କଲେଜରେ ମୋ ସ୍ବାମୀଙ୍କୁ ମା-ରି ମୋତେ ଦେଉଛନ୍ତି ଅଫର୍
କଲେଜ୍ ଭିତରେ ଚାଲିଥିଲା ପ୍ରୋଗ୍ରାମ୍। ଆଉ ସେହି ପ୍ରୋଗ୍ରାମ୍ ଭିତରେ ଯୁବକଙ୍କର ଏଭଳି ମୃ-ତ୍ୟୁ ହୋଇଛି, ଆଉ କଲେଜ୍ ରୁମରୁ ବାହାରିଲା ଯୁବକର ର-କ୍ତାକ୍ତ ମୃ-ତ ଦେହ। ଏହାକୁ ଦେଖି ବାପା ମାଆ ପୁରା ଭାଙ୍ଗି ପଡିଛନ୍ତି। ଗୋଟିଏ ବୋଲି ପୁଅ ଥିଲା ବାପା ମାଆଙ୍କର। ଗତକାଲି ବାଲେଶ୍ଵର ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଷ୍ଟାଡିଜ୍ କଲେଜକୁ ଯାଇଥିଲେ ପ୍ରୋଗ୍ରାମ୍ ଦେଖିବାକୁ। କିନ୍ତୁ ସେଠାରୁ ଆଉ ଘରକୁ ଫେରିଲାଣି ପୁଅ। କଲେଜରେ ପହଞ୍ଚିଥିଲା ଆଉ କଲେଜ୍ ଭିତରେ ଥିବା ମନ୍ଦିର ନିକଟରେ ଜଗନ୍ନାଥ ଠାକୁରଙ୍କୁ ଦର୍ଶନ ବି କରିଥିଲା। ହେଲେ ଏହା ପରେ ମନ୍ଦିର ନିକଟରେ ଚପଲ ଆଉ ତାଙ୍କ ମୋବାଇଲ୍ ବି ପଡ଼ି ରହିଛି। କିନ୍ତୁ ଯୁବକ ଆଉ ନଥିଲେ।
କେହି ତାଙ୍କୁ ଘୋଷାଡି ଘୋଷାଡି ଆଣି ତାଙ୍କର ଜୀବନ ନେଇ ଜୀବନ ହାରିଲା ପରି କଲେଜ ନିକଟରେ ଫିଙ୍ଗି ଦେଇଥିଲେ। ଆଉ କଲେଜ କ୍ଲାସ୍ ରୁମରୁ ବାହାରିଲା ଯୁବକର ମୃ-ତ ଦେହ। ତାଙ୍କୁ କେହି ହ-ତ୍ୟା କରିଥିବା ପରିବାର ଲୋକେ ଅଭି-ଯୋଗ କରିଛନ୍ତି। ଗୋଟିଏ ବୋଲି ପୁଅ ଥିଲା । ତାର ମୁଁହ ଚାହିଁ ବାପା ମାଆ ଦିନ କାଟୁଥିଲେ। ପୁଅର ଏଇ ଏବେ ଏବେ ତ ବିବାହ ହୋଇଥିଲା କିନ୍ତୁ ଏବେ ସ୍ତ୍ରୀ ମଥାରୁ ସବୁଦିନ ପାଇଁ ଲିଭିଗଲା ସିନ୍ଦୂର। ବାପା ମାଆଙ୍କ କୋଳ ହୋଇଗଲା ଶୂନ୍ୟ। ଗୋଟିଏ ବୋଲି ପୁଅର ମୃ-ତ୍ୟୁରେ ବାପା ପୁରା ଭାଙ୍ଗି ପଡିଛନ୍ତି। ସ୍ଥାନୀୟ ଲୋକେ ବି ଏଭଳି ମୃ-ତ୍ୟୁକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ହଁ ଆଜ୍ଞା ସବୁଠୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି ଯେ ପୁଅର ମୃ-ତ୍ୟୁ ପରେ ଦଶ ଲକ୍ଷ ଟଙ୍କା ନିଅ ଆଉ କେଶକୁ ବନ୍ଦ୍ କର। ନ୍ୟା-ୟ ପରେ ଟଙ୍କା ଯାଚିଲେ ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ପୋଲିସ୍। ହଁ ଆଜ୍ଞା ଏମିତି ଆସିଲା ପୋ-ଲିସ୍ ନାଁରେ ସାଙ୍ଘା-ତିକ ଅଭି-ଯୋଗ। ପୋ-ଲିସ ବାବୁ କରୁଥିଲେ ଜୀବନର ମୂଲ୍ୟାୟନ। ଦଶ ଲକ୍ଷ ଟଙ୍କାରେ କିଣୁଥିଲେ ମଣିଷର ଜୀବନ। ଏ କଥା ଆମେ କହୁନୁ,ଏକଥା କହୁଛନ୍ତି ମୃତକଙ୍କ ବାପା। ଗତକାଲି ବାଲେଶ୍ଵର ଶିଳ୍ପାଞ୍ଚଳ ଥା-ନା ଅଧୀନସ୍ଥ କଲେଜରେ ଏକ ଯୁବକଙ୍କ ର-କ୍ତ ଯୁଡୁବୁଡୁ ମୃ-ତ ଦେହ ଉ-ଦ୍ଧାର କରାଯାଇ ଥିଲା। ମୃ-ତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃ-ତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଯୁବକଙ୍କର ବେଡ୍ସ୍ କଲେଜ ସହ କଣ ସ-ମ୍ପର୍କ ଥିଲା। ସେ ଅଣଛାତ୍ର ଥିଲେ। ତେବେ କଲେଜକୁ କଣ ପାଇଁ ଯାଇଥିଲେ।
କକେଜ୍ କ୍ୟାମ୍ପସ ଭିତରକୁ ମୃ-ତ ଦେହ କେମିତି ଗଲା। କକେଜ ପ୍ରୋଗ୍ରାମକୁ ଆସି ନଥିଲେ କି କଲେଜର କର୍ତ୍ତୃପକ୍ଷ। କଲେଜରେ ସେହିଦିନ ପ୍ରୋଗ୍ରାମ୍ ଥିଲା ଆଉ ଲୋକଙ୍କ ଭିଡ଼ ମଧ୍ୟ ହେଇଥିଲା। ତେବେ କେମିତି ମୃ-ତ୍ୟୁ କଥା ଜାଣି ପାରି ନଥିଲେ କଲେଜର କର୍ତ୍ତୃପକ୍ଷ। ଯଦି କଲେଜ୍ ଭିତରେ କେହି ନଥିଲେ ତାହାଲେ କଲେଜ୍ ଗେଟ୍ କେମିତି ଖୋଲାଥିଲା। ଆଉ ମୃ-ତ ଦେହ କଲେଜ୍ ରୁମ୍ ଭିତରକୁ କେମିତି ଆସିଲା। ଯଦି ବେଡ୍ସ୍ କଲେଜ ମୃ-ତ୍ୟୁ ପଛରେ କିଛି ହାତ ନାହିଁ,ତେବେ କଣ ପାଇଁ ଲୁ-ଚିଛନ୍ତି କଲେଜ୍ କର୍ତ୍ତୃପକ୍ଷ । ଏବେ ସବୁଠୁ ବଡ଼ କଥା ହେଉଛି ଯଦି ମୃ-ତ୍ୟୁ ପଛରେ କିଛି ହାତ ନାହିଁ,ତେବେ ମୃତ-କଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା ଅଫର୍ କରୁଛନ୍ତି କଣ ପାଇଁ। ଏବଂ ପୋ-ଲିସ ତ-ଦନ୍ତ ନକରି କେ-ଶ୍ ବନ୍ଦ୍ କରିବା ପାଇଁ କାହିଁକି ଚାହୁଁଛି। ତେବେ ମନରେ ଅନେକ ପ୍ରଶ୍ନ ଉଙ୍କି ମା-ରିଲା। ଆଗକୁ ଦେଖିବାକୁ ବାକି ରହିଲା ଏ କେ-ଶଟି କେଉଁ ଆଡ଼କୁ ମୋଡ଼ ନେଉଛି।