ଖାଲି ଇଲେକ୍ସନ ସରୁ ତୋତେ ଷ୍ଟାଟସ ଦେଖେଇବି
ସାଧାରଣ ନିର୍ବାଚନ-୨୦୨୪ ପାଖେଇ ଆସୁଥିବା ବେଳେ ଓଡ଼ିଶା ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇ ପଡ଼ିଛି ଆଉ ସେଥିପାଇଁ ପ୍ରକ୍ରିୟା ମଧ୍ୟ ଜୋର୍ ସୋର୍ ଜାରି ରହିଛି । ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି ।
ବିଭିନ୍ନ ରାଜନୈତିକ ଦଳର ନେତା ମାନେ ନିଜ ଦଳକୁ ଜିତେଇବା ଲାଗି ଜୋର୍ ସୋର୍ ର ନିଜର କାର୍ଯକ୍ରମ ସବୁ ଆରମ୍ଭ କରି ଦେଲେଣି।ଆସ୍କା ରେ ଯେଉଁ ଡିଆଇ ଥିଲେ ତାଙ୍କଠୁ ଧୋଇକି ନେଇଯାଇଛି ସିଏ ଏଇ ଲୋକକୁ ସସପେଣ୍ଡ୍ କରିଦେଲା, ତା’ପରେ ଏ ଲୋକ ହାଇକୋର୍ଟ ଗଲେ ହାଇକୋର୍ଟ ଅର୍ଡର୍ ଦେଲା ତାଙ୍କୁ ରିଇନ୍ଷ୍ଟିଟ୍ କରିବା ପାଇଁ ସେ ତା’କୁ ବି କରାଇଦେଲାନି ।
ଦ୍ଵିତୀୟ ରେ ସେ ହାଇକୋର୍ଟରେ ପୁଣି କଣ୍ଟେଣ୍ଟ୍ ରେ ପକେଇଲେ ଅର୍ଡର୍ ଆସିଲା ପରେ ମାସ୍ ଏଜୁକେସନ୍ ରେ ତାକୁ ଗ୍ରହଣ କରେଇ ଦେଲାନି। ଏହିପରି କିଛି ପ୍ରତିକ୍ରିୟା ରଖିଛନ୍ତି ଟାଣୁଆ ନେତା ପ୍ରତୀପ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି କି ଇଏ ଏମିତି ବି ନେତା ହେଇଛି କାଢୁଆ ନେତା ହେଇଛି ଆଉ ଗୋଟେ କ’ଣ କହିଛି ଆଉ ଥରେ ଜେଲ୍ ତୋର ଷ୍ଟାଟସ୍ ଟା କ’ଣ ନିର୍ବାଚନ ସରୁ ତୁ କେତେଥର ଜେଲ୍ ଯିବୁ ମୁଁ ଦେଖିବି।
ଆହୁରି ଅନେକ ବିଜେଡ଼ି ନେତା ମାନେ ବିଜେପି ରେ ମିଶିଛନ୍ତି ସେମାନଙ୍କୁ ଯେତେବେଳେ ପୁରୁଣା ଦଳ ଛାଡ଼ିବାର କାଣ ପଚରାଗଲା ସେମାନେ କହିଲେ କି ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟନିଷ୍ଠା ଏବଂ ତାଙ୍କର ଚିନ୍ତାଧାରା ସୁ ଶାସନରେ ଆମେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଛୁ। ଆମ ସହ ଆମ ଅଞ୍ଚଳର ମିନିମମ୍ ୧୨ ରୁ ୧୪ ହଜାର ଲୋକ ଯୋଗ ବିଜେପିରେ ଯୋଗ ଦେଉଛନ୍ତି। ଲୋକମାନେ ଚାହୁଁଛନ୍ତି କି ଏବେ କେଉଁ ଭଳି ଭାବେ ସୁଶାସନ ହେବ ଏବଂ ନୂଆ କ୍ୟାଣ୍ଡିଡେଟ୍ ଯିଏ ପ୍ରତାପ ନାଏକ ତାଙ୍କୁ କିଭଳି ଭୋଟ୍ ଦେଇ ବହୁ ଭୋଟ୍ ରେ ଜୟଯୁକ୍ତ କରିବେ ବୋଲି ଲୋକଙ୍କର ଆଶା।