ସାମ୍ନାକୁ ଆସିଲା ପ୍ରେମିକାର ହୁଆଟସପ ଚାଟିଂ, ପୁରୁଣା ପ୍ରେମିକକୁ ମା-ରିବା ପାଇଁ କହିଥିଲା ପ୍ରେମିକା।

ପ୍ରେମକୁ ନେଇ ହୋଇଥିଲା ହ-ତ୍ୟା। ଆଉ ହାଣିଲା ନୂଆ ପ୍ରେମିକ। ଏବେ ସାମ୍ନାକୁ ଆସିଲା ପ୍ରେମିକର Whatsapp ଚାଟ। ବୁଝେଇବାକୁ ଯାଇ ଖଣ୍ଡା ଚୋ-ଟରେ ମ-ରିଗଲେ ଅଞ୍ଜନ। ଆଉ ଛିଡା ହୋଇ ଦେଖୁଥିଲା ପ୍ରେମିକା, ହା-ଣୁଥିଲା ପ୍ରେମିକ। କାନ୍ଦୁଛି ମା’ କା-ନ୍ଦୁଛି ଭଉଣୀ। ଚାଲିଗଲା ପୁଅ ଚାଲିଗଲା ଭାଇ। ବିନା କାରଣରେ ବୁଝେଇବାକୁ ଯାଇ ଅଞ୍ଜନର ଚାଲିଗଲା ଜୀବନ।

ର-କ୍ତ ଭିଜା ଚିଆର ଆଉ ର-କ୍ତ ଭିଜା ଚପଲକୁ ଦେଖିଲେ ଜଣା ପଡୁଛି କେତେ ନିଷ୍ଠୁର ଭାବେ ଖଣ୍ଡାରେ ଅଞ୍ଜନକୁ ହଣା ଯାଇଛି। ଯେଉଁ ପ୍ରେମିକାକୁ ନେଇ ହ-ତ୍ୟାକା-ଣ୍ଡ ଘଟିଗଲା ସିଏ ଏବେ କୁଆଡେ ଗଲା। ଏବେ ସାମ୍ନାକୁ ଆସିଛି Whatsapp ଚାଟ। ପୁରୁଣା ପ୍ରେମିକ ନୂଆ ପ୍ରେମିକ ମଝିରେ ଲାଗିଥିଲା ଝ-ଗଡା। ପୁରୁଣା ପ୍ରେମିକକୁ ଛାଡି ନୂଆ ପ୍ରେମିକକୁ ବାଛିଥିଲା ପ୍ରେମିକା। ଆଉ ପ୍ରେମିକା ଆଖି ସାମ୍ନାରେ ଏମିତି ହୋଇଥିଲା ହ-ତ୍ୟାକା-ଣ୍ଡ। ଯିଏ ବୁଝେଇବାକୁ ଯାଇଥିଲା ସିଏ ମ-ରିଗଲା।

ସମାଧାନ କରିବାକୁ ଡାକିଥିଲା ନୂଆ ପ୍ରେମିକ। ଯାହାର ଡାକ ନାମ ହେଉଛି ପିଙ୍କୁ। ନିଜ ସାଙ୍ଗ ଅଞ୍ଜନ ସହ ପହଞ୍ଚିଥିଲା ପୁରୁଣା ପ୍ରେମିକ ଗୌତମ। ସେପଟେ ଦୁଇଟି ବୁଲେଟ ଆଉ ଗୋଟିଏ ସ୍କୁଟିରେ ପହଞ୍ଚିଥିଲା ପ୍ରେମିକା। ହଠାତ କଥାବାର୍ତ୍ତା ଆରମ୍ଭ ହେଉ ହେଉ ନୂଆ ପ୍ରେମିକ ପିଙ୍କୁ କାଢ଼ିଥିଲା ଖ-ଣ୍ଡା ସମାଧାନ ପାଇଁ ଡାକିଥିଲା କିନ୍ତୁ ନିଜ ପ୍ରେମିକା ଆଗରେ ପୁରୁଣା ପ୍ରେମିକ ସାଙ୍ଗ ଅଞ୍ଜନକୁ ଖ-ଣ୍ଡା କାଢି ହାଣିଦେଲା। କିଛି ବୁଝିବା ଆଗରୁ ର-କ୍ତରେ ଭିଜିଗଲା ବସିଥିବା ଚିଆର। ଜୀବନ ବଞ୍ଚାଇବାକୁ ଦୌଡ଼ି ଯାଇ ଟ୍ରକ ତଳେ ଲୁଚିଗଲା ପୁରୁଣା ପ୍ରେମିକ ଗୌତମ ହେଲେ ବଞ୍ଚେଇ ପାରିଲେନି ସାଙ୍ଗରେ ଆସିଥିବା ସାଙ୍ଗ ଅଞ୍ଜନକୁ।

ହଁ ଆଜ୍ଞା ମିଶି ଆସିଥିବା ଅଞ୍ଜନଙ୍କ ଦେହରେ ଖଣ୍ଡା ଚୋ-ଟ ଯୋଗୁ ସେ ଦୌଡ଼ି ପାରିନଥିଲେ ଆଉ ଯାହାପରେ ଚୋ-ଟ ପରେ ଚୋ-ଟ ମା-ରିବାରୁ ର-କ୍ତ ଜୁ-ଡୁବୁ-ଡୁ ଅବସ୍ଥାରେ ମେଡିକାଲକୁ ନେବା ସମୟରେ ହିଁ ମେଡିକାଲରେ ହିଁ ଚାଲିଗଲା ଜୀବନ।ଏବେ ସବୁଠାରୁ ଛାଞ୍ଚଲ୍ୟ କରିଦେଲା ଭଳି କଥା ସାମ୍ନାକୁ ଆସିଛି ଯାହାକି ଯେଉଁ ପ୍ରେମିକା ପ୍ରେମିକ ବଦଳାଇଥିଲା। ଗୌତମକୁ ଛାଡି ପିଙ୍କୁ ପାଖକୁ ଯାଇଥିଲା। ସେ ପ୍ରେମିକା ସେତେବେଳେ ଛିଡା ହୋଇଥିଲା ଯେତେବେଳେ ଅଞ୍ଜନଙ୍କ ଦେହରେ ଖ-ଣ୍ଡା ଚୋ-ଟ ପଡିଥିଲା ଆଉ ନୂଆ ପ୍ରେମିକ ହାଣୁଥିଲା।

ଆଉ ସେଇ ନୂଆ ପ୍ରେମିକ ଆଉ ତାର ସାଙ୍ଗ ସାଥି ଆଉ ସେଇ ପ୍ରେମିକାକୁ ଖୋଜୁଛି ପୋ-ଲିସ। ସେମାନେ ଫେରାର ମା-ରିଥିବା ବେଳେ ଏବେ ତାଙ୍କୁ ଖୋଜୁଛି ପୋ-ଲିସ। ଆଉ ଏବେ ମୋବାଇଲରେ ମିଳିଛି Whatsapp ଚାଟ। ପ୍ରେମିକାର Whatsapp ଚାଟରେ ଲେଖା ହୋଇଛି ଦିଦି ମୁଁ ପଳେଇ ଆସିଛି ମୋ ବୋଏ ଫ୍ରେଣ୍ଡ ସହିତ। ତୋମେ ମାନେ କେହି ଟେନସନ ହେବନାହିଁ। ମୁଁ ଖୁସିରେ ଅଛି ଆଉ ବେଙ୍ଗକୁ ଟିକେ ଭଲରେ ରଖିଥିବ।ପ୍ରେମିକା ଜଣକ ନିଜ ପ୍ରେମିକ ସହିତ ଫେ-ରାର ମା-ରିବା ପରେ ଏଭଳି ଚାଟ ଏବେ ସାମ୍ନାକୁ ଆସିଛି। ଏଇ ପ୍ରେମ ବ୍ୟାପାରକୁ ନେଇ ଏବେ କାହା କାହା ଭିତରେ କ-ଳହ ହେଲା ହେଲେ ସମାଧାନ କରିବାକୁ ଯାଇ ମୋ ଭାଇର ଜୀବନ ଗଲା ବୋଲି ସହି ପାରୁନି ଭଉଣୀ।

ମୃ-ତ ଅଞ୍ଜନ ଜଣେ କ୍ୟାପ୍ଟଲ ବଏ ଭାବେ କାମ କରନ୍ତି। ଗତ କାଲି ରାତି ସାଢ଼େ ୧ ଟା ସମୟରେ ଚିନ୍ତାମଣିସ୍ୱର ଅଞ୍ଚଳରେ ହୋଇଛି ଏଭଳି ହ-ତ୍ୟାକା-ଣ୍ଡ। ଆଉ ତାପରେ ପ୍ରେମିକାର ଏଭଳି ଚା-ଟ ସାମ୍ନାକୁ ଆସିଛି। ଯେତେବେଳେ କି ଦିଦିକୁ ଏଭଳି ମେସେଜ କରିଛି ସେଇ ପ୍ରେମିକା। ଯେଉଁ ପ୍ରେମିକା ଆଗରେ ଏଭଳି ହୋଇଛି ହ-ତ୍ୟାକ-ଣ୍ଡ।ତେବେ ହ-ତ୍ୟା କରିଥିବା ପ୍ରେମିକ ନାଁରେ ଆଗରୁ ବହୁତ ଅପ-ରାଧୀକ ମାମ-ଲା ରହିଛି। ଆଉ ପୁଣି ଏବେ ଏଭଳି ହ-ତ୍ୟା କରିଛି ଯାହାକୁ ନେଇ ଜୋରସୋରରେ ଖୋଜାଖୋଜି କରୁଛି ପୋ-ଲିସ।

Leave a Reply

Your email address will not be published. Required fields are marked *