଚି ରହିଥିଲା। ଆଉ ପରେ ଏକ ଟ୍ରେନରେ କଟକ ରେଳ ଷ୍ଟେସନରେ ଓଲ୍ହାଇ ଥିଲା। ସେଠାରୁ ବସ ଯୋଗେ ଜଗତସିଂହପୁର ରାହାମା ସ୍ଥିତ ତା ଶଶୁର ଘରକୁ ଯାଇଥିଲା। ସେଠାରେ ତା ଶଶୁର ଘରର ଗାଈ ଗୁହାଳ ଭିତରେ ଲୁ-ଚି ବସିଥିଲା।

ଏୟାରଫିଲ ଥା-ନା ପୋ-ଲିସ ଏକ ସ୍ପେଶାଲ ସ୍କୁଆଡ଼ ଘନିଆକୁ ଖୋଜିବାରେ ଲାଗିଥିଲା। ଘନିଆର ମୋବାଇଲ ନମ୍ବର ଟ୍ରାକ କରାଗଲା। କଟକ ଜଗତସିଂହପୁର ମଝି ରାସ୍ତାରେ ମୋବାଇଲର ଶେଷ ଲୋକେଶନ ଠାବ କରାଗଲା। ଆଉ ଏପଟେ ପୋ-ଲିସ ବସ୍ତିର ଲୋକଙ୍କ ଠାରୁ ଜାଣିବା ପାଇଁ ପାଇଲା ଯେ ଜଗତସିଂହପୁର ହେଉଛି ଘନିଆର ଶଶୁର ଘର। ତେବେ ଘନିଆ ତାର ଶଶୁର ଘରକୁ ଯାଇଥିବା ପୋ-ଲିସ ଟିମ ଅନୁମାନ କରିଥିଲା।

ଏହାପରେ ତୁରନ୍ତ ଗୋଟିଏ ଟିମ ରାହାମା ଅଭିମୁଖେ ବାହାରିଥିଲା। ଏହା ପରେ ପୋ-ଲିସ ଆସୁଥିବା ଶୁଣି ଶଶୁର ଘରର ଖଟରୁ ଆସି ଘନିଆ ଗୁହାଳ ଘର ଭିତରେ ପଶିଥିଲା। ଆଉ ଗୁହାଳ ଘରୁ ପୋ-ଲିସ ତାକୁ କାବୁ କରିଥିଲା। ପୋ-ଲିସ ସାମ୍ନାରେ ସବୁ ସତ କଥା ମାନିଛି ଘନିଆ।ତେବେ ୪ ବର୍ଷର ଶିଶୁ କନ୍ୟାକୁ କାହିଁକି ହ-ତ୍ୟା କଲା। ଏ ନେଇ ଏବେ ଅନେକ ଗୁଡିଏ ପ୍ରଶ୍ନ ସାମ୍ନାକୁ ଆସୁଛି। ପୋଲି-ସର ଅଧିକ ତ-ଦନ୍ତ ପରେଘନିଆ ଆଉ କିଛି କଥା କହିବ ବୋଲି ଆଶା କରାଯାଉଛି। ଯାହା ଉପରେ ରହିଛି ସମସ୍ତଙ୍କର ନଜର।

Leave a Reply

Your email address will not be published. Required fields are marked *