“ଏୟାର ହୋଷ୍ଟେସ୍ ହେବା ପାଇଁ ଖାଲି ସୁନ୍ଦରୀ ଝିଅ ନୁହେଁ, ସ୍ମାର୍ଟ ବି ହୋଇଥିବା ଦରକାର…” ।

ବନ୍ଧୁଗଣ ଆମେ ସୋସିଆଲ ମିଡ଼ିଆରେ ଯେତେବେଳେ ତାଙ୍କ ଭଏସ୍ ଶୁଣିଥାଉ ସେତେବେଳେ ଲାଗେ ଯେ ଏଇଟା ତୋ ଆମେ ପ୍ଲାଟଫର୍ମରେ ଶୁଣନ୍ତି । ଏଇଟା ତୋ ଆମେ ଯେତେବେଳେ ଏୟାରପୋର୍ଟ ଯାଆନ୍ତି ସେତେବେଳେ ଶୁଣନ୍ତି । କିନ୍ତୁ ଉକ୍ତ ଲାଇଭ ଭଏସ୍ ଟା କିଏ ଦେଉଛି । ତେବେ ସେହି ଲାଇଭ ଭଏସ୍ ଦେଉଥିବା ଝିଅଟିଏ ହେଉଛନ୍ତି ପ୍ରିୟାଂଶୀ ପଣ୍ଡା ପାଠକ । ଯେତେବେଳେ ଲୋକ ତାଙ୍କ ଭିଡ଼ିଓ ଦେଖିଥିଲେ ସେତେବେଳେ ଅନେକ ଭଲ ପାଇବା ଦେଇଥିଲେ । ଅନେକ ଭ୍ୟୁୟର୍ସ ତାଙ୍କର ମଧ୍ୟ ଅନେକ ଭଲ ପାଇବା ଦେଇ ଆସିଛନ୍ତି ତାଙ୍କ ଭଏସ୍ ଟିକୁ ।

ସେ ସୋସିଆଲ ମିଡ଼ିଆରେ ଅନେକ ଏଣ୍ଟେଟେନ୍ମେଣ୍ଟ କରନ୍ତି ବିଶେଷ କରି ସେ ତାଙ୍କ ଭଏସ୍ ପାଇଁ ଅଧିକ ଜଣାଶୁଣା । ତେବେ ନିକଟରେ ତାଙ୍କ ସହିତ ଏକ ସାକ୍ଷାତକାର ସମୟରେ ସେ ନିଜର କାମ ବିଷୟରେ ଅନେକ କଥା ଖୋଲି କହିଥିଲେ । ତାଙ୍କର ଜବ୍ ଟା ଏୟାର ହୋଷ୍ଟେସ୍ ର ନା ଆଉ କଣ ରହିଛି ବୋଲି ପ୍ରଶ୍ନରେ ପ୍ରିୟାଂଶୀ ଉତ୍ତର ଦେଇଥିଲେ ଯେ ସେ ଏୟାର ହୋଷ୍ଟେସ୍ ଅଛନ୍ତି କିନ୍ତୁ ସେ ଯେତେବେଳେ ଭଏସ୍ ପାସ୍ ଦେବାକୁ ଯାଇଥିଲେ ତୋ ସେ ପ୍ରଥମେ ରେଲୱେରେ ଭଏସ୍ ଦେଇଥିଲେ ।

ପରିଚୟ ତାଙ୍କର ଆରମ୍ଭ ହୋଇଛି ଭଏସ୍ ଆର୍ଟିଷ୍ଟ୍ ରୁ ହିଁ । ସେ ୨୦୧୭ ରେ କାମ ଆରମ୍ଭ କରିଥିଲେ ତରଙ୍ଗ ଚ୍ୟାନେଲରୁ । ତାଙ୍କର ପ୍ରଥମ ସିରିଏଲ୍ ଥିଲା ଦୁର୍ଗା । ସେଇଥିରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାପରେ ଧୀରେ ଧୀରେ ରାନୀ, ସିଷ୍ଟର ଶ୍ରୀଦେବୀ, ତୋ ପାଇଁ ମୁଁ ରେ କାମ କରିଥିଲେ । ତାପରେ କୋଭିଡ୍ ଆସିବା ପରେ ଇଣ୍ଡଷ୍ଟ୍ରି ଧୀରେ ଧୀରେ ଡାଉନ୍ ହେବା ଆରମ୍ଭ କଲା । ଯାହା ଫଳରେ ସିଚୁଏସନ୍ କ୍ରିଟିକାଲ ହେବା ଆରମ୍ଭ କଲା ସେ ସିରିଏଲ୍ ଲାଇନ୍ ଛାଡ଼ିବାକୁ ବାଧ୍ୟ ହେଲେ ।

ଆଉ ଯେହେତୁ କ୍ୱାଲିଫିକେସନ୍ ଭଲ ଥିଲା ସେ ଏୟାର ଲାଇନ୍ସ୍ ରେ ଜବ ପାଇଁ ଅପ୍ଲାଏ କରିଥିଲେ ଆଉ ରେଫରାନ୍ସ୍ ରେ ତାଙ୍କର ହେଇ ଭି ଯାଇଥିଲା । ତେବେ ସେ ସିରିଏଲ୍ ଇଣ୍ଡଷ୍ଟ୍ରିରେ ଥିଲେ କିନ୍ତୁ ଫିଲ୍ମ୍ ଇଣ୍ଡଷ୍ଟ୍ରି ପାଇଁ ଚେଷ୍ଟା କରି ନଥିଲେ କାରଣ ଫିଲ୍ମକୁ ଲୋକେ ଥରେ ଦେଖିବା ପରେ ଦ୍ଵିତୀୟ ଥର ଦେଖିବାକୁ ଲୋକେ ପସନ୍ଦ କରନ୍ତି ନାହିଁ କିନ୍ତୁ ଗୋଟେ ସିରିଏଲ୍ କୁ ଲୋକ ବାରମ୍ୱାର ଦେଖନ୍ତି ଆଉ ବର୍ଷ ବର୍ଷ ପର୍ଯ୍ୟନ୍ତ ଦେଖନ୍ତି । ତେଣୁ ସେ ସିରିଏଲ୍ କୁ ବେଟର ଭାବିଲେ ଆଉ କାମ ପାଇଁ ସ୍କୋପ ମଧ୍ୟ ମିଳିଥିଲା ।

Leave a Comment

Your email address will not be published. Required fields are marked *

Scroll to Top