ମହିଳାଙ୍କ ଅଣ୍ଟାରେ ଯେତେ ହାତ ମାରିଲେ ବାହାରୁଛି ପୁଳା ପୁଳା… ପୋଲିସ ଦେଖି ଉଡ଼ିଗଲା ହସ।

ଟିକେ ଏହି ମହିଳାଙ୍କର ଫୋଟକୁ ଦେଖନ୍ତୁ। ଇଏ କି ବାହାନା ବାବାରେ ବାବା। ଦେଖିଲା ବେଳକୁ ଲାଗୁଛି କଳାକାରଙ୍କୁ ବି ପଛରେ ପକାଇ ଦେବ ଏ ମହିଳା।ଏ ମହିଳାଙ୍କର ଫୋଟଟିକୁ ଟିକେ ଭଲ କରି ଦେଖନ୍ତୁ। ମହିଳାଙ୍କ ଅଣ୍ଟାରେ ଯେତେ ହାତ ମାରିଲେ ବାହାରୁଛି ପୁଳା ପୁଳା ଏମିତି ଜିନିଷ ଯାହାକୁ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଥରେ କି ଦୁଇ ଥର ନୁହେଁ ଏ ମହିଳା ପିନ୍ଧିଥିବା ଶାଢ଼ୀ ଓ ଅଣ୍ଟା ତଳେ ହାତ ମାରିଲେ ବାହାରୁଛି ପୁଳା ପୁଳା ବ୍ରାଉନସୁଗର। ଆଉ ସେ ଅଣ୍ଟା ତଳେ ହାତ ରଖି ମହିଳା କରୁଛନ୍ତି ଅଭିନୟ। ଆଉ ଏତେ ପରିମାଣରେ ବ୍ରାଉନସୁଗର ବାହାରୁଛି ଯେ ସେ ପୁଣି ଶାଢ଼ୀ ପିନ୍ଧିଥିବା ଅଣ୍ଟା ତଳେ। ଆଉ ତା’ପରେ ସେହି ସ୍ଥାନରୁ ମହିଳା ଜଣକ ହାତ ବାହାର କରୁନାହାଁନ୍ତି। ଆଉ ଅଭିନୟ କରୁଛନ୍ତି ପୋଲିସ ଗାଡି ଭିତରେ ବସି।

ବୋହୁ ଦିନ ଧରି ମହିଳା ଜଣକ ଅଣ୍ଟା ତଳେ ଆଉ ଏଭଳି ସ୍ଥାନରେ ରଖି ବ୍ରାଉନସୁଗର ବେପାର କରୁଛନ୍ତି ଯାହାକୁ ଶୁଣି ଆପଣ ମଧ୍ୟ ଚକିତ ହୋଇଯିବେ। ଆପଣ ସବୁବେଳେ ପୁରୁଷ ମାନଙ୍କୁ ଏଭଳି କାର୍ଯ୍ୟ କରୁଥିବାର ଦେଖିଥିବେ। କିନ୍ତୁ ଏବେ ଏଇ ମହିଳାଙ୍କୁ ଦେଖନ୍ତୁ ଶାଢ଼ୀ ପିନ୍ଧିଛନ୍ତି ଆଉ ଅଣ୍ଟା ତଳେ ଏଭଳି ସ୍ଥାନରେ ରଖିଛନ୍ତି ବ୍ରାଉନସୁଗର ଯାହାକୁ ଦେଖି ପୋଲିସର ଉଡ଼ିଗଲା ହସ।

ଆଜ୍ଞା ହଁ ବନ୍ଧୁଗଣ ଶାଢ଼ୀ ପିନ୍ଧି ଅଣ୍ଟା ତଳେ ବ୍ରାଉନସୁଗର ରଖି ମହିଳା କରୁଥିଲେ ବେପାର। ସେ ପୁଣି ଦିନେ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି କରୁଥିଲେ ବେପାର। ଆଉ ଆଜି ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି। ଆଉ ଧରା ପଡିବା ପରେ ପୋଲିସ ଗାଡ଼ିରେ ବସି ଭଲ ଭାବରେ ଅଭିନୟ କରୁଛନ୍ତି। ଦେଉ ଅସୁସ୍ଥ ହେବାର ଏଭଳି ଅଭିନୟ କରୁଛନ୍ତି ଯେ ଯାହାକୁ ଆପଣ ମାନେ ଏହି ଫୋଟରେ ଦେଖିପାରୁଥିବେ। କାହିଁକିନା ଶାଢ଼ୀ ପିନ୍ଧିଛନ୍ତି ଆଉ ଅଣ୍ଟା ତଳେ ରଖିଥିଲେ ପୁଳା ପୁଳା ବ୍ରାଉନସୁଗର ସେ ପୁଣି ପକେଟ କରି। ବେସ ଚତୁରତାର ସହିତ ଶାଢ଼ୀ ପିନ୍ଧି ଶାଢ଼ୀ ତଳେ ବ୍ରାଉନସୁଗର ରଖି କରୁଥିଲେ ବେପାର।

ଏ ମହିଳା ହେଉଛନ୍ତି ଜଣେ ବେପାରୀ। ଏ ମହିଳାଙ୍କର କାମ ହେଉଛି ସବୁବେଳେ ବ୍ରାଉନସୁଗରକୁ ପ୍ୟାକେଟ କରି ଶାଢ଼ୀ ପିନ୍ଧିଥିବା ଅଣ୍ଟା ତଳେ ରଖି କରୁଥିଲେ ବେପାର। ଆଉ ଆଜି ଶେଷରେ ପୋଲିସ ହାତରେ ଧରା ପଡିଗଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାରେ। ବାଲେଶ୍ଵର ଶହଦେଵଖୁଣ୍ଟା ଆଦର୍ଶ ଥାନା ପୋଲିସ ଦ୍ୱାରା ବେଆଇନ ବ୍ରାଉନସୁଗର କାରବାର ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ମହିଳା ଜଣକ ହେଲେ ଅଡ଼ର୍ରବଜାରର ୫୭ ବର୍ଷୀୟ ଶ୍ୱହେଲା ଭିୟୁ ବୋଲି ପୋଲିସ ସୂଚନା ଦେଇଛି।

ସ୍ୱହେଲାଙ୍କ ଠାରୁ ୧୧ ଲକ୍ଷ ଟଙ୍କା ମୂଲ୍ୟର ୧୧୦ ଗ୍ରାମ ବ୍ରାଉନସୁଗର ଜବତ ସହ ୨୪୦୦ ଟଙ୍କା ଜବତ କରିଛି ପୋଲିସ। ଆଉ ଏହା ପରେ ମହିଳା ଜଣକ ପୋଲିସ ଗାଡ଼ିରେ ବସି ଅଣ୍ଟା ତଳେ ହାତ ରଖି କରୁଛନ୍ତି ଅଭିନୟ। ଯାହାର ଦୃଶ୍ୟ ଆପଣ ମାନେ ଦେଖି ପାରୁଥିବେ। ପୂର୍ବରୁ ସ୍ୱହେଲା ନାମରେ ବାଲେଶ୍ଵର ସହଦେଵଖୁଣ୍ଟା ଥାନାରେ ଦୁଇଟି ମାମଲା ରହିଥିବା ବେଳେ ଦୀର୍ଘ ଦିନରୁ ନିଶା କାରବାରରେ ସେ ସମ୍ପୃକ୍ତ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *