ରିପୋ-ର୍ଟ୍ ରେ ତ୍ରୁ-ଟି ଥିବା ଦର୍ଶାଇ ଡାକ୍ତରଙ୍କୁ କରିଥିଲେ ଦୁର୍ବ୍ୟ-ବହାର । ଏବେ ଟେକିନେଉଛି ପୋ-ଲିସ୍ ।
କାର୍ଯ୍ୟରତ ଡ଼ାକୁରଙ୍କୁ ମା-ଡ଼ ମା-ରି ଗି-ରଫ ହେଲେ ମହିଳା । ପାରଳାଖେମୁଣ୍ଡିର ମୃ-ତ ନବୋଦୟ ଛାତ୍ରୀ ସୌଦାମିନୀଙ୍କ ମା ସୁଜ୍ଞାନୀ ଗମାଙ୍ଗଙ୍କୁ ପୋଷ୍ଟମ-ର୍ଟମ କରିଥିବା ଡାକୁରଙ୍କୁ ଅ-ଶ୍ଳୀଳ ଭାଷାରେ ଗା-ଳି ଗୁ-ଲଜ କରିବା ସହ ଜୋତାରେ ମା-ଡ଼ ମା-ରିଥିଲେ । ଏହି ଘଟ-ଣାରେ ଆଜି ପାରଳାଖେମୁଣ୍ଡି ପୋ-ଲିସ ସୁଜ୍ଞାନୀଙ୍କୁ ଗି-ରଫ କରିଛି । ପୋଲିସ ଏନେଇ ଅଧୂକ ତ-ଦନ୍ତ ମଧ୍ୟ ଜାରି ରଖିଛି । ସୂଚନାନୁଯାୟୀ, ଗତବର୍ଷ ଫେବୃଆରୀ ୧୭ରେ ନବୋଦୟ ବିଦ୍ୟାଳୟରେ ସୁଜ୍ଞାନୀଙ୍କ ଝିଅ ଆ-ତ୍ମହ-ତ୍ୟା କରିଥିବା ଖବର ମିଳିଥିଲା । କିନ୍ତୁ ମୃ-ତ ନାବାଳିକାଙ୍କ ମା ସୁଜ୍ଞାନୀ ଆ-ତ୍ମହ-ତ୍ୟା କଥାକୁ ଅସ୍ବୀକାର କରିଥିଲେ ।
ଝିଅର ପୋଷ୍ଟମ-ର୍ଟମ ରିପୋ-ର୍ଟରେ ଡ଼ାକୁର ଆ-ତ୍ମହ-ତ୍ୟା ଲେଖିଥିବା ନେଇ ଅସନ୍ତୁଷ୍ଟ ଥିଲେ ସୁଜ୍ଞାନୀ । ଜାନୁଆରୀ ୩୦ ତାରିଖ ଦିନ ମୃ-ତ ଛାତ୍ରୀଙ୍କ ମା ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ଯାଇ ରି-ପୋର୍ଟ ଦେଇଥିବା ଡାକ୍ତରଙ୍କୁ ଅଶ୍ଳୀ-ଳ ଭାଷା ପ୍ରୟୋଗ କରିବା ସହ ସମସ୍ତ କର୍ମଚାରୀଙ୍କ ଆଗରେ ତାଙ୍କୁ ଜୋତାରେ ମା-ଡ଼ ମା-ରିଥିଲେ । ଏଇ ଘଟ-ଣାରେ ସୁଜ୍ଞାନୀଙ୍କୁ ଗି-ରଫ କରିଛି ପାରଳାଖେମୁଣ୍ଡି ପୋ-ଲିସ ।
କହି ରଖିବୁ ଯେ ଝିଅର ସନ୍ଦେ-ହଜନକ ମୃ-ତ୍ୟୁ ପରେ ଚାଲିଥିଲା ତ-ଦନ୍ତ । ଆଉ ସେହି ଭିତରେ ପୋଷ୍ଟମ-ର୍ଟମ ରି-ପୋର୍ଟ୍ ମଧ୍ୟ ଆସିଥିଲା । ଆଉ ପୋଷ୍ଟମ-ର୍ଟମ ରି-ପୋର୍ଟ୍ ରେ ଳେଖା ଯାଇଥିଲା ଯେ ଝିଅ କୁଆଡେ ନିଜେ ଜୀବନ ହାରି ଦେଇଛି । କିନ୍ତୁ ମାଆ ଦେଖିବାକୁ ପାଇଥିଲା ଯେ ଝିଅର ଶରୀରରେ ଅନେକ ଦାଗ ରହିଛି । ଆଉ ଶେଷରେ ସହି ପାରିଲାନି ମାଆ । ଡାକ୍ତରଙ୍କୁ ଚପଲରେ ପିଟିଥିଲେ ମୃତ-କଙ୍କ ମାଆ ।
ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀଙ୍କ ସନ୍ଦେ-ହଜନକ ମୃ-ତ୍ୟୁ ପରେ ଡାକ୍ତର ଭୁଲ ପୋ-ଷ୍ଟମ-ର୍ଟମ ରି-ପୋର୍ଟ ଦେଇଥିବା ଅଭି-ଯୋଗ । ସୂଚନା ଅନୁସାରେ ମୃ-ତ ଛାତ୍ରୀ ସୌଦାମିନୀଙ୍କ ମା’ ସୁଜ୍ଞାନୀ ଗମାଙ୍ଗ କାଲି ସକାଳେ ହଠାତ୍ ଜଣେ ରୋଗୀ ଭାବେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ରଶ୍ମିରଞ୍ଜନଙ୍କୁ ନିଜ ଝିଅର ଶ-ବ ବ୍ୟବଛେଦ ରି-ପୋର୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ ଆଉ ଯୋତାରେ ମା-ଡ଼ ମା-ରିଥିଲେ । ଏନେଇ ଡ଼ାକ୍ତର ରଶ୍ମିରଞ୍ଜନ ଲିଖିତ ଅଭି-ଯୋଗ କରିବା ପରେ ପୋ-ଲିସ୍ ଉଚିତ୍ ତ-ଦନ୍ତ କରି ସୁଜ୍ଞାନୀଙ୍କୁ ଗି-ରଫ କରିଛି ।