ପୁଅର ଦମଦାର ପ୍ରଦର୍ଶନ ଦେଖି କାନ୍ଦି ପକାଇଲେ ଜୟସ୍ୱାଲଙ୍କ ବାପା। କାନ୍ଦି କାନ୍ଦି ଏମିତି କହିଲେ।।
ପୁଅ ମାରିଲା ଦ୍ୱୀଶତକ ଟିଭିରେ ବାପା ଦେଖି କାନ୍ଦି ପକାଇଲେ। ପୁରୁଣା ଦିନକୁ ମନେ ପକାଇ ଲୁହକୁ ପାରିଲେନି ଅଟକାଇ। ପୁଅ ପାଇଁ ବାପା ବିକୁଥିଲେ ଗୁପଚୁପ। ମା’ ପର ଘରେ କାମ କରୁଥିଲେ। ଆଜି ସେହି ପୁଅ ବାପା-ମା’ଙ୍କ ପାଇଁ ଆଣିଛି ସୁନାମ।ଆଜ୍ଞା ହଁ ବନ୍ଧୁଗଣ ଆମେ ଜଣାଉଛୁ ଭାରତୀୟ ଦଳର ଉଦ୍ୟମାନ ତାରକା ଜୋଶଶୀ ଜୟସ୍ୱାଲଙ୍କ କଥା। ଯିଏକି ତାଙ୍କ ଜୀବନରେ ଅନେକ ସଙ୍ଘର୍ଷ ଅନେକ ବାଧା ପ୍ରତିବନ୍ଧକକୁ ଅତିକ୍ରମ କରି ଆଜି ଏଠାରେ ଆସି ପହଂଚିଛନ୍ତି। ବିଶାଖାପାଟଣାରେ ହୋଇଥିବା ସୋ ରଚିଛନ୍ତି କ୍ରିକେଟର ଜୋଶଶୀ ଜୟସ୍ୱାଲ।
ଇଂଲଣ୍ଡ ବିରୋଧରେ ହାସଲ କରିଛନ୍ତି ପ୍ରଥମ ଦ୍ୱୀଶତକ। ଟିମ ଇଣ୍ଡିଆର ବ୍ୟାଟର ଇଂଲଣ୍ଡ ବୋଲରଙ୍କ ସାମ୍ନାରେ ଧରାଶାୟୀ ହୋଇଥିବା ବେଳେ ଜୟସ୍ୱାଲ ଏକାକୀ ଲଢେଇ କରି ଦ୍ୱୀଶତକୀୟ ରିନିଂ ଖେଳିଛନ୍ତି। ବିଶ୍ୱକପ ପାର୍ଟନମରେ ଡକ୍ଟର ବାୟିୟସ ରାଜକେଶର ରେଡି ଷ୍ଟାଡିୟମରେ ରେକର୍ଡ ବେକିଂ ଇନିଂସ ଖେଳିଛନ୍ତି ଜୋଶଶୀ ଜୟସ୍ୱାଲ।ଆଉ ପୁଅର ଏଭଳି ଦମଦାର ପ୍ରଦର୍ଶନ ଦେଖି ନିଜ ଆଖିର ଲୁହକୁ ଲୁଚେଇ ପାରିନାହାନ୍ତି ବାପା। ପୁଅକୁ ଏଭଳି ଖେଳୁଥିବାର ଟିଭିରେ ଦେଖି ତାଙ୍କ ଆଖିରୁ ବହି ଯାଇଛି ଧାର ଧାର ଲୁହ। ଆଉ ସେହି ପୁରୁଣା ଦିନକୁ ମନେ ପକାଇ କାନ୍ଦି ପକାଇଛନ୍ତି।
ଆଜ୍ଞା ହଁ ବନ୍ଧୁଗଣ ଆପଣ ମାନେ ଦେଖି ପାରୁଥିବା ଏହି ଜୋଶଶୀ ଜୟସ୍ୱାଲଙ୍କ ଜୀବନର କାହାଣୀ ଏତେ ବି ସହଜ ନଥିଲା। ଅନେକ କିଛି ସହି ସେ ଆଜି ଏଠାରେ ଆସି ପହଂଚିଛନ୍ତି। ଜୋଶଶୀ ଜୟସ୍ୱାଲ ଉଦୟ ଜିଲ୍ଲାର ସୁରିୟ ନିବାସୀ। ତାଙ୍କ ବାପାଙ୍କ ନାମ ହେଉଛି ଭୁପେନ୍ଦ୍ର ଜୟସ୍ୱାଲ।ପିଲା ବେଳୁ ଅନେକ ଦାରିଦ୍ର୍ୟତା ଭିତରେ ଜୀବନ କଟିଛନ୍ତି ଜୋଶଶୀ ଜୟସ୍ୱାଲ। ପରିବାର ପ୍ରତିପୋଷଣ ପାଇଁ ବାପା ରାସ୍ତା କଡରେ ଗୁପଚୁପ ବିକୁଥିବା ବେଳେ ଘରର ଅଭାବ ଅନାଟନ ପାଇଁ ମା’ ପ୍ର5ଘରେ କାମ କରି ବାପାଙ୍କୁ ସାହାର୍ଯ୍ୟ କରନ୍ତି। ଆଉ ଏତେ ସବୁ ଅସୁବିଧା ଭିତରେ ବି ବାପା-ମା’ଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଆମ ପୁଅକୁ ଆମେ କ୍ରିକେଟର କରିବା।
ଆଉ ବାପା-ମା’ଙ୍କର ସେହି ଇଚ୍ଛାକୁ ପୂରଣ କରିବା ପାଇଁ ମାତ୍ର ୧୧ ବର୍ଷ ବୟସରେ ଘର ଛାଡ଼ି ମୁମ୍ବାଇ ଚାଲି ଯାଇଥିଲେ ଏହି ଷ୍ଟାର କ୍ରିକେଟର ବ୍ୟାଟର ଜୋଶଶୀ ଜୟସ୍ୱାଲ। ଆଉ ଗଲାବେଳେ ସାଥିରେ ନେଇଯାଇଥିଲେ ମାତ୍ର ୨ ଶହ ଟଙ୍କା। ଏହା ପରେ ସେ କେବେବି ପଛକୁ ବୁଲି ଚାହିଁନଥିଲେ। ଅନେକ ବାଧା ବିଘ୍ନ ପ୍ରତିବନ୍ଧକକୁ ସେ ସାମ୍ନା କରି ସେ ଗୋଟେ ପରେ ଗୋଟେ ପାହାଚ ଚଢି ଚାଲିଲେ। ଆଉ ତାଙ୍କର ଏଭଳି କଠିନ ପରିଶ୍ରମ ଆଉ ପ୍ରଚେଷ୍ଟା ଦେଖି ଗରିବିବି ତାଙ୍କ ଆଗରେ ହାର ମାନିଲା। ଆଉ ଆଜି ସେ କୋଟି କୋଟି ଟଙ୍କାର ମାଲିକ। ଆଉ ଆଜି ଯାହାକୁ ନେଇ ବାପା-ମା ଗର୍ବ କରୁଥିବା ବେଳେ ଜୋଶଶୀ ଜୟସ୍ୱାଲଙ୍କ ଦ୍ୱୀଶତକୀୟ ଇନିଂସ ବାପା- ମା’ଙ୍କ ଗୌରବ ଏବଂ ସୁନାମକୁ ଦ୍ୱିଗୁଣିତ କରିଛି।