ପୁଣି ମାତିଲା ମଣିଷଖିଆ କୁମ୍ଭୀର…ଗାଧୋଉଥିଲେ ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଟାଣିନେଲା ମଣିଷଖିଆ କୁମ୍ଭୀର… ।
ବନ୍ଧୁଗଣ ଦୀର୍ଘଦିନର ନୀରବତା ପରେ ପୁଣି ମାତିଛି ମଣିଷଖିଆ କୁମ୍ଭୀର । ସ୍ତ୍ରୀ ସାମ୍ନାରେ ହିଁ ତାର ସ୍ୱାମୀକୁ ଟାଣିନେଲା କୁମ୍ଭୀର । ସକାଳୁ ସ୍ୱାମୀ ସ୍ତ୍ରୀ ଉଭୟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ କିଏ ବା ଜାଣିଥିଲେ ସେହି ନଦୀରେ ମଣିଷଖିଆ କୁମ୍ଭୀର ଛକି ବସିଥିଲା । ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର । ଆଉ ସ୍ୱାମୀ ଶୌଚ କରୁଥିବା ବେଳେ ହଠାତ୍ ନଦୀରୁ ଉଠି ଆସିଲା ମଣିଷଖିଆ କୁମ୍ଭୀର ଆଉ ଝାମ୍ପି ନେଇଗଲା । ଏତେ ଦିନ ହେବ ଆଜି ମଣିଷଖିଆ କୁମ୍ଭୀର ପାଟିରେ ଲାଗିଛି ମଣିଷର ମାଂସ । କୁମ୍ଭୀର ପାଟିରୁ ସ୍ୱାମୀକୁ ବଞ୍ଚାଇବାକୁ ସ୍ତ୍ରୀ ବହୁତ୍ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ।
ସ୍ୱାମୀକୁ କୁମ୍ଭୀର ଟାଣି ନେଉଥିବାରୁ ସ୍ତ୍ରୀ ନେଇଥିବାରୁ ନଦୀ କୂଳରେ ଛାତି ଫଟେଇ କା-ନ୍ଦୁଛି ସ୍ତ୍ରୀ । ସମସ୍ତଙ୍କ ଆଖିରେ ଲୁହ । ସୂଚନାଯୋଗ୍ୟ ଶିବରାତ୍ରୀ ପାଇଁ ତରବରିଆ ଭାବେ ସ୍ୱାମୀ ସ୍ତ୍ରୀ ମିଶି ଚାଷ କାମ ସାରି ନିକଟସ୍ଥ ବ୍ରାହ୍ମଣୀ ନଦୀକୂଳକୁ ଗାଧୋଇବାକୁ ଯାଇଥିଲେ ଆଉ ସ୍ତ୍ରୀ ଆଖି ଆଗରେ ସ୍ୱାମୀକୁ ଟାଣିନେଲା କୁମ୍ଭୀର ।
ତେବେ ଏଭଳି ଅଘ-ଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥା-ନା ଅନ୍ତର୍ଗତ ଦକ୍ଷିଣଭେଡା ଗାଁରେ । ଦକ୍ଷିଣଭେଡା ଗାଁର ନିମାଇଁ ମଳିକଙ୍କୁ ଝା-ମ୍ପି ନେଲା କୁମ୍ଭୀର । ସ୍ତ୍ରୀ ଏହାକୁ ଦେଖି ଭ-ୟଭିତ ହେଇ କଣ କରିବେ କିଛି ବୁଧିବାଟ ଦେଖାଗଲାନି । ଶୌଚ ହେଉଥିବା ବେଳେ ବ୍ରାହ୍ମଣ ନଦୀ କୂଳରୁ ସ୍ୱାମୀ ନିମାଇଁକୁ ଟାମ୍ପିନେଲା କୁମ୍ଭୀର । ହଠାତ୍ ମହିଳାଙ୍କ ଆର୍ତ୍ତ ଚି-ତ୍କାର ଶୁଣି ଧାଇଁ ଆସିଥିଲେ ଗାଁ ଲୋକେ ନଦୀ କୂଳକୁ । ନିମାଇଁକୁ କୁମ୍ଭୀର ଟାଣି ନୋଇଥିବା ଜାଣିବାକୁ ପାଇଥିଲେ ।
ଏହା ପରେ ତାଙ୍କୁ ନଦୀ କୂଳରେ ଖୋଜୁ ବୁଲୁଛନ୍ତି । ମା ପୁଅକୁ କୁମ୍ଭୀର ଝାମ୍ପି ନେଇଥିବା କଥା ଶୁଣି ନଦୀ ପଠାରେ ବସି କାନ୍ଦୁଛି । ଅନ୍ୟପଟେ ସ୍ୱାମୀକୁ ନପାଇ କାନ୍ଦୁଛନ୍ତି ସ୍ତ୍ରୀ ଓ ପିଲା । ସଙ୍ଗେ ସଙ୍ଗେ ସେଠାରେ ବାଇଧରକୁ ଉ-ଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ପାଇବା ମାତ୍ରେ ଗ୍ରାମବାସୀ, ପୋ-ଲିସ ଓ ଅଗ୍ନିଶମ କର୍ମଚାରୀ ଘଟ-ଣାସ୍ଥଳରେ ପହଞ୍ଚି ନିମାଇଁକୁ ଖୋଜାଖୋଜି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ।