ଖରାଦିନରେ ଦାନା ବାନ୍ଧୁଛି ବାତ୍ୟା ! ଓଡିଶାକୁ ରହିଛି ବିପଦ। ହାଇ ଆଲର୍ଟରେ ଏହି ରାଜ୍ୟ!

ଖରା ଦିନରେ ବି ଭୟ ଦେଖାଇଲାଣି ବାତ୍ୟା। ବାତ୍ୟା ଯୋଗୁ ଓଡିଶା ପ୍ରତି ରହିଛି ବିପଦ। ବାତ୍ୟା ଏହି ଦିନରେ ଏହି ରାଜ୍ୟରେ ତାଣ୍ଡବ ରଚିବାର ସମ୍ଭାବନା ରହିଛି।ଆଶ୍ଚର୍ଯ୍ୟର କଥା ଯେ ଖରାଦିନରେ ମଧ୍ୟ ରାଜ୍ୟରେ ଦେଖାଗଲାଣି ବାତ୍ୟାର ଭୟ। ଯେଉଁଥିପାଇଁ ଆଜି ପାଖରୁ ସତର୍କ ସୂଚନା ଜାରି କରାଯାଇଛି। ବାତ୍ୟାର ନାଁ ଶୁଣିବା ପରେ ଓଡିଶାବାସୀଙ୍କ ମନରେ ଭୟର ଛନକା ପସିଗଲାଣି। ସୋସିଆଲ ମିଡିଆରେ ଏମିତି କିଛି ଖବର ଭାଇରାଲ ହେଉଥିବା ବେଳେ ଏବେ ବାତ୍ୟାକୁ ନେଇ ଆସିଛି ତାଜା ଅବଡେଡ।

ବାସ୍ତବରେ ଦେଶରେ ଏବେ ପାଣିପାଗକୁ ନେଇ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳୁଛି। ରାଜ୍ୟରେ ଏବେ ବର୍ଷା ଏବଂ ତୁଷାରପାତ ଯୋଗୁ ପାଗ ଥଣ୍ଡା ରହିଥିବା ବେଳେ ଆଉ କିଛି ସ୍ଥାନରେ ଲୁର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି। ପାଣିପାଗ ବିଭାଗ ଅନୁଯାୟୀ ଏପ୍ରିଲ ୨୨ ରେ ପଞ୍ଜାବ ହରିୟାଣା ଏବଂ ଦିଲ୍ଲୀରେ ବର୍ଷା ହେବା ସହିତ ଦ୍ରୁତ ଗତିରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଜାମୁକାଶ୍ମୀର ହିମାଞ୍ଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ତୁଷାରପାତ ହେବାର ସମ୍ଭାବନା ରହିଛି।

ଏହା ବ୍ୟତୀତ ଓଡିଶା ବିହାର ଝାଡ଼ଖଣ୍ଡରେ ମଧ୍ୟ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗରେ ଏଜେନେସିସ କାୟମେଣ୍ଟ ହିସାବରେ ଏକ ବାତ୍ୟା ପଶ୍ଚିମ ଜାମୁକାଶ୍ମୀର ଏବଂ ତାର ସଲଗ୍ନ ଉତ୍ତର ପାକିସ୍ତାନରେ ସମୁଦ୍ର ପତନରୁ ୩.୧ ଏବଂ ୫. ୮କିଲୋମିଟର ଉପରେ ରହିଛି।ବାତ୍ୟା ପବନର ପ୍ରଭାବ ପୂର୍ବତର ଆସାମ ଏବଂ ସଲଗ୍ନ ଅଞ୍ଚଳ ଉପରେ ରହିଛି। ଏକ ଟ୍ରଫିକାଲ ଲାଇନ ବିହାରରୁ ପୂର୍ବତର ଆସାମରେ ସୃଷ୍ଟି ହୋଇଥିବା ବାତ୍ୟା ପରିସଞ୍ଚରଣ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି।

ଏହା ବ୍ୟତୀତ ଆଉ ଏକ ଟ୍ରଫିକାଲ ଲାଇନ ମଧ୍ୟ ମାରଠାମାଡା ଏବଂ ମଧ୍ୟ ମହାରାଷ୍ଟ୍ର ହୋଇ କର୍ଣ୍ଣାଟକ ଏବଂ ଗୋଆଉପକୂଳରୁ ପୂର୍ବ ଆରାବସାଗର ପର୍ଯ୍ୟନ୍ତ ରହିଛି ପରିବ୍ୟାପ୍ତ। ଯାହା ସମୁଦ୍ର ପତନରୁ ୧.୫କିଲୋମିଟର ପର୍ଯ୍ୟନ୍ତ ରହିଛି। ସେହିପରି ସମାନ ଲାଇନ ଦକ୍ଷିଣ କର୍ଣ୍ଣାଟକ ରୁ ଦକ୍ଷିଣ ତାମିଲନାଡୁ ପର୍ଯ୍ୟନ୍ତ ରହିଛି। ୨୨ଏପ୍ରିଲରୁ ଏହା ଉତର ପଶ୍ଚିମ ଭାରତରେ ପହଂଚିବ ବୋଲି ଜଣାପଡିଛି।

ତେବେ ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ୨୨ ରୁ ୨୬ ଏପ୍ରିଲ ମଧ୍ୟରେ ଜାମୁକାଶ୍ମୀର ହିମାଞ୍ଚଳ ପ୍ରଦେଶ ତେଲଙ୍ଗୁ ଏବଂ ଉତ୍ତରାଖଣ୍ଡରେ ତୁଷାରପାତ ହେବାର ସମ୍ଭାବନା ରହିଛି।ସେହିପରି ୨୨ରୁ ୨୩ ଏପ୍ରିଲ ମଧ୍ୟରେ ଉତ୍ତର ପଞ୍ଚାବ ହରିୟାଣାରେ ବିଜୁଡି ଘଡଘଡି ସହିତ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ଜଣାପଡିଛି।

Leave a Comment

Your email address will not be published. Required fields are marked *

Scroll to Top