ଶାଶୂ ଘରେ କାନ୍ଦୁଛି ଝିଅ, ଏପଟେ ସବୁଦିନ ପାଇଁ ଝିଅକୁ ଛାଡି ଚାଲିଗଲେ ବାପା ମା’…ପୁଅକୁ ପଚରାଉଚରା କରୁଛି ପୋ-ଲିସ।

ଝିଅର ବାହାଘର କଲେ ମନ ଖୁସିରେ କନ୍ୟା ଦାନ ମଧ୍ୟ କଲେ। ହେଲେ କନ୍ୟା ଦାନ ପରେ ଏମିତି କିଛି କରିଦେଲେ ସବୁକିଛି ଅଧା ଅଧୁରା ରହିଗଲା। ଝିଅ ଶାଶୂ ଘରକୁ ଗଲା ଆଉ ବାପା ମା’ ଆରପାରିକୁ ଚାଲିଗଲେ। ଝିଅ ସବାରିରେ ବସି ଶାଶୂ ଘରକୁ ଗଲା, ବାପା ମା’ କୋକେଇରେ ସ୍ମଶା-ନକୁ ଗଲେ। ଝିଅର ବାହାଘର ପାଇଁ ଯେଉଁ ଘର ହସ ଖୁସିରେ ଫାଟି ପଡୁଥିଲା ସେହି ଘର ଏବେ କା-ନ୍ଦ ବୋବାଳିରେ ଫାଟି ପଡୁଛି। ନଗଦରେ ବାହା ହୋଇଥିବା ଝିଅ ବା ମା’ ଙ୍କ ମଲା ଖବର ଶୁଣି ଶାଶୂଘରେ ମୁଣ୍ଡ ବାଡେଇ କାନ୍ଦୁଛି।

ହଁ ଆଜ୍ଞା ଏସବୁ କଥା ଦେଖି କେଉଁ ଝିଅ ସହି ପାରିବ? ନୂଆ କରି ଶାଶୂ ଘରକୁ ଯାଉ ଯାଉ ବାପ ଘରେ ବାପା ମା’ଙ୍କୁ ହରେଇ ଝିଅ କେମିତି ନିଜର କୋହ ସମ୍ଭାଳିବ। ଏଭଳି କିଛି ହୃଦୟ ବିଦାରକ ଘ-ଟଣା ଘଟିଛି କଟକ ଜିଲ୍ଲା ମାଣିଆ ବନ୍ଧ ଥା-ନା ଅନ୍ତର୍ଗତ ସୋନିଆ ସାହିରେ।ଝିଅ ବାହାଘର ହେଲା ବାପା ମା’ଝିଅର କନ୍ୟା ଦାନ କଲେ। ହେଲେ ବାହାଘରର ୩ ଦିନ ପରେ ଜୀବନ ହାରିଦେଲେ ବାପା ମା’। ଝିଅର ଚତୁର୍ଥୀ ଦିନ ବାପା ମା’ ଜୀବନ ହାରିଦେଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ।

ଖବର ମୁତାବିକ ୩ ଦିନ ପୂର୍ବରୁ ଉକ୍ତ ଅଞ୍ଚଳର ନିତ୍ୟାନନେ ମହାପାତ୍ରଙ୍କ ଝିଅ ଭଲ ପାଇ ଅନ୍ୟ ଜାତିରେ ବାହା ହୋଇଗଲେ। ବାପା ମା’ ରାଜି ହୋଇଥିବା ସୁଧା ଭାଇ ରାଜି ହିଇଁଥିଲା। ଏବେ ଭାଇଘର ପରେ ଝିଅକୁ ଦେଖିବା ପାଇଁ ଝିଅ ଘରକୁ ଯାଇଥିଲେ ହେଲେ ଆସିବା ପରେ ପୁଅ ବୃଦ୍ଧ ବାପା ମା’ଙ୍କୁ ଗା-ଳି ଦେଇଥିଲେ କାରଣ ପୁଅର ବିନା ଅନୁମତିରେ ସେମାନେ ଯାଇଥିଲେ ଝିଅ ଘରକୁ। ଉଭୟଙ୍କ ମଧ୍ୟରେ ଲାଗିଥିଲା ଭୀଷଣ କଳହ। ଆଉ ଯାହା ପରେ ଏମିତି କିଛି ଚରମ ନିଷ୍ପତ୍ତି ନେଇଗଲେ ନିତ୍ୟାନନ୍ଦ ମହାପାତ୍ର ଆଉ ତାଙ୍କ ସ୍ତ୍ରୀ ଶାନ୍ତିଲତା ମହାପାତ୍ର।

ସକାଳୁ ସକାଳୁ ଉଭୟଙ୍କର ମୃ-ତ ଦେହ ତାଙ୍କ ଶୋଇବା ଘରୁ ମିଳିଥିଲା।ସେପଟେ ପୋ-ଲିସ ପହଁଚି ମୃ-ତ ଦେହକୁ ଜବତ କରିବା ସହ ଏକ ଅ-ପମୃ-ତ୍ୟୁ ମାମ-ଲା ରୁଜୁ କରିଛି। ପୋ-ଲିସ ପୁଅକୁ ନେଇ ମଧ୍ୟ ପଚ-ରାଉ-ଚରା କରୁଛି|ସବୁଠାରୁ ବଡ଼ କଥା ହେଉଛି ଝିଅ ସଂଯୁକ୍ତାଙ୍କର ଛା-ଡ଼ପ-ତ୍ର ପରେ ଏହା ହେଉଛି ଦ୍ୱିତୀୟ ବିବାହ। ସେପଟେ ବାହାଘର ପରେ ପରେ ଏମିତି ଜୀବନ ହାରିବା ଘଟ-ଣାକୁ ନେଇ ଶୋ-କର ସାୟା ଘେରି ଯାଇଛି।

Leave a Reply

Your email address will not be published. Required fields are marked *