ରାଣୀ ପ୍ରିୟାଦର୍ଶନୀଙ୍କୁ କିଏ ଦେଲା ହ-ତ୍ୟାର ଧ-ମକ? ସେ ନେଇ କୋର୍ଟରେ ଦ୍ୱାରସ୍ତ ହେଲେ ରାଣୀ ପ୍ରିୟାଦର୍ଶନୀ।

ରାଣୀ ପ୍ରିୟାଦର୍ଶନୀଙ୍କୁ କିଏ ସେ ଦୁ-ର୍ବତ ହ-ତ୍ୟା କରିବାକୁ ଉଦ୍ୟମ କରିଛି ସେ ଏତେ ନର୍ଭସ ହୋଇଯାଇଛନ୍ତି ଯେ ସେ କିଛି ବି କଥା ସୋସିଆଲ ମିଡ଼ିଆ ସାମ୍ନାରେ କହିବାକୁ ଅସମର୍ଥ। ତାଙ୍କର ଆଡଭୋକେଟ କହୁଛନ୍ତି ତାଙ୍କ ସହିତ କ’ଣ ଘଟିଛି କ’ଣ ଘଟିଛି ତେବେ ଆସନ୍ତୁ ଜାଣିନେବା ତାଙ୍କ ଆଡଭୋକେଟ କ’ଣ ପ୍ରତିକ୍ରିୟା ରଖିଛନ୍ତି।

ଉଚ୍ଚ ନ୍ୟା-ୟାଳୟର ଆ-ଇନ ଜୀବୀ ଆଡଭୋକେଟ ସୁମନ୍ତ ସ୍ୱାଇଁ କହିଛନ୍ତି ଯେ ଦେଖନ୍ତୁ ରାଣୀ ପ୍ରିୟାଦର୍ଶନୀ ମୋର କ୍ଳାଇଣ୍ଡ। ତ ଗତ କାଲି ତାଙ୍କୁ ଆର୍ସଲ କରାଯାଇଛି। ତାଙ୍କୁ ବର୍ତ୍ତମାନ କିଛି ଦୁ-ର୍ବୁତ୍ତ ମାନେ ମଧ୍ୟ ଫେଟେନ ଦେଇଛନ୍ତି। ତାଙ୍କୁ ଉଠାଇ ନେବାର ପ୍ରୟାସ ମଧ୍ୟ କରିଛନ୍ତି। ତ ନିହାତି ଭାବେ ଯଦି କୌଣସି ବ୍ୟକ୍ତି ସୋସିଆଲ ମିଡିଆରେ କୌଣସି ସ୍ଲାଙ୍କସ ୟୁଜ କରିଛି ତାହେଲେ ଆଜ୍ଞା ଆଇ-ନର ଦ୍ୱାରସ୍ତ ହେବା ନିହାତି ଉଚିତ। ମକା-ର୍ଦମା ହେବା ନିହାତି ଦରକାର।

କିନ୍ତୁ କୌଣସି ବ୍ୟକ୍ତି କହିଲା ବୋଲି ତାକୁ ଯଦି ଆମେ ରୋଷ୍ଟ କରିବା ବା ଯେଉଁ ବ୍ୟକ୍ତି ମାନେ ତାଙ୍କୁବ ରୋଷ୍ଟ କରି ଥେଟେନ ଦେଇଛନ୍ତି ତ ବର୍ତ୍ତମାନ 66e ଆଇଟି ଆର୍ଟ ଅନୁସାରେ ୩ ବର୍ଷ ୭ ବର୍ଷ ୧୦ ବର୍ଷ ପର୍ଯ୍ୟନ୍ତ ସଜା ମଧ୍ୟ ରହିଛି। ତେଣୁ ସେହି ବାବ-ଦରେ ଯେଉଁ ବ୍ୟକ୍ତିମାନେ ତାଙ୍କୁ ହ-ତ୍ୟା ଧ-ମକ ଦେଇ ତାଙ୍କୁ ଉଠାଇ ନେବାର ପ୍ରୟାସ କରିଥିଲେ ତ ବର୍ତ୍ତମାନ ସେ ମହିଳା ଥା-ନାରେ ଦ୍ୱାରସ୍ତ ହୋଇଛନ୍ତି। ମୋର କ୍ଳାଇଣ୍ଡ କହିବା କଥାରେ ମହିଳା ଥା-ନାରେ ଏତ-ଲା ଦିଆଯାଉଛି। IIC ମଧ୍ୟ କହିଛନ୍ତି ଅତିଶୀଘ୍ର ଏଫେୟାର ରୁଜୁ କରି ଦୋ-ଷୀ ମାନଙ୍କୁ ଆ-ରେଷ୍ଟ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ଗତ କାଲି ରାତିରେ ଆଡଭୋକେଟଙ୍କୁ ଫୋନ କରି କହିଥିଲେ ରାଣୀ ପ୍ରିୟାଦର୍ଶନୀ ଯେ ମୋର ଗୋଡ଼ ହାତ ଥରୁଛି କଣ କରିବି କିଛି ବୁଝି ପାରୁନି କିଛି ଦୁର୍ବୁତ୍ତ ମାନେ ମୋତେ ଅପ-ହରଣ କରିନେବା ପାଇଁ ହାଇଟେକ ରୋଡ଼ରେ ବ୍ୟବସ୍ଥା କରିଥିଲେ। ତେଣୁ ମୁଁ ସେଠାରେ ତାଙ୍କୁ କହିଥିଲି ତମେ ଆସନ୍ତା କାଲି ମହିଳା ଥାନାକୁ ଆସ ଯେହେତୁ ମହିଳା ଥା-ନାରେ ମହିଳା ମାନଙ୍କର ଗୋଟେ ବିଶ୍ୱସ୍ତ ଥା-ନା। ତେଣୁ ନିହାତି ଭାବେ ମହିଳା ଥା-ନାରେ ଦ୍ୱାରସ୍ତ ହୋଇଛନ୍ତି ରାଣୀ ପ୍ରିୟାଦର୍ଶନୀ।

ଏହା ସହିତ ଯେଉଁ ବ୍ୟକ୍ତିମାନେ ତାଙ୍କୁ ଅପ-ହରଣ କରିବାକୁ ଚେଷ୍ଟା କରିଥିଲେ କିମ୍ବା ତାଙ୍କ ନାଁରେ ରୋଷ୍ଟ କରାଯାଇଛି ସେମାନଙ୍କ ନାଁରେ ବର୍ତ୍ତମାନ ଏ-ତଲା ଦିଆଯାଉଛି। ଗତ କାଲି ତାଙ୍କୁ ୪ ଜଣ ଆତ-ର୍କିତ ଆକ୍ର-ମଣ କଲା ଭଳି ଛୁ-ରୀ ଲଗାଇ ଏଭଳି ତାଙ୍କୁ ବ୍ୟବହାର କରିଥିଲେ। ବର୍ତ୍ତମାନ ସେହି ବାବ-ଦରେ ଏତଲା ଦିଆଯାଇଛି।

ତାଙ୍କୁ ଯେଉଁ ରୋଷ୍ଟର ମାନେ ସେହି ସମୟରେ ଗା-ଳି କରୁଥିଲେ କିମ୍ବା ତାଙ୍କୁ ବିକ୍ରି କରିବା ପାଇଁ ଯେଉଁ ମାନେ ଉଦ୍ୟମ କରିଥିଲେ ବା ଧ-ମକ ଦେଇଥିଲେ କିମ୍ବା ଯେଉଁ ମାନେ ତାଙ୍କୁ ଦାଦା ବଟି ମାଗି ଛୁ-ରୀ ଦେଖାଇଥିଲେ ସେମାନଙ୍କୁ ଆ-ରେଷ୍ଟ କରାଯାଉ ବୋଲି ଅଭି-ଯୋଗ କରିଛନ୍ତି ରାଣୀ ପ୍ରିୟାଦର୍ଶନୀ।

ଆଡଭୋକେଟଙ୍କ କହିବା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବା ମହିଳା ସୋସିଆଲ ମିଡିଆରେ ଅ-ଶ୍ଳୀଳ ଭାଷା କହୁଛି କି ଲଗ୍ନ ହୋଇ ଫୋଟ ଛାଡ଼ୁଛି ତା ପାଇଁ ଆଇନ ଅଛି କିନ୍ତୁ ଆମେ ଥେଟେନ ଦେବା କି ମା-ରିଦେଵ ପାଇଁ ଧ-ମକ ଦେବା ଏଇଟା କେବେ ସମ୍ଭବ ନୁହେଁ। କାରଣ ଆ-ଇନ ଅଛି। ଆମେ ତାଙ୍କ ବିରୋ-ଧରେ ଆଇ-ନର ଦ୍ୱାରସ୍ତ ନେଇପାରିବା। କିନ୍ତୁ ଆଇ-ନକୁ ଆମ ହାତକୁ ନେବା ଆଦୌ ଠିକ ନୁହେଁ।

ତେବେ ପୋଲି-ସଙ୍କର ତ-ଦନ୍ତ ପରେ ଜଣା ପଡିବ କିଏ ସେଇ ଦୁ-ର୍ବୁତ୍ତ ମାନେ ରାଣୀ ପ୍ରିୟାଦର୍ଶନୀଙ୍କୁ ହ-ତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ସେଥିପାଇଁ ପୋ-ଲିସ ତ-ଦନ୍ତ ଆରମ୍ଭ କରିଦେଇଛି ଆଉ ତ-ଦନ୍ତ ପରେ ଦୁ-ର୍ବୁତ୍ତ ମାନଙ୍କୁ ଆ-ରେଷ୍ଟ କରାଯିବ ବୋଲି ଆ-ଇନ ପ୍ରତିଶୃତି ଦେଇଛି।

Leave a Reply

Your email address will not be published. Required fields are marked *