କୋହ ସମ୍ଭାଳି ପାରିଲେନି ରାଣୀ। ହସ୍ପିଟାଲରେ ପହଞ୍ଚିଲେ ଭାଇଙ୍କ ଲୁହ ପୋଛିଲେ।
ଭାଇଙ୍କୁ ଦେଖିବାକୁ ବାରିପଦା ଦୌଡ଼ିଗଲେ ରାଣୀ ପ୍ରିୟାଦର୍ଶନୀ। ସମସ୍ତଙ୍କୁ ଦେଖିଲେ, ସାନ୍ତ୍ୱନା ଦେଲେ।ହସ୍ପିଟାଲରେ ପହଞ୍ଚିଛନ୍ତି ଜଲିଉଡର ଅଭିନେତ୍ରୀ ରାଣୀ ପ୍ରିୟାଦର୍ଶନୀ। ଆଉ ଚିକିତ୍ସିତ ହେଉଥିବା ଧଉଳି ଗଣନାଟ୍ୟର ଟେକ୍ନିସିଆନ ମାନଙ୍କୁ ଭେଟିଛନ୍ତି।ହଁ ବନ୍ଧୁଗଣ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି ଅଭିନେତ୍ରୀ ରାଣୀ ପ୍ରିୟାଦର୍ଶନୀ ଏବଂ ହସ୍ପିଟାଲରେ ବୁଲି ବୁଲି ଗୁରୁ-ତ୍ୱର ଆ-ହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ଲାଇଟ ସାଉଣ୍ଟ ଟେକ୍ନିସିଆନ ମାନଙ୍କ ବିଷୟରେ ପଚାରି ବୁଝିଥିଲେ।
ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୁସି ଥା-ନା ଅନ୍ତର୍ଗତ ଦ୍ଵରଶୁଣି ଘାଟିରେ ଯାତ୍ରା ପାର୍ଟି ଧଉଳି ଗଣନାଟ୍ୟର ଟ୍ରକ ଦୁର୍ଘ-ଟଣାଗସ୍ତ ହୋଇଥିବା ବେଳେ ଏଥିରେ ଗୁରୁ-ତ୍ୱର ହୋଇଥିବା ଟେକ୍ନିସିଆନ ମାନଙ୍କୁ ପ୍ରଥମେ ବାଙ୍ଗରିପୁସି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବାରିପଦା ମୂଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠି ଏହି ଯାତ୍ରା ଟେକ୍ନିସିଆନ ମାନଙ୍କର ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ପାଖରେ ପହଞ୍ଚିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟାଦର୍ଶନୀ।
ଆଉ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଟେକ୍ନିସିଆନ ମାନଙ୍କ ସହିତ କଥାବାର୍ତ୍ତା ହେବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ମଧ୍ୟ ପଚାରିବୁଝିଥିଲେ। ଜଣ ଜଣ କରି ସମସ୍ତ ଆହତ ଟେକ୍ନିସିଆନ ମାନଙ୍କ ପାଖକୁ ଯାଇ ସେମାନଙ୍କ ଆଘାତ ସ୍ଥାନ ଇତ୍ୟାଦି ଦେଖିବା ସହ ଚିକିତ୍ସା ବ୍ୟବସ୍ଥା ଏବଂ ଔଷଦ ପତ୍ର ବିଷୟରେ ପଚାରି ବୁଝିଛନ୍ତି। ଆଉ ସମସ୍ତଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କୁ ସାନ୍ତ୍ୱନା ମଧ୍ୟ ଦେଇଛନ୍ତି ରାଣୀ।
ଆଜ୍ଞା ହଁ ଯାତ୍ରା ପାର୍ଟି ଧଉଳି ଗଣନାଟ୍ୟର ଲାଇଟ ସାଉଣ୍ଟ ଉପକରଣ ବୋଝେଇ ଟ୍ରକ ମୟୁରଭଞ୍ଜ ବାଙ୍ଗରିପୁସି ଦ୍ୱାରଶୁଣି ଘାଟିରେ ଦୁର୍ଘ-ଟଣାଗସ୍ତ ହୋଇଥିଲା। ଘାଟି ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା। ଆଉ ଏଥିରେ ୬ ଜଣଙ୍କର ଜୀବନ ମଧ୍ୟ ଚାଲିଯାଇଛି। ଟ୍ରକ ଉପରେ ବସିଥିବା ଟେକ୍ନିସିଆନ ମାନଙ୍କ ଉପରେ ଲାଇଟ ସାଉଣ୍ଟ ଉପକରଣ ସବୁ ଅଜାଡି ହୋଇ ପଡ଼ିଥିଲା।
ଫଳରେ ଏହା ତଳେ ଚାପି ହୋଇ ପଡ଼ିଥିବାରୁ ଘ-ଟଣା ସ୍ଥଳରେ ୫ ଜଣଙ୍କର ଜୀବନ ଚାଲି ଯାଇଥିଲା ଏବଂ ପରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃ-ତ୍ୟୁ ହୋଇଥିଲା।ତେବେ ଏହି ଦୁର୍ଘ-ଟଣା ପରେ ଦୁର୍ଘ-ଟଣା ସ୍ଥଳରେ ଡ୍ରାଇଭର ଫେ-ରାର ହୋଇଯାଇଥିଲା। ଆଉ ଏହି ମର୍ମ-ନ୍ତୁତ ଦୁର୍ଘ-ଟଣାକୁ ନେଇ ଜଲିଉଡ଼ ଜଗତରେ ଶୋ-କର ସାୟା ଖେଳି ଯାଇଥିବା ବେଳେ ଏହି ଖବର ସାରା ରାଜ୍ୟବାସୀଙ୍କୁ ଦହଲାଇ ଦେଇଛି।