ଏଭଳି ସୁଯୋଗ ଜମାବି ଛାଡ଼ନ୍ତୁନି, ଏକଦମ ଖସି ଆସିଲା ସୁନା ଦର, ଜଲଦି ଜଲଦି କିଣିନିଅନ୍ତୁ।

ବାହାଘର ପାଇଁ ଆଉ ରହିବନି ଚିନ୍ତା ଏକଦମ ଖସି ଆସିଲା ସୁନା ଦର। କରନ୍ତୁନି ବିଳମ୍ବ ଜଲଦି କିଣି ଆଣନ୍ତୁ। ଝିଅ ବାହାଘର ପାଇଁ ଆଉ ରହିବନି ଚିନ୍ତା ଆସିଲା ବଡ଼ ସୁଯୋଗ। ଏକଦମ କମିଲା ସୁନା ଦର। କରନ୍ତୁନି ବିଳମ୍ବ ଜଲଦି ଜଲଦି କିଣି ନିଅନ୍ତୁ। ଲଗାତାର କିଛି ଦିନ ଧରି କ୍ରମାଗତ ଭାବରେ ସୁନା ଦରରେ ହ୍ରାସ ପାଉଛି।

ତେବେ ବିବାହ ସିଜିନରେ ଆପଣ ବି ଯଦି ସୁନା କିଣିବାକୁ ଚାହୁଁଛନ୍ତି ତେବେ ଜାଣିନିଅନ୍ତୁ କେତେ ରହିଛି ଦାମ। ହଁ ଆଜ୍ଞା ଯଦି ଆପଣ ଦେଖିବେ ଲଗାତାର ୭ ରୁ ୮ ଦିନ ଭିତରେ ଏକଦମ ଖସି ଆସିଛି ସୁନା ଦର। ଗତ ୨୧ ତାରିଖରେ ସୁନା ଦର ୭୫ ହଜାର ଟପି ଯାଇଥିବା ବେଳେ ୨୨ ତାରିଖ ବେଳକୁ ଟିକେ ହ୍ରାସ ପାଇଥିଲା ସୁନା ଦର। ମାତ୍ର ୨୩ ତାରିଖ ବେଳକୁ ସୁନା ଦର ସ୍ଥିର ରହିଥିବା ବେଳେ ପୁଣି ୨୪ ତାରିଖ ବେଳକୁ କମିଥିଲା ସୁନା ଦର। ଏହା ପରେ ଲଗାତାର ୨୫ ରୁ ୨୬ ତାରିଖରେ ସ୍ଥିର ରହିଛି ସୁନା ଦର। ୯୦୦ ଟଙ୍କା କମି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୬ ହଜାର ୪ ଶହ ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୭୨ ହଜାର ୪୪୦ ଟଙ୍କା ରହିଛି ।

ତେବେ ଆଗ କିଛି ଦିନ ଅପେକ୍ଷା ଏବେ ଏହି ଦୁଇ ଦିନ ହେବ ସୁନା ରେଟ ବହୁ ପରିମାଣରେ ତଳକୁ ଖସିଛି। ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୪ ହଜାର ୪ଶହ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୭୨ ହଜାର ୪୪୦ ଟଙ୍କା ହୋଇଛି।

ଏଥି ସହିତ ମୁମ୍ବାଇରେ ୨୨କ୍ୟାରେଟ ଏବଂ ୨୪ କ୍ୟାରେଟର ସୁନା ଦର ୬୪ ହଜାର ୪ଶହ ଟଙ୍କା ଓ ୭୨ ହଜାର ୪୪୦ ଟଙ୍କା ରେକର୍ଡ ହୋଇଥିବା ବେଳେ ନୂଆ ଦିଲ୍ଲୀରେ ୬୬ ହଜାର ୫୫୦ ଟଙ୍କା ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୨ ହଜାର ୫୯୦ ଟଙ୍କା ରହିଛି।ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟର ମୂଲ୍ୟ ୬୬ ହଜାର ୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୭୨ ହଜାର ୫୫୦ ଟଙ୍କା ରହିଥିବା ରେକର୍ଡ କରାଯାଇଛି।

ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକୋତାରେ ଯଥାକ୍ରମେ ୬୬ ହଜାର ୪୦୦ ଟଙ୍କା ଏବଂ ୨୪ କ୍ୟାରେଟର ମୂଲ୍ୟ ୭୨ ହଜାର ୪୪୦ ଟଙ୍କା ରହିଛି। ଅନ୍ୟପଟେ ରୂପା ଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୯୧ ହଜାର ୯୦୦ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *