ଏହି ସୁନ୍ଦରୀଙ୍କର ଗୁଳି ବାହାରିଲେ ଶତ୍ରୁ ମାନଙ୍କର ପୁରା ମୁଣ୍ଡରେ ବାଜେ। ବନ୍ଧୁକରୁ ଗୁଳି ବାହାରିଲେ ମିସ ହୁଏନି। ସୀମାରେ ଛାନିଆ ହୁଏ ପାକିସ୍ତାନର ସେନା।

ବନ୍ଧୁକରୁ ଥରେ ଗୁଳି ବାହାରିଲେ ଶତ୍ରୁଙ୍କ ଜୀବନ ନେବାଟା ପୁରା ସୁନିଶ୍ଚିତ। ଛାତି ହେଉକି ମୁଣ୍ଡ ବିନା ଶବ୍ଦରେ ଗୁକି ଆସି ପୁରା ଭେଦ କରି ଚାଲିଯାଏ ୫ କିଲୋମିଟର ଦୂରରୁ ବି ଲକ୍ଷ୍ୟ ବିଫଳ ହୁଏ ନାହିଁ। ଶତ୍ରୁ ଠାରୁ ଲୁଚି କରନ୍ତି ଆକ୍ରମଣ। ହଁ ଆଜ୍ଞା ସ୍ନାୟକବର ଯିଏ ଦୂରରୁ ଥାଇ ଶତ୍ରୁ ମାନଙ୍କୁ ଆକ୍ରମଣ କରିବାରେ ପୁରା ମାହୀର। ଯିଏ ଭାରତୀୟ ଯବାନ ମାନଙ୍କର ଦେଖାଯାଉନଥିବା ଅସ୍ତ୍ର। ଯାହାର ଭୂମିକା ଯୁଦ୍ଧରେ ବହୁତ ଗୁରୁତ୍ୱପୂର୍ଣ୍ଣ। ସିଏ ନଥିଲେ ଯୁଦ୍ଧକୁ ଜିତିବା ବହୁତ କଷ୍ଟ ସାଧ୍ୟ ହୋଇପଡେ। ଏ ସୁନ୍ଦରୀ ହେଉଛନ୍ତି ଏମିତି ଜଣେ ଅସ୍ତ୍ର ଯାହାର ସବୁବେଳେ ଆବଶ୍ୟକତା ପଡିଥାଏ। ଶତ୍ରୁ ମାନଙ୍କର ମୁଣ୍ଡକୁ ପୁରା ଗୁଳିରେ ଉଡାଇ ଦିଅନ୍ତି।

ଏ ହେଉଛନ୍ତି ସୀମା ସୁରକ୍ଷା ବଳ ବା ବିଏସେଫର ମହିଳା ସ୍ନାୟିକବର ସୀମା କୁମାରୀ। ଏ ହେଉଛନ୍ତି ସେଇ ମହିଳା ଯିଏ ସବୁବେଳେ ଶତ୍ରୁ ମାନଙ୍କ ଠାରୁ ଲୁଚିକି କରନ୍ତି ଆକ୍ରମଣ। ଶତ୍ରୁମାନେ କେବେ ହେଲେ ଏମାନଙ୍କୁ ଦେଖି ପାରନ୍ତି ନାହିଁ। କିନ୍ତୁ ଗୋଟିଏ ବି ଶତ୍ରୁ ସୁମନଙ୍କ ଆଖିକୁ ଧକା ଦେଇ ପାରନ୍ତି ନାହିଁ। ଭାରତ ଉପରକୁ ଯିଏ ଆକ୍ରମଣ କରିବ ସିଏ ସୁମନଙ୍କ ଗୁଳିର ନିଶ୍ଚୟ ଶିକାର ହେବା ଟା ଥୟ। ଏ ହେଉଛନ୍ତି ସୀମା ସୁରକ୍ଷା ବଳର ପ୍ରଥମ ମହିଳା ସ୍ନାୟିକବର।

ନିକଟରେ ଇନ୍ଦର ସେଣ୍ଟ୍ରାଲ ସ୍କୁଲ ଅଫ ୱେପନ ଏଣ୍ଡ ଷ୍ଟ୍ରାକ୍ଟିସରେ ୮ ସପ୍ତାହ ଧରି ସ୍ନାୟିକବର ପ୍ରଶିକ୍ଷଣ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିରରେ ୫୬ ଜଣ ବିଏସଏଫ ଅଧିକାରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ସୁମନ କୁମାରୀ ଏକ ମାତ୍ର ମହିଳା ହିତାଧିକାରୀ ଭାବେ ଯୋଗ ଦେଇଥିଲେ। ଏହି କଷ୍ଟସାଧ୍ୟ ପ୍ରଶିକ୍ଷଣରେ ସୁମନ ନିଜର ପାରଦର୍ଶିତା ଦେଖାଇସଫଳ ଭାବେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ହିମାଞ୍ଚଳ ପ୍ରଦେଶର ପଣ୍ଡିଚେରୀ ଜିଲ୍ଲାରେ ଜନ୍ମିତ ସୁମନ କୁମାରୀ ୨୦୨୧ ରେ ବିଏସଏଫରେ ଯୋଗ ଦେଇଥିଲେ।

ଭାରତୀୟ ସେନାରେ ସ୍ନାୟିକବର ମାନେ ହେଉଛନ୍ତି ଆଦେଖା ଶକ୍ତି। ସବୁ ଯବାନଙ୍କ ପଛରେ ଯୁଦ୍ଧ ସମୟରେ ଏମାନେ ଛିଡା ହୋଇଛନ୍ତି ସୁରକ୍ଷକ ସାଜିଛନ୍ତି। ଯେଉଁଥିପାଇଁ ଯୁଦ୍ଧକୁ ଜିତିବା ସହଜ ହୋଇଯାଏ। ତେବେ ସ୍ନାୟିକବର ପ୍ରଶିକ୍ଷଣ ନେବା ପୂର୍ବରୁ ଶତ୍ରୁ ମାନଙ୍କ ଆକ୍ରମଣରେ ଶତ୍ରୁମାନେ ସ୍ନାୟିକବରର ଶିକାର ହୋଇଥିଲେ ସୁମନ। ପଞ୍ଜାବ ପାକିସ୍ତାନ ସୀମାରେ ବାଟୁରିକ କରୁଥିବା ସମୟରେ ସ୍ନାୟିକବର ଦ୍ୱାରା ଆକ୍ରମଣ କରିଥିଲେ ସୁମନଙ୍କ ଉପରକୁ। ଯାହା ପରେ ସେ ଚିନ୍ତା କରିଥିଲେ କି ସ୍ନାୟିକବର ହେବେ ବୋଲି।

ସ୍ନାୟିକବର ଭାବେ ପ୍ରଶିକ୍ଷଣ ନେବା ପାଇଁ ଇଛା ପ୍ରକାଶ କରି ନିଜର ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଥିଲେ। CSWT ଆଇଜି ଭାସ୍କର ସିଂ ରାଉୱାତ କହିଛନ୍ତି ଯେ ଯେଉଁମାନେ ଉତ୍କୃଷ୍ଟ ଲକ୍ଷ୍ୟ ଭେଦ କରିପାରନ୍ତିଆଲଫା ଓ ବ୍ରାଭୁଗନ ପ୍ରଦାନ କରାଯାଏ। ପ୍ରଶିକ୍ଷଣ ଗର୍ଭ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ହୋଇଥାଏ। ଏହି ପ୍ରଶିକ୍ଷଣ ଗର୍ଭରେ ସୁମନ କୁମାରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

Leave a Reply

Your email address will not be published. Required fields are marked *