ସାଙ୍ଗର ସ୍ତ୍ରୀ ସହିତ ରୋ-ମାନ୍ସ କରିବା ପାଇଁ ସବୁଦିନ ଦିନ ପାଇଁ ସାଙ୍ଗକୁ ହଟାଇଦେଲା ସାଙ୍ଗ, ଏବେ ଦେଖାଉଛି ଡେମୋ।
କ୍ରାଇନ ସ୍ଥାନରେ କ୍ରାଇମସିନ ରିକ୍ରିଏସନ କରୁଛି ହ-ତ୍ୟାକାରୀ। ଗୋଟି ଗୋଟି କରି ସେ ର-କ୍ତ ରଞ୍ଜିତ ସହର ସେ ପ୍ରତିଟି ମୁହୂର୍ତକୁ ଡେମୋ କରି ଦେଖାଉଛି। କିପରି ପ୍ରଥମେ ସେ ସାଙ୍ଗକୁ ପରିବାର ଲୋକଙ୍କ ଠାରୁ ଅଲଗା କଲା। କେମିତି ଦୁହେଁ ମିଶି ମ-ଦ ପିଇଲେ। ଯାତ୍ରାରେ ଅନେକ ସମୟ ଧରି ବୁଲିଲେ। ଆଉ ଯେତେବେଳେ ରାତି ଅଧିକ ହେଲା ସାଙ୍ଗ ଶିବ ପୁରା ନି-ଶା ଗସ୍ତ ହୋଇଯାଇଥିଲା। ତା’ର ସୁଯୋଗ ଉଠାଇଥିଲା ହ-ତ୍ୟାକା-ରୀ ସାଙ୍ଗ। ସାଙ୍ଗ ଶିବକୁ ହ-ତ୍ୟାକା-ରୀ ସାଙ୍ଗ ନିଛାଟିଆ ଜାଗାକୁ ଡାକି ନେଇ କଲର ଧରିଲା ଆଉ କହିଲା ତୁ ଆମ ଦୁହିଁଙ୍କ ପ୍ରେମରେ କ-ଣ୍ଟା ସାଜିଚୁ। ଭାଉଜଙ୍କୁ ମୋ ସହ ଜମାବି ମିଶିବାକୁ ଦେଉନୁ। ତାଙ୍କୁ ସବୁବେଳେ ମା-ରପି-ଟି କରୁଛୁ।
ଆମେ ଯେତେବେଳେ ବି ରୋ-ମାନ୍ସ କରିବାକୁ ଯାଉଛୁ ତୁ ସବୁବେଳେ ଆସି ଆମ ମଝିରେ ବାଧା ସୃଷ୍ଟି କରୁଛୁ। ସେଥିପାଇଁ ତୋର ଆଉ ଏ ଦୁନିଆରେ ବଞ୍ଚିବାର ଅଧିକାର ନାହିଁ। ତୁ ମରିଲେ ଆମେ ଦୁହେଁ ଖୁଲମ ଖୁଲା ମିଶି ପାରିବୁ। ସ୍ୱାମୀ ସ୍ତ୍ରୀ ପରି ଶାରୀ-ରିକ ସ-ମ୍ପର୍କ ରଖିପାରିବୁ। ସେତେବେଳେ ଆମ ରାସ୍ତାରେ କେହି କ-ଣ୍ଟା ନଥିବେ। ଏମିତି କହିଲା ନି-ଶାଗସ୍ତ ଅବସ୍ଥାରେ ସାଙ୍ଗକୁ ତଳେ ପକାଇ ନିର୍ଜନ ସ୍ଥାନରେ ତ-ଣ୍ଟି ଚି-ପି ହ-ତ୍ୟା କଲା
ସାଙ୍ଗକୁ ଏଭଳି ବିଭ-ତ୍ସ ଭାବରେ ହ-ତ୍ୟା କରିବା ପରେ ପରିବାର ଲୋକଙ୍କ ଆଗରେ କୁମ୍ଭୀର କା-ନ୍ଦଣା କାନ୍ଦୁଥିଲା ତାହା ମଧ୍ୟ କହିଛି।ଆଜ୍ଞା ହଁ ବନ୍ଧୁଗଣ ଆପଣ ମାନେ ଅନେକ ଜାଗାରେ ଦେଖିଥିବେ ଯେଉଁଠି ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗ ପାଇଁ ଜୀବନ ଦେବାକୁ ବି ପୋଛାଇ ଯାଏନି କିନ୍ତୁ ଇଏ ଏମିତି ଏକ ସାଙ୍ଗ ଯିଏକି ସାଙ୍ଗର ସ୍ତ୍ରୀକୁ ପାଇବା ପାଇଁ ଏଠି ସାଙ୍ଗକୁ ହିଁ ମା-ରିଦେଇଛି। ଭଲପାଇବାର କୌଣସି ସୀମା ନଥାଏ। ଆଉ ସାଙ୍ଗର ସ୍ତ୍ରୀକୁ ପାଇବା ପାଇଁ ସାଙ୍ଗକୁ କିଭଳି ଭାବରେ ହ-ତ୍ୟା କରାଯାଏ ତାହା ଏଠି ସିନ ରିକ୍ରିଏସନ କରି ଦେଖାଉଛି ଏଇ ହ-ତ୍ୟାକାରୀ ସାଙ୍ଗ।
କେବଳ ସାଙ୍ଗର ସ୍ତ୍ରୀ ସହ ରୋ-ମାନ୍ସ କରିବା ପାଇଁ ଭାରି ଆଗ୍ରହୀଥିଲା ହ-ତ୍ୟାକାରୀ ସାଙ୍ଗ ଜଣକ। କିନ୍ତୁ ସେସବୁ କରିବାକୁ ଦେଉନଥିଲା ସାଙ୍ଗ। ଯାହାକୁ ନେଇ ରାଗରେ ତାତି ଯାଉଥିଲା ଏଇ ହ-ତ୍ୟାକାରୀ ସାଙ୍ଗ। ବାରମ୍ବାର ସାଙ୍ଗର ସ୍ତ୍ରୀକୁ ଉପଭୋଗ କରିବାକୁ ଚାହୁଁଥିବା ବେଳେ ସବୁବେଳେ ତା’ର ଯୋଜନା ଭଣ୍ଡୁର ହୋଇଯାଉଥିଲା। ଆଉ ଯେତେବେଳେ ଦେହର କାମନା ଅସହ୍ୟ ହୋଇଯାଇଥିଲା ତ ସେତେବେଳେ ସବୁଦିନ ପାଇଁ ସାଙ୍ଗକୁ ରାସ୍ତାରୁ ହଟେଇ ଦେବାକୁ ନିଷ୍ପତ୍ତି ନେଇଥିଲା ଏଇ ହ-ତ୍ୟାକାରୀ ସାଙ୍ଗ।
ହଁ ବନ୍ଧୁଗଣ ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥା-ନା କେନ୍ଦୁଆ ଗ୍ରାମରେ ଏଭଳି କିଛି ଘ-ଟଣା ଦେଖିବାକୁ ମିଳିଛି। SDPOଙ୍କ ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ କେନ୍ଦୁଆ ଗ୍ରାମର ବାସିନ୍ଦା ସବିତା ମହାନ୍ତଙ୍କ ସ୍ୱାମୀ ଶିବ ଶଙ୍କର ମହାନ୍ତଙ୍କୁ କେହି ଦୁ-ର୍ବୁତ୍ତ ହ-ତ୍ୟା କରିଥିବା ସୂଚନା ମିଳିଥିଲା। ଲିଖିତ ଅଭି-ଯୋଗ ପରେ ବାରିପଦା ସଦର ଥା-ନା ଅଧିକାରିଣୀ ମଧୁସ୍ମିତା ମହାନ୍ତ ଘଟ-ଣାର ତ-ଦନ୍ତ ଆରମ୍ଭ କରିଥିଲେ। ଆଉ ତ-ଦନ୍ତ କରୁ କରୁ ଜଣାପଡିଥିଲା ଯେ ୯ ତାରିଖ ଦିନ ଶିବ ଶଙ୍କର ଓ ତାଙ୍କ ଝିଅ ଭଣଜା ଓ ତାଙ୍କ ସ୍ତ୍ରୀ ପାଖ ଗାଁକୁ ଡାବୁଳ ନାଚ ଦେଖିବା ପାଇଁ ଯାଇଥିଲେ।ପର ଦିନ ସକାଳୁ ନି-ର୍ଜନ ସ୍ଥାନରୁ ଶିବଙ୍କର ମୃ-ତ ଦେହ ଉ-ଦ୍ଧାର ହୋଇଥିଲା। ପରେ ଜାଣିବାକୁ ମିଳିଥିଲା ଯେ ଶିବ ଶଙ୍କରଙ୍କ ଘନିଷ୍ଠ ସାଙ୍ଗ ଯାହାଙ୍କର ନାଁ ହେଉଛି ସୁଶୀଲ ମାଝୀ। ସେ ହ-ତ୍ୟାକା-ଣ୍ଡରେ ସମ୍ପୃକ୍ତ ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ ସବିତା ମହାନ୍ତଙ୍କୁ ତାଙ୍କ ସ୍ବାମୀ ନି-ଶାଗସ୍ତ ଅବସ୍ଥାରେ ସବୁବେଳେ ବାଡ଼ିଆପିଟା କରୁଥିଲେ। ଏହାକୁ ନେଇ ସବିତାଙ୍କର ତାଙ୍କ ସ୍ବାମୀଙ୍କ ପ୍ରତି ଏକ ବିତୃଷ୍ନା ଭାବ ଚାଲି ଆସିଥିଲା। ଏହାର ଫାଇଦା ଉଠାଇଥିଲା ହ-ତ୍ୟାକା-ରୀ ସାଙ୍ଗ ସୁଶୀଲ। ସାଙ୍ଗର ଅନୁପସ୍ଥିତିରେ ଘରେ ପଶୁଥିଲା ଆଉ ସାଙ୍ଗର ସ୍ତ୍ରୀକୁ ମିଠା ମିଠା କଥା କହି ପ୍ରେମ ଜା-ଲରେ ଫସାଇ ଥିଲା। ଏହା ପରେ ସବିତା ଓ ସୁଶୀଲଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସ-ମ୍ପର୍କ। କିନ୍ତୁ ପ୍ରେମରେ ସାଙ୍ଗ ଶିବ ସବୁବେଳେ ବାଧା ଦେଉଥିବାରୁ ଶିବ ଶଙ୍କରଙ୍କୁ ରାସ୍ତାରୁ ହଟେଇବା ପାଇଁ ସୁଶୀଲ ରଚିଥିଲା ଷ-ଡ଼ଯ-ନ୍ତ୍ର। ଆଉ ନିଜର ସାଙ୍ଗକୁ ହ-ତ୍ୟା କରିଥିଲା।