ରାମ ମନ୍ଦିରକୁ ଉଡାଇବାକୁ ଧ-ମକ ଦେଇଥିଲା, ପୋ-ଲିସ ଫୋନ ଟ୍ରାସ କରି ଅଭି-ଯୁକ୍ତକୁ ଧରିଛି, ଅଭି-ଯୁକ୍ତର ନାଁ ଛୋଟା ଶକିଲ।

ସେଦିବ ୩ ଜଣଙ୍କୁ ଗି-ରଫ କରାଯାଇଥିଲା। ଆଉ ଆଜି ଜଣଙ୍କୁ ଗି-ରଫ କରିଛି ପୋ-ଲିସ। ହଁ ଆଜ୍ଞା ଇଏ କୁଆଡେ ରାମ ମନ୍ଦିରକୁ କ୍ଷତି ପହଞ୍ଚାଇ ଥାନ୍ତା ଫୋନ କରି ପୋଲି-ସକୁ କହୁଥିଲା। ଆଉ ସଙ୍ଗେ ସଙ୍ଗେ ପୋ-ଲିସ ତାକୁ ମାଡି ବସିଲା।ଏଠି ଜଣେଇ ଦେବାକୁ ଚାହିଁବୁ ଯେ ଯେତେବେଳେ ସୁର-କ୍ଷା ବ୍ୟବସ୍ଥାକୁ ପୁରା କଡାକଡି କରାଯାଇଛି ସେତେବେଳେ ଅପ-ରାଧୀଙ୍କୁ ଧରିବା ପାଇଁ ଆହୁରି ଶୀଘ୍ର ହୋଇଛି ଆମ ପୋ-ଲିସ। ଏଠି ଜଣେଇ ଦେବାକୁ ଚାହିଁବୁ ଯେତେବେଳେ ଡ଼ନ ଦାଉଦି ଇବ୍ରାହିମ ଅଯୋଧ୍ୟା ରାମ ମନ୍ଦିରକୁ କ୍ଷତି ପହଞ୍ଚାଇବାକୁ ଧ-ମକ ଦେଇଥିଲା ଯୁବକ। ସଙ୍ଗେ ସଙ୍ଗେ ସେ ଯୁବକକୁ ଗି-ରଫ କରାଯାଇଛି।

ଏଠି ଜଣେଇଦେବାକୁ ଚାହିଁବୁ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ କ୍ଷ-ତି ପହଞ୍ଚାଇବା ପାଇଁ ମିଳିଥିଲା ଧ-ମକ। ପୋଲି-ସକୁ ଫୋନ କରି ମନ୍ଦିର ଉଡାଇଦେବାକୁ ଧ-ମକ ଦେଇଥିଲା ଏହି ଅଣ୍ଡରୱାଲଡ଼ ଡ଼ନ ଦାଉଦି ଇବ୍ରାହିମର ସହଯୋଗୀ କହୁଥିବା ଏଇ ବ୍ୟକ୍ତି ଜଣଙ୍କ।ଆଉ ଫୋନ ଟ୍ରାସ କରି ଏହି ଅପ-ରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୋ-ଲିସ। ବିହାରର ଅରରିଆ ଜିଲ୍ଲାରୁ ଇମିତିଖାବ ଆଲୋମ ନାମକ ଜଣେ ୨୧ ବର୍ଷୀୟ ଯୁବକକୁ ଗି-ରଫ କରିଛି ପୋ-ଲିସ।

ଶନିବାର ପୋ-ଲିସ ଏହି ଅଭି-ଯୁକ୍ତକୁ ତା ଘରୁ ହିଁ ଗି-ରଫ କରିଛି। ଜଣେଇ ଦେଉଛୁ ଯେ ଯୁବକ ଜଣକ ମାନସିକ ବିକାର ଗ୍ରସ୍ତ ଥିବା ପୋ-ଲିସ SP ଅଶୋକ କୁମାର ସିଂ ସୂଚନା ଦେଇଛନ୍ତି। SPଙ୍କ କହିବା ଅନୁସାରେ ଜାନୁଆରୀ ୧୯ ତାରିଖ ଦିନ ୧୧୨ ନମ୍ବର ପୋଲି-ସକୁ ଫୋନକୁ କରି ନିଜକୁ ଦାଉଦି ଇବ୍ରାହିମର ସହଯୋଗୀ ଛୋଟା ଶକିଲ ବୋଲି ପରିଚୟ ଦେଇଥିଲା ଏଇ ଯୁବକ ଜଣକ।

ଏଇ ଯୁବକ ଜଣକ ନିଜକୁ ଛୋଟା ଶକିଲ ବୋଲି କହିଥିଲା ଆଉ ଏଇ ଛୋଟା ଶକିଲ ଦାଉଦି ଇବ୍ରାହିମର ସହଯୋଗୀ ଯିଏ ଅଣ୍ଡରୱାଲଡ଼ ଡ଼ନ ତାର ସହଯୋଗୀ ବୋଲି ପରିଚୟ ଦେଇଥିଲା। ଆଉ ଜାନୁଆରୀ ୨୨ ତାରିଖରେ ଆଜିର ଦିନରେ ମନ୍ଦିରକୁ କ୍ଷତି ପହଞ୍ଚାଇବା ପାଇଁ ଧ-ମକ ଦେଇଥିଲା। ତାକୁ ପୋ-ଲିସ ତା ନମ୍ବରକୁ ଟ୍ରାସ କରି ଗି-ରଫ କରିଛି।ଯଦିଓ ଅଭି-ଯୁକ୍ତ ବିରୋ-ଧରେ ଆଗରୁ କୌଣସି ଅପ-ରାଧ ପାଇଁ ରେ-କର୍ଡ ନାହିଁ ତେବେ ସେ ମାନସିକ ବିକାର ଗ୍ରସ୍ତ ବୋଲି ଜଣା ପଡୁଥିବା SP କହିଛନ୍ତି। ହେଲେ ଯେହେତୁ ଘ-ଟଣା ସଂଘୀନ ପୋ-ଲିସ ଏ ମାମ-ଲା ରୁଜୁ କରି ତାକୁ ଗି-ରଫ କରିବାରେ ସଫଳ ହୋଇଛି।

Leave a Reply

Your email address will not be published. Required fields are marked *