ଟଙ୍କା ପାଇଁ ୪ ଜଣ ପୁଅକୁ ଧୋକା ଦେଇଦେଲି

ଚାରି ଜଣ ପୁଅଙ୍କୁ ଧୋକା ଦେଲି। କାରଣ ମୋତେ ପଇସା ଦରକାର। ପଇସା ମୋତେ ଦରକାର ଥିଲା ଯେହେତୁ ମୋତେ ଲାଭ ମିଳୁଛି ତ ମୁଁ ଡେଫିନାଇଟ୍ଲି ମିଛ କହିବାରେ କଣ ଅଛି। ଆଜିକାଲିରେ ତ ସେମିତି ଚାଲିଛି ନା। ଏକ୍ଚୁଆଲି ଏଇଟା ନାଚୁରାଲ୍ ଷ୍ଟୋରୀ ଉପରେ ଡିପେଣ୍ଡ କରୁଛି। ଏଇ ଗୀତର ଫାଷ୍ଟ୍ ଷ୍ଟୋରୀଟା ମୋତେ ଜଣେଇ ଥିଲେ ଆମର ଗୀତ ଗାୟକ ଗୌତମ ସାର୍। ତ ଏଇଟା ତ ଆଜିକା ସମୟରେ ଧୋକା ତ ବହୁତ୍ ଚାଲିଛି ତ ସେଥିପାଇଁ ଝିଅ ଧୋକା ଦିଅନ୍ତି ପୁଅ ବି ଧୋକା ଦିଅନ୍ତି।

ଏଇ ଗୀତରେ ଚାରି ଜଣ ହିରୋ ଅଛନ୍ତି। ତ ହିରୋଇନ୍ କଣ କରୁଛି ନା ଚାରି ଜଣ ହିରୋଙ୍କୁ ଧୋକା ଦେଉଛି। ଯେହେତୁ ଏଠି ପଇସା ମ୍ୟାଟର୍ କରୁଛି, ଏଠି ଲଭ୍ ମ୍ୟାଟର୍ କରେନି। ତୋ ମଥା ଛୁଇଁ କଥା ଦେଉଛି ଏଇଟା ଗୋଟେ ରୋମାଣ୍ଟିକ ସହିତ ଧୋକା ଟାଇପର ଗୀତ। ତେଣୁ ଆମର ଏଇ ଏମ୍.ଏମ୍. କ୍ରିଏଶନ୍ ଚାନେଲରେ ଏଇଟା ହେଇଛି। ତ ଏଇ ଷ୍ଟୋରୀଟା ଯେତେବେଳେ ମୁଁ ଶୁଣିଲି ମୋତେ ତ ଇଚ୍ଛା ନଥିଲା କିନ୍ତୁ ବୋଲ୍ଡ କରିବା ପାଇଁ ମୁଁ ଇଚ୍ଛୁକ ନୁହେଁ।

କିନ୍ତୁ ଯେହେତୁ ଏ ଷ୍ଟୋରୀଟା ମୋତେ ଏତେ ସୁନ୍ଦର ଲାଗିଲା ଯେତେବେଳେ ମୁଁ ଶୁଣିଲି ତ ମୁଁ ଆଉ ମନା କରି ପାରିଲିଣି। ବୋଲ୍ଡ ଅଛି କିନ୍ତୁ ଏତେ ବି ବୋଲ୍ଡ ନାହିଁ ଯେମିତି କି ଆମେ ଦେଖି ପାରିବାନି। ସମସ୍ତେ ଦେଖିପାରିବା।କିନ୍ତୁ ଏଥିରେ ବାର୍ତ୍ତା ରହିବ ନିହାତି ଭାବରେ। ଚାରି ଜଣ ହିରୋ ଅଛନ୍ତି ଆଉ ଗୋଟିଏ ହିରୋଇନ୍ ଅଛି। ଚାରି ଜଣଙ୍କୁ ଧୋକା ଦେଲିନି ମୋତେ ପଇସା ଦରକାର।ଏକ୍ଚୁଆଲି କିଛି ଝିଅ ଏମିତି ଅଛନ୍ତି ମୁଁ ତାଙ୍କରି ଷ୍ଟୋରୀଟା ମୁଁ କରୁଛି ତାଙ୍କୁ ତ ପ୍ରକୃତରେ ପଇସା ଦରକାର ଏଠି ଲଭ୍ ମ୍ୟାଟର୍ କରେନି।

ଷ୍ଟୋରୀ ଶୁଣିଲା ପରେ ମୋତେ ବହୁତ୍ ଭଲ ଲାଗିଲା। ସେଥିପାଇଁ ତ ମୋତେ ଇଚ୍ଛା ହେଲା ଷ୍ଟୋରୀଟା କରିବା ପାଇଁ।ଏକ୍ଚୁଆଲି ଏମ୍.ଏମ୍. କ୍ରିଏଶନରେ ନୂଆ ନୂଆ ଲୋକମାନଙ୍କୁ ସୁଯୋଗ ଦିଆଯାଏ କାମ କରିବା ପାଇଁ। ତ ମୋତେ ବି ଇଚ୍ଛା ହେଲା। ଯେହେତୁ ବୋଲ୍ଡ ଅଛି କିନ୍ତୁ ଏତେ ସୁନ୍ଦର ଷ୍ଟୋରୀଟା ମୋତେ ଇଚ୍ଛା ହେଲାଣି ମନା କରିବା ପାଇଁ। ମଥା ଛୁଇଁ ଦେଇଥିଲି କାରଣ ସେଠି ମୋତେ ପଇସା ଦରକାର ଥିଲା। ଯେହେତୁ ମୋତେ ଲାଭ ମିଳୁଛି । ହଁ ଯେହେତୁ ଆମେ କଳାକାର ଗାଳି ତ ଶୁଣିବା ,ତାଳି ଶୁଣିବା। ଆଉ ଗାଳି ନ ଶୁଣିଲେ ଆମେ ଆଗକୁ କେମିତି ବଢ଼ିବା।

କିନ୍ତୁ ଏଇ ଗୀତଟା ସତରେ ରିଲିଜ୍ ହେଇ ସାରିଛି। ବହୁତ୍ ଜଣଙ୍କର ଭଲ ପାଇବା ମିଳିଛି। କେହି ଏପର୍ଯ୍ୟନ୍ତ ଗାଳି ଦେଇ ନାହାନ୍ତି। ଝିଅମାନେ ବି ସେମିତି କରୁଛନ୍ତି ଆଉ ପୁଅମାନେ ବି ସେମିତି କରୁଛନ୍ତି। ତ ସମସ୍ତଙ୍କୁ ଏଇ ଜିନିଷଟା ଭଲ ଲାଗିଛି। ପ୍ରକୃତରେ ପଇସା ବିନା ତ କିଛି ବି ଚଳି ହେବନି। କିନ୍ତୁ ପ୍ରେମଟା ଏମିତି ଗୋଟେ ଜିନିଷ ଯଦି ଲାଇଫରେ ନ ରହିବ ତାହାଲେ ସେଇ ଲାଇଫରେ ବଞ୍ଚିବାର ଆବଶ୍ୟକତା ହିଁ ନାହିଁ। ପଇସା ତ ଆଜି ନହେଲେ କାଲି କମେଇ ଦେବା, କିନ୍ତୁ ପ୍ରେମଟା ନିହାତି ଦରକାର।

Leave a Reply

Your email address will not be published. Required fields are marked *