ଦ୍ୱିତୀୟ ସନ୍ତାନ ‘ଅକାୟ’କୁ ଜନ୍ମ ଦେଲେ ବିରୁସ୍କା। ଖୁସିରେ ବିରାଟ କହଲି।

ପୃଥିବୀ ପୃଷ୍ଠକୁ ଆସିଲେ ନୁନିୟର ବିରାଟ। ଏକଥାକୁ ନେଇ ସମସ୍ତେ ଉତ୍ସ୍ୟହିତ ଆଉ ଆଶ୍ଚର୍ଯ୍ୟ ମଧ୍ୟ। କାରଣ ସମସ୍ତେ ଭାବୁଥିଲେ ବିରାଟ ଆଉ ଅନୁଷ୍କାଙ୍କର ଗୋଟିଏ କନ୍ୟା ସନ୍ତାନ ହେବ। କିନ୍ତୁ ଏବେ ଯାହା ଜଣା ପଡ଼ିଛି ଅନୁଷ୍କା ଜନ୍ମ ଦେଇଛନ୍ତି ଜୁନିୟର ବିରାଟକଙ୍କୁ।

ହଁ ଆଜ୍ଞା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କହଲି ଖୁବଶୀଘ୍ର ଦ୍ୱିତୀୟ ସନ୍ତାନର ମାତା ପିତା ହେବାକୁ ଯାଉଛନ୍ତି ବୋଲି ଆଗରୁ ମଧ୍ୟ ଖବର ପ୍ରସାରିତ ହେଉଥିଲା ଏବଂ ବହୁତ ଭାଇରାଲ ମଧ୍ୟ ହେଉଥିଲା। କିନ୍ତୁ ଆଜି ଦେଖିବାକୁ ମିଳିଛି ଯେ ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି ଯିଏକି ଜଣେ ପୁଅ। ତେବେ କୁହାଯାଉଥିଲା ଯେମିତିକି ଅନୁଷ୍କା ଲଣ୍ଡନରେ ଏକ ହସ୍ପିଟାଲରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଆଉ ବୋଧେ ସେହି ହସ୍ପିଟାଲରେ ଏବେ ଦ୍ୱିତୀୟ ସନ୍ତାନ ବା ପୁଅକୁ ଜନ୍ମ ଦେଇଛନ୍ତି ଅନୁଷ୍କା ଶର୍ମା। ଆଉ ଏପଟେ ସମସ୍ତେ କହୁଛନ୍ତି ପୃଥିବୀ ପୃଷ୍ଠକୁ ଆସିଛନ୍ତି ଜୁନିୟର ବିରାଟ।

ତେବେ ଯାହା ଜଣା ପଡ଼ିଛି ଯାହା ଖବର ମିଳିଛି ଆଉ ଅନୁଷ୍କା ଶର୍ମା ମଧ୍ୟ ନିଜେ ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଆଜି ବହୁତ ଖୁସିର ଦିନ ତାଙ୍କ ପାଇଁ। କାରଣ ଏଇ ଫେବୃଆରୀ ୧୫ ତାରିଖରେ ସେ ଆଶୀର୍ବାଦ ଭାବରେ ଗୋଟିଏ ପୁଅକୁ ଜନ୍ମ ଦେଇଛନ୍ତି। ଯାହାର ନାଁ ମଧ୍ୟ କହିଛନ୍ତି ଅକାୟ। ସେ କହିଛନ୍ତି ଝିଅ ଭାମୀଙ୍କର ଏ ହେଉଛନ୍ତି ଛୋଟ ଭାଇଟି। ଯିଏକି ପୃଥିବୀ ପୃଷ୍ଠକୁ ଏବେ ଏବେ ଆସିଛନ୍ତି।

ତା ସହିତ ଅନୁଷ୍କା ଶର୍ମା ଲେଖିଛନ୍ତି ଆମେ ଆଶା କରୁଛୁ ଯେ ସମସ୍ତେ ଆମକୁ ଆଶୀର୍ବାଦ କରିବେ। ଆଉ ଅନୁରୋଧ କରିଛନ୍ତି ଅନୁଷ୍କା ଶର୍ମା। ସେ କହିଛନ୍ତି ଆମର ଯେଉଁ ପ୍ରାଇଭେସିସ ସମୟ ରହିଛି ବର୍ତ୍ତମାନ ଆମକୁ ସେଥିରେ କେହି ଡିଷ୍ଟପ କରନ୍ତୁ ନାହିଁ। ଆଉ ଆମର ଏହି ସମୟରେ ଆମକୁ ଟିକିଏ ସମସ୍ତେ ଉତ୍ସ୍ୟହିତ କରନ୍ତୁ। ଆଉ ଶେଷରେ ଲୋକମାନଙ୍କୁ ବହୁତ ଭଲପାଇବା ଦେଇଛନ୍ତି ବିରାଟ ଓ ଅନୁଷ୍କା।

ତେବେ ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଅନୁଷ୍କା ଶର୍ମା ପ୍ରେଗନେଟ ଥିଲେ ସେତେବେଳେ କଥା ସାମ୍ନାକୁ ଆସିଥିଲା ଯେ ଅନୁଷ୍କା କୁଆଡେ ଯାଇଛନ୍ତି କୋଉଠି ରହୁଛନ୍ତି କୁଆଡେ ଦେଖାନାହିଁ। କିନ୍ତୁ ଏବେ ହୁଏତ ସମସ୍ତେ ଏ ଖବର ପାଇଯାଇଥିବେ ଯେ ଅନୁଷ୍କା ଶର୍ମା ଏବେ ଜୁନିୟର ବିରାଟଙ୍କୁ ଜନ୍ମ ଦେଇଛନ୍ତି। ଆଉ ଅନୁଷ୍କା ଯାହାର ନାଁ ଦେଇଛନ୍ତି ଅକାୟ।

Leave a Comment

Your email address will not be published. Required fields are marked *

Scroll to Top