ସମାଚାରସ୍ପେଶାଲ ରିପୋର୍ଟ

ଭୁବନେଶ୍ୱରରେ ଏ କି ଦୁର୍ଘଟଣା.. ୪ ଗାଡିକୁ ଉଡାଇ ଲୋକଙ୍କ ଉପରେ ମାଡ଼ିଗଲା ଡ଼ାକ୍ତରଙ୍କ କାର, ଏବେ…।

ରାଜ୍ୟଧାନୀରେ ଘଟିଛି ଛାତିଥରାଇ ଦେବା ଭଳି ଦୁର୍ଘଟଣା। ହଁ ଆଜ୍ଞା ଭୁବନେଶ୍ୱର ରାଜରାସ୍ତାରେ ପୁରା ହିରୋ ଭଳି ଗାଡି ଚଲାଉଥିଲେ ଆଗକୁ ଯେଉଁ ଗାଡି ଆସୁଥିଲାତାକୁ ଉଡାଇ ଦେଉଥିଲେ ଗୋଟିଏ କି ଦୁଇଟି ନୁହେଁ ତିନି ତିନୋଟି ଗାଡିକୁ ଧୋକା ଦେଇ ୪ ଜଣଙ୍କ ଉପରେ ମାଡି ଯାଇଥିଲା।

ହଁ ଆଜ୍ଞା ଏଭଳି ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱରରେ। ବାବାରେ ବାବା ଏ କି ଦୁର୍ଘଟଣା। ଯାତାୟାତ କରୁଥିବା ଯାତ୍ରୀ ମାନେ ମଧ୍ୟ ଏହାକୁ ଦେଖି ଭୟଭୀତ ହୋଇଗଲେ ଆଉ ଛାନିଆରେ ଯିଏ ଜୁଆଡ଼କୁ ପାଇଲେ ଧାଇଁ ପଳାଇଗଲେ। ଗୋଟିଏ ଗାଡି ନୁହେଁ ଏକା ସାଙ୍ଗରେ ୨ ଟି ବାଇକକୁ ଉଡାଇବା ସହ ଗୋଟିଏ ଓଟ ସହ ଗୋଟିଏ କାରକୁ ମଧ୍ୟ ଉଡାଇଛନ୍ତି। ସେ ପୁଣି ଭୁବନେଶ୍ୱର ମଝି ରାସ୍ତାରେ। ଆଉ ଏଭଳି ଭାବେ ଏକ କାରକୁ ଧୋକା ଦେଇଛି ଯାହା ଫଳରେ ଅନ୍ୟ ଏଜ କାର ସହ କାରଟି ଧୋକା ହୋଇଥିଲା। ଆଉ କାରରୁ ବେଳୁନ ବାହାରକୁ ବାହାରି ଆସିଥିଲା। ଯାହାର ଦୃଶ୍ୟ ଆପଣ ମାନେ ଏହି ଫୋଟରେ ଦେଖିପାରିଥିବେ। ଆଉ ଏଭଳି ଦୁର୍ଘଟଣା ଯାତାୟାତ କରୁଥିବା ଯାତ୍ରୀମାନେ ଦେଖି ଭୟଭୀତ ହୋଇ ହୋଇଗଲେ।

ଏଭଳି ଭୟଙ୍କର ଦୁର୍ଘଟଣାରେ ୪ ଟି ଗାଡି ଭାଙ୍ଗିଯିବା ସହ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଆଉ ଗାଡି ଗୁଡିକ କେଉଁଭଳି ଭାଙ୍ଗିଯାଇଛି ତା’ର ଦୃଶ୍ୟ ଆପଣ ମାନେ ଏହି ଫୋଟରେ ଦେଖି ଜାଣି ପାରୁଥିବେ।ଆଜ୍ଞା ହଁ ବନ୍ଧୁଗଣ ରାଜ୍ୟଧାନୀର ରାଜରାସ୍ତାର ଗାଡି ଭିତରେ ମଦ ପିଇ ଡାକ୍ତର ବାବୁ ଜଣକ ଏଭଳି ଗାଡି ଚଲାଉଥିଲେ ଯେ ଯିଏ ଦେଖୁଥିଲା ସେ କହୁଥିଲା ଏ ଗାଡି ଯେ କେତେ ଲୋକଙ୍କର ଜୀବନ ନେଇଯିବ ଆଉ ଆଖି ପିଛୁଳାକେ ସବୁକିଛି ଛାରଖାର କରିଦେଲା। ଆଉ ଏଇ ଦୁର୍ଘଟଣା କେଉଁ ଫିଲ୍ମ ଠାରୁ ବି କମ ନୁହେଁ। ଏଇ ଦୁର୍ଘଟଣାକୁ ଦେଖି ଲୋକମାନେ ମଧ୍ଯ ଛାନିଆ ହୋଇଗଲେ। ଏଥିରେ ଦୁର୍ଘଟଣା ଘଟାଇଥିବା ଗାଡିର ସାମ୍ନା ଭାଙ୍ଗିରୁଜି ଚୁରମାର ହୋଇଯାଇଛି ଆଉ ଏହା ସହିତ ୪ଟି ଗାଡି କ୍ଷତିଗ୍ରସ୍ତ ହୋଇଛି।

ଦୁର୍ଘଟଣା ହେବା ପରେ ଲୋକମାନେ ପାଖକୁ ଆସିଦେଖିଲା ବେଳକୁ ଏହି ଗାଡିଟି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତରଙ୍କର ହୋଇଥିବା ଜଣା ପଡ଼ିଛି। ଆଉ ଏଭଳି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।ଆଉ ଏହା ମଧ୍ୟ ସୂଚନା ମିଳିଛି ଯେ ଡାକ୍ତରବାବୁଙ୍କ ଗାଡି7 ଭିତରେ ନିଶା ଦ୍ରବ୍ୟ ପଡିରହିଛି। ଆଉ ଗାଡି ଭିତରେ ଡାକ୍ତରବାବୁ ମଦ୍ୟପାନ କରି ଗାଡି ଡ୍ରାଇଭିଂ କରୁଥିଲେ। ଆଉ ରାଜ୍ୟଧାନୀରେ ଘଟାଇଛନ୍ତି ଏଭଳି ଉନ୍ମକ୍ତ କାଣ୍ଡ। ଡାକ୍ତରବାବୁଙ୍କ ଗାଡିକୁ ଲୋକମାନେ ଭଙ୍ଗାରୁଜା କରିଥିଲେ। ତେବେ ଏହି ଗାଡିଟି ଭୁବନେଶ୍ୱରର ଏକ ଘରୋଇ ହସ୍ପିଲାର।

Leave a Reply

Your email address will not be published. Required fields are marked *