ଜଣଙ୍କ ପରେ ଜଣଙ୍କୁ ବାହା ହେଲେ କେବଳ ଦେହ ସୁଖ ଆଉ ଟଙ୍କା ପାଇଁ, ଟଙ୍କା ନଦେଲେ ତୁ ତୋ ରାସ୍ତାରେ… ।

ଅଭିଯୁକ୍ତଙ୍କ ତୃତୀୟ ପତ୍ନୀ ଆଣିଛନ୍ତି ଅଭି-ଯୋଗ । ଏହା ପୂର୍ବରୁ ଆହୁରି ୨ ଜଣ ସ୍ତ୍ରୀ ମଧ୍ୟ ତାଙ୍କର ଅଛନ୍ତି । କାରଣ ସୁନ୍ଦରୀ ସ୍ତ୍ରୀ ଦେଖିଲେ ଏହି ଯୁବକଙ୍କର ଆଗେ ପଡ଼ିଥାଏ ପାପ ନଜର । ଉପଭୋଗ କରିବା ପାଇଁ କାମନା ଲାଳସା ମନରେ ପୂରା ଭରିକି ରହିଛି । ଏହି ରୋମିଓ ଯୁବକର ଏଭଳି ପ୍ରେମ ଏବେ ସବୁଠି ଚର୍ଚ୍ଚା । ଗୋଟାଏ କିମ୍ଵା ଦୁଇଟା ନୁହେଁ ତିନୋଟି ସ୍ତ୍ରୀର ତିନୋଟି ମଥାରେ ଦେଇଛି ସିନ୍ଦୂର । ହେଲେ କାହାକୁ ବି ଭଲରେ ସମ୍ଭାଳି ନାହାଁନ୍ତି । ୩ଟି ଯାକ ଝିଅଙ୍କୁ ବର-ବାଦ୍ କରି ଦେଇଛନ୍ତି ଏ କାମୁକ ଯୁବକ ଯାହାକି ଏବେ ଜଣେ ମହିଳା ଅର୍ଥାତ୍ ଯୁବକଙ୍କ ତୃତୀୟ ପତ୍ନୀ ଆଣିଛନ୍ତି ଅଭି-ଯୋଗ । ନିଜ କାମ ବାସନାକୁ ଚତୁରତାର ସହ ମେ-ଣ୍ଟାଇ ଚାଲିଥିଲେ କିନ୍ତୁ ଏବେ ପଡ଼ିଛନ୍ତି ହରଡ଼ ଘଣାରେ ।

ହଁ ଆଜ୍ଞା ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥା-ନା ଅନ୍ତର୍ଗତ ନଳଗଜା ଗ୍ରାମର ଉତ୍କଳା କେଶରୀ ପାଲଙ୍କ କଥା । ସୁନ୍ଦରୀ ଝିଅ ମାନଙ୍କୁ ପ୍ରେମ ଜା-ଲରେ କିଭଳି ଫସାଯାଏ ବେଶ୍ ଜଣା ତାଙ୍କୁ । ପ୍ରତି-ଶ୍ରୁତି ଦେବା ସହ ଶାରି-ରୀକ ସମ୍ବନ୍ଧ ରଖେ ଆଉ ଅତି ଚତୁରତାର ସହ ସେହି ଅନ୍ତ-ରଙ୍ଗ ମୁହୂର୍ତ୍ତର ଭିଡ଼ିଓ କରି ବ୍ଲାକମେଲିଂ କରିଥାଏ । ଆଉ ଏହାକୁ ଦେଖାଇ ବାରମ୍ବାର ଶାରି-ରୀକ ସ-ମ୍ପର୍କ ରଖେ ଏବଂ ପରେ ମୋଟା ଅଙ୍କରେ ଟଙ୍କା ଦାବିକରେ ।

ଆଉ ବେଳେ ବେଳେ ମଧ୍ୟ ଟଙ୍କା ଲୋଭରେ ମୁଣ୍ଡରେ ସିନ୍ଦୂର ଦେଇ ନିଜକୁ ସ୍ଵାମୀ ବୋଲି କୁହନ୍ତି । କିନ୍ତୁ ପରେ ମନ ଭରିଗଲେ ହାତ ଛାଡ଼ି ଦିଅନ୍ତି । ତେବେ ସୂଚନା ଅନୁସାରେ ନଳଗଜା ଗ୍ରାମର ବସନ୍ତ ପାଲଙ୍କ ପୁଅ ଉତ୍କଳ କେଶରୀ ପାଲ ଏକ କମ୍ ବୟସର ବିଧବା ହୋଇଥିବା ସ୍ତ୍ରୀକୁ ଗତ ୨୬ ତାରିଖରେ ବିଚ୍ ରାସ୍ତାରେ ମା-ର୍ ଧର କରିବା ସହିତ ତାଙ୍କ ମୋବାଇଲ୍ କଚାଡ଼ି ଭାଙ୍ଗି ଦେଇଥିଲେ । ତେବେ ଯାହା ସୂଚନା ରହିଛି କୌଣସି ଜରୁରୀ କାର୍ଯ୍ୟ ସାରି ବସ୍ ଯୋଗେ ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ମହିଳାଙ୍କ ପିଛା କରିଥିଲେ ।

ତେବେ ବାଲେଶ୍ଵର ଜିଲ୍ଲାର ବସ୍ତା ବ୍ଲକ୍ ଅନ୍ତର୍ଗତ ମରଦା ବ୍ଲକ୍ ଇନ୍ଦିରା ଛକ ନିକଟରେ ବସରୁ ଓହ୍ଲାଇ ଚାଲି ଚାଲି ଯାଉଥିବା ବାଟରେ ହଠାତ୍ ଯୁବକ ଜଣକ ବଳ ପୂର୍ବକ ଉଠାଇ ନେଇ ରାଜଘାଟ ଷ୍ଟେସନ୍ ପାଖରେ ମା-ଡ଼ ମା-ରି ବେକରେ ଥିବା ସୁନା ଚେନ ସମେତ ନଗଦ ୫୦୦୦ ଟଙ୍କା ଲୁ-ଟିବା ସହିତ ବ୍ୟବହୃତ ୨ଟି ସ୍ମାର୍ଟଫୋନ୍ କୁ କଚାଡ଼ି ଭାଙ୍ଗି ଦେଇଥିଲେ । ଯାହାକି ମହିଳା ଜଣଙ୍କ ଏବେ ରାସଗୋବିନ୍ଦପୁର ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି । ହେଲେ ଅଭି-ଯୋଗ ସତ୍ତ୍ୱେ ପୋ-ଲିସ୍ ୧୦ ଦିନ ଧରି ମାମ-ଲା ରୁଜୁ ନକରି ମହିଳାଙ୍କୁ ବସ୍ତା ଥା-ନାରେ କେ-ଶ୍ କରିବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *