ବନ୍ଧୁଗଣ ଆପଣ ମାନଙ୍କୁ ଜଣାଥିବ ଦେଶର ବଡ଼ ଶିଳ୍ପପତି ମୁକେଶ ଆମ୍ବାନୀ ତାଙ୍କ ସାନ ପୁଅ ଅନନ୍ତ ଆମ୍ବାନୀଙ୍କର ବିବାହ ପୂର୍ବରୁ ଏକ ପ୍ରି-ୱେଣ୍ଡିଂ ପାର୍ଟିର ଆୟୋଜନ କରିଥିଲେ। ଯେଉଁଠି ଅନେକ ବଲିଉଡ ତାରକାଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ ଏହାକୁ ବାଦ ଦେଲେ ଦେଶ ବିଦେଶରୁ ବୋହୁ ପ୍ରସିଦ୍ଧ ଚେହେରା ଏଇ ଫାନକ୍ସନରେ ଯୋଗ ଦେଇଥିଲେ।
ବର୍ତ୍ତମାନ ଆମ୍ବାନୀଙ୍କର ପ୍ରି-ୱେଣ୍ଡିଂ ପାର୍ଟି ତ ସମାପ୍ତ ହୋଇଯାଇଛି। କିନ୍ତୁ ଏହାର ଚର୍ଚା ଏବେବି ସମାପ୍ତ ହେବାର ନାହିଁ ଧରୁ ନାହିଁ। ଏବେ ଚର୍ଚ୍ଚା ହେଉଛି ଯେ ଅନନ୍ତ ଆମ୍ବାନୀ ଏବଂ ତାଙ୍କର କନ୍ୟା ମୋର୍ଚ୍ଚାଣ୍ଟଙ୍କୁ କେଉଁ ସବୁ ଉପହାର ଗିଫ୍ଟ ହୋଇଛି। କେଉଁ ସେଲିବ୍ରେଟି କେଉଁ ଉପହାର ତାଙ୍କୁ ଦେଇଛନ୍ତି। ତା’ର ସୂଚନା ଏବେ ସାମ୍ନାକୁ ଆସିଛି। ଆଉ ସମସ୍ତେ ଏ ବିଷୟରେ ଜାଣିବାକୁ ଇଛୁକ।
ପ୍ରାୟ ସମସ୍ତ ବଲିଉଡ ତାରକା ଅନନ୍ତ ଆମ୍ବାନୀ ରାଧିକା ମୋର୍ଚ୍ଚାଣ୍ଟଙ୍କର ପ୍ରି-ୱେଣ୍ଡିଂ ପାର୍ଟିରେ ଯୋଗ ଦେଇଥିଲେ ହେଲେ କୌଣସି କାରଣ ବଶତଃ ଯେଉଁମାନେ ଯୋଗ ଦେଇପାରିନଥିଲେ ସେମାନେ ଏଇ ଯୋଡ଼ିଙ୍କ ପାଇଁ ପଠାଇ ଦେଇଥିଲେ ଉପହାର। ତେବେ ଆସନ୍ତୁ କିଏ କେଉଁ ଗିଫ୍ଟ ଦେଇଛନ୍ତ ଜାଣିନେବା।
ପଥମେ ଜାଣିନେବା ରଣବିର କପୁର ଓ ଆଲିଆ ଭର୍ଟ କ’ଣ ଦେଇଛନ୍ତି ? ରଣବିର କପୁର ଓ ଆଲିଆ ଭର୍ଟ ଅନନ୍ତ ଆମ୍ବାନୀଙ୍କ ସହିତ ରାଧିକା ମୋର୍ଚ୍ଚାଣ୍ଟ ପ୍ରି-ୱେଣ୍ଡିଂ ପାର୍ଟିରେ ଯୋଗ ଦେଇଥିଲେ। ଆଉ ରାଧିକା ମୋର୍ଚ୍ଚାଣ୍ଟଙ୍କର ପ୍ରି-ୱେଣ୍ଡିଂ ପାର୍ଟିରେ ଯୋଗ ଦେଇଥିଲେ। ଆଉ ସେମାନେ ତାଙ୍କୁ ବହୁତ ମହଙ୍ଗା ଉପହାର ଦେଇଛନ୍ତି। ରିପୋର୍ଟ ଅନୁସାରେ ଆଲିଆ ରାଧିକାଙ୍କୁ ଗୁଜବରାଣ୍ଡର ଏକ ହୀରା ପର୍ସ ଦେଇଥିଲେ। ଯେତେବେଳେ କି ରଣବିର ଅନନ୍ତଙ୍କୁ ଯୋଡ଼ା ବ୍ରାଣ୍ଡର ଏକ ମହଙ୍ଗା ଜୋତା ସେଟ ଉପହାର ଦେଇଥିଲେ।
ଏହା ପରେ ଆସିବେ ବଲିଉଡ ଭାଇଜାନ ସଲମନ ଖାନ।ପ୍ରି-ୱେଣ୍ଡିଂ ସେରିମନିରେ ଅନନ୍ତ ଏବଂ ରାଧିକା ମୋର୍ଚ୍ଚଣ୍ଟଙ୍କ ସହିତ ସଲମନ ଖାନ ବହୁତ ମଜା ମସ୍ତି କରିଥିଲେ। ଯାହାର ଭିଡିଓ ପରେ ସାମ୍ନାକୁ ଆସିଥିଲା। ପାର୍ଟିର ଅଭିନେତା ଅନନ୍ତଙ୍କୁ ଫିଲ୍ମରାଣ୍ଡର ଏକ ମହଙ୍ଗା କଷ୍ଟମାଇଜ ଘଣ୍ଟା ଏବଂ ରାଧିକାଙ୍କୁ ହୀରା କାନଫୁଲ ଦେଇଥିବା ଜଣା ପଡ଼ିଛି।
ଏହା ପରେ ଆସିବେ ବଲିଉଡ ବାଦସାହା ଶାହାରଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ। ବଲିଉଡ ତାରକାଙ୍କ ମଧ୍ୟରେ ଉପହାର ଦେବାରେ ଶାହାରୁଖ ଖାନ କିଙ୍ଗ ବୋଲି ନିଜକୁ ପ୍ରମାଣିତ କରିଛନ୍ତି ସେ ଅନନ୍ତ ଏବଂ ରାଧିକାଙ୍କୁ ସବୁଠାରୁ ମହଙ୍ଗା ଉପହାର ଦେଇଛନ୍ତି। କିଙ୍ଗ ଖାନ ଏହି ଦମ୍ପତିଙ୍କୁ ଏକ ବିଳାସପୂର୍ଣ ସ୍ପୋର୍ଟସ କାର ଦେଇଛନ୍ତି ଉପହାର ଯାହାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ଏହାପରେ ଆସିବେ ସିଧାର୍ଥ ମଲହତ୍ରା ଏବଂ କେୟାର ଆଡ଼ଭାନି। କେୟାର ଆଡ଼ଭାନି ଅନନ୍ତ ଆମ୍ବାନୀଙ୍କ ଭଉଣୀ ଇସା ଆମ୍ବାନୀ ହେଉଛନ୍ତି ପିଲା ଦିନର ବନ୍ଧୁ। ଆଉ ଏହି ଅଭିନେତ୍ରୀ ଆମ୍ବାନୀଙ୍କର ପ୍ରାୟ ପ୍ରତ୍ୟକ ପାର୍ଟିରେ ମଧ୍ୟ ନଜର ଆସନ୍ତି। ରିପୋର୍ଟ ଅନୁସାରେ କେୟାର ଏବଂ ସିଧାର୍ଥ ଅନନ୍ତ ଏବଂ ରାଧିକାଙ୍କୁ ସୁନା ଏବଂ ହୀରାର ଗଣପତି ଲକ୍ଷ୍ମୀ ଉପହାର ଦେଇଛନ୍ତି।
ଏହାପରେ ଆସିବେ ରଣବିର ସିଂ ଏବଂ ଦୀପିକା ପାଦୁକନ। ଦୀପିକା ପାଦୁକନ ଏବଂ ରଣବିର ସିଂ ମଧ୍ୟ ଉପହାର ଦେବା ପ୍ରସଙ୍ଗରେ ପଡିନାହାନ୍ତି ପଛରେ ରିପୋର୍ଟ ଅନୁସାରେ ଏମାନେ ଅନନ୍ତ ଏବଂ ରାଧିକାଙ୍କୁ ଏକ ବିଳାସପୂର୍ଣ ବ୍ରାଣ୍ଡର ଏକ ହୀରା ଘଣ୍ଟା ଉପହାର ଦେଇଛନ୍ତି।ଏହା ପରେ ଆସିବେ ଭିକି କୌଶଲ ଏବଂ କ୍ୟାଟ୍ରିନା କ୍ୟାଫ। ଏହି ସମାରୋହରେ ଭିକି କୌଶଲ ଏବଂ ତାଙ୍କ ପତ୍ନୀ କ୍ୟାଟ୍ରିନା କ୍ୟାଫ ମଧ୍ୟ ସାମିଲ ହୋଇଥିଲେ। ଆଉ ଏହି ଦମ୍ପତି ଅନନ୍ତ ଆମ୍ବାନୀ ଓ ରାଧିକାଙ୍କୁ ଏକ ବିଳାସପୂର୍ଣ ବ୍ରାଣ୍ଡ ବ୍ରେସଲେଟ ଏବଂ ହୀରା ହାର ଉପହାର ଦେଇଥିଲେ।
ଶେଷରେ ଆସିବେ ସହିଦ କପୁର ଏବଂ ମୀରା କପୁର। ଏହି ତାଲିକାରେ ସହିଦ କପୁର ଓ ମୀରା କପୁରଙ୍କ ନାମ ମଧ୍ୟ ରହିଛି ସାମିଲ। ଏହି ଯୋଡି ରାଧିକାଙ୍କୁ ଏକ ମହଙ୍ଗା ନାଗମଣି ଖଞ୍ଜିତ ଏକ ହୀରା ହାର ଏବଂ ଅନନ୍ତଙ୍କୁ ଏକ ମହଙ୍ଗା ପର୍ଫ୍ୟୁମ ଉପହାର ଦେଇଛନ୍ତି।ତେବେ ଜାଣିଲେ ତ କେଉଁ ସେଲିବ୍ରେଟି କେଉଁ ଉପହାର ଦେଇଛନ୍ତି।