ବିକାଶକୁ ମନ ଦେଇ ଭଲ ପାଇଥିଲା ଜ୍ୟୋତି,ହେଲେ ପ୍ରେମକୁ ନବୁଝି ଏମିତି କଲା ବିକାଶ।

ଜ୍ୟୋତି ପାଇଁ ପ୍ରେମ ହୋଇଗଲା ଅଭି-ଶାପ। ଜ୍ୟୋତି ବିକାଶକୁ ପ୍ରେମ କରି ବାହା ହୋଇଥିଲା। ହେଲେ ଶେଷରେ ବିକାଶ ଦେଇଦେଲା ମୃ-ତ୍ୟୁ ଦ-ଣ୍ଡ। ବିକାଶକୁ ମନ ଦେଇ ଭଲ ପାଇଥିଲା ଜ୍ୟୋତି। ବିକାଶର ପ୍ରେମରେ ଅନ୍ଧ ହୋଇଯାଇଥିଲା ଜ୍ୟୋତି। ହେଲେ ଶେଷରେ ବିକାଶ ପାଲଟି ଗଲା ସଇତାନ। ମଶାଣି ଶେଯରେ ଏବେ ଶୋଇଯିବ ଜ୍ୟୋତି। ଜ୍ୟୋତି ଅନ୍ଧ ଭଳି ବିକାଶକୁ ଭଲ ପାଇଥିଲା। ଆଉ ବିକାଶ ଜ୍ୟୋତିକୁ କଥା ଦେଇଥିଲା ସେ ତାକୁ ସବୁଦିନ ପାଇଁ ଖୁସିରେ ରଖିବ। ଆଉ ସେଇ ବିଶ୍ୱାସରେ ତ ଜ୍ୟୋତି ଘରୁ ଗୋଡ଼ କାଢି ଦେଇଥିଲା। ଆଉ ତାପରେ ବିକାଶର ହାତ ଧରିଥିଲା।

ବିକାଶ ଓ ଜ୍ୟୋତିର ବିବାହ ଆଜକୁ ଦେଢ଼ ବର୍ଷ ହୋଇ ଯାଇଛି।ହେଲେ ଦେଢ଼ ବର୍ଷ ପରେ ଏବେ ବିକାଶ ମା-ରି ଦେଇଛି ଜ୍ୟୋତିକୁ। ହଁ ଆଜ୍ଞା ଜ୍ୟୋତିଙ୍କ ପରିବାର ଲୋକେ ଏବେ ଆଣିଛନ୍ତି ସାଙ୍ଘା-ତିକ ଅଭି-ଯୋଗ।ଜ୍ୟୋତି ସିନା ଭଲପାଇ ବିକାଶକୁ ବିବାହ କରିଥିଲା। ହେଲେ ସବୁବେଳେ ଜ୍ୟୋତିକୁ ନିର୍ଯ୍ୟା-ତନା ଦେଉଥିଲେ। ଆଉ ଅନେକ ସମୟରେ ମା-ରଧର କରୁଥିଲେ। ସବୁବେଳେ ବିକାଶର ପରିବାର ଲୋକେ କହୁଥିଲେ ଯୌ-ତୁକ ଆଣିବା ପାଇଁ। ହେଲେ ଜ୍ୟୋତିର ପରିବାର ଲୋକେ ଗରିବ। ସେ କେଉଁଠୁ ବା ଯୌତୁକ ଦେବେ।

ତଥାପି ଜ୍ୟୋତିର ପରିବାର ଲୋକେ କହିଥିଲେ ପୁଅ ଯାଇଛି ବାଙ୍ଗାଲୋର୍ । ଆଉ ପୁଅ ବାଙ୍ଗାଲୋରରୁ ଆସିଲେ ସବୁ ଯୌ-ତୁକ ଦିଆଯିବ। ହେଲେ ତଥାପି ମାନି ନଥିଲେ ବିକାଶର ପରିବାର ଲୋକେ। ଏବେ ଜ୍ୟୋତିକୁ ମା-ରି ଦେଇଥିବା ଅଭି-ଯୋଗ କରିଛନ୍ତି ଜ୍ୟୋତିଙ୍କ ପରିବାର ଲୋକେ। ଏଭଳି ଘ-ଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ସଦର ଥା-ନା ଅଧୀନରେ ଥିବା କୁମଣ୍ଡ ଗ୍ରାମରେ। ଏଇ ଶୁଣି ନିଅନ୍ତୁ ଅଭି-ଯୋଗ।ମୋର ସନ୍ଦେହ ହେଉଛି ମା-ରି ଦେଇଛନ୍ତି ।

ଆଉ ମୁଁ କାଲି ଫୋନ୍ କଲି। ଫୋନ୍ ଉଠେଇଲେ ଯାହା ହେଲେ ତ କହିବା କଥା । ସେ ଭଲପାଇ କି ଯାଇଥିଲା ଯେହେତୁ ପଳେଇଲା, ଯେହେତୁ ଭଲପାଇ ନେଇଛନ୍ତି ଟିକେ ଅପେକ୍ଷା କର ଧନ ସମ୍ପତ୍ତି ପାଇଁ। ଭାଈ ରହୁଛନ୍ତି ବାହାରେ। ଭାଈ କହିଲେ ଟିକେ ରୁହ ମୁଁ ଗଲେ ଡାକି ଆଣିକି ଜିନିଷ ପତ୍ର ଦେଇ ନେଇକି ଛାଡ଼ିବି। ଯେହେତୁ କାଲି ସନ୍ଧ୍ୟା ସାତଟା କି ଆଠଟା ସମୟରେ ଆମେ ଜାଣିନୁ, ଆଜି ସକାଳ ସାତଟାରେ ଶୁଣିଲୁ ଯେ ମୃ-ତ୍ୟୁ ହେଇ ଯାଇଛି।ତେବେ ମୃ-ତ ଜ୍ୟୋତିଙ୍କ ପରିବାର ଲୋକେ ହ-ତ୍ୟା ଅଭି-ଯୋଗ ଆଣିବା ପରେ ମାମ-ଲାକୁ ରୁଜୁ କରି ଘଟ-ଣାର ତ-ଦନ୍ତ ଆରମ୍ଭ କରି ଦେଇଛି। ତେବେ ପୋଲି-ସର ସ୍ପଷ୍ଟ ତ-ଦନ୍ତ ପରେ ଜଣାପଡ଼ିବ ମୃ-ତ ଜ୍ୟୋତିଙ୍କର ଜୀବନ କେମିତି ଗଲା।

Leave a Reply

Your email address will not be published. Required fields are marked *